କାହିଁକି ହେଉନି ପେଗାସସ୍ ତଦନ୍ତ
ନୂଆଦିଲ୍ଲୀ,୨୮ା୭ :ଇସ୍ରାଏଲ କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ପକ୍ଷରୁ ବିକଶିତ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ନେତା, ଖବରଦାତା, ମାନବାଧିକାର କର୍ମୀ ଓ ବିଜ୍ନେସମ୍ୟାନଙ୍କ ଭିତିରି କଥା ଜାଣିବା ପାଇଁ ଏହାକୁ ଗୁପ୍ତଚର ଭାବେ ବ୍ୟବହାର କରାଯାଇଛି। ବିଶେଷକରି ଶାସକ…
ପ୍ରବାସୀଙ୍କୁ ଦେଇପାରିଲେନି ଦକ୍ଷତା ତାଲିମ
ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୫ରେ କେନ୍ଦ୍ର ସରକାର ହଠାତ୍ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରିଥିଲେ। କଳକାରଖାନା ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିବାରୁ କୋଟିଏରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜୀବିକା ହରାଇଥିଲେ। ବିଭିନ୍ନ ରାଜ୍ୟରେ…
ଉଇକେଟ୍ ନେବା ପରେ ବୋଲର୍ କଲେ ଏମିତି କାମ, ଯାହା ପୂର୍ବରୁ କେବେ ଶୁଣି ନ ଥିବେ
ନୂଆଦିଲ୍ଲୀ,୨୮।୭: ରୋମାନିଆର କ୍ରିକେଟର ପାଭେଲ ଫ୍ଲୋରିନ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ ପାଇଁ ଫ୍ଲୋରିନ ଉଇକେଟ୍ ନେବା ପରେ ଏମିତି ଖୁସି ମନାଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାନାସା ଏବଂ ବୁଖାରେଷ୍ଟ…
କ୍ରିକେଟ୍ ମ୍ୟାଚ୍ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…
ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ…
ନିଜକୁ ବେଙ୍ଗ କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଗମ୍ଭୀର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି। ନିକଟରେ ଇନ୍ଷ୍ଟାଗ୍ରାମରେ ରାଧିକ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବେଙ୍ଗ ମୂର୍ତ୍ତି ପାଖରେ ବସି ବେଙ୍ଗ ପରି ପୋଜ…
ଟୋକିଓ ଫ୍ଲାଇଟ୍ ମିସ୍ କଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍ ନେବାର ଥିଲା। କିନ୍ତୁ ୟୁରୋପୀୟ ସଂଘ(ୟୁରୋପିଆନ ୟୁନିଅନ)ରେ ରହିବା ପାଇଁ ତାଙ୍କ ଭିଜାରେ ପ୍ରଦତ୍ତ…
କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ
ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି ଏସ୍ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ସରକାରରେ ବୋମାଇ ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ସୋମବାର ୟେଦୁରପ୍ପାଙ୍କ ଇସ୍ତଫା…
ରାଜ୍ଙ୍କ ବାପା ଥିଲେ ବସ୍ କଣ୍ଡକ୍ଟର; ଫ୍ୟାକ୍ଟ୍ରିରେ କାମ କରୁଥିଲେ ମା’: ଶିଳ୍ପା
ବମ୍ବେ: ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହୋଇ ଏବେ ହରଡଘଣାରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ମଙ୍ଗଳବାର ତାଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏଭଳି ସ୍ଥିତିରେ ସ୍ତ୍ରୀ ଶିଳ୍ପାଙ୍କ…
ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା
ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ନିଜ ନିଷ୍ପତ୍ତିରୁ ଉହରିଛନ୍ତି। ଏନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍ସି କମିଶନର…
ବାୟୋ-ବବଲ୍ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’
କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବାର ଖବର ଆସିଥିଲା। ଏହାକୁ ନେଇ ମ୍ୟାଚ୍କୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।…
ପ୍ରେମିକଙ୍କଠାରୁ ଅଲଗା ହେଲେ କୁମ୍କୁମ୍ ଭାଗ୍ୟର ଏହି ନାୟିକା
ବମ୍ବେ: ଲୁଚାଛପାରେ ଚାଲିଥିଲା ପ୍ରେମ। ଏବେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କଥା ଆଉ ଆଗକୁ ନ ବଢ଼ାଇ କଥିତ ପ୍ରେମିକ କୁନାଲ କରନ୍ କପୁରଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସ୍ରିତି ଝା। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନ୍ଫଲୋ ମଧ୍ୟ କରିଦେଇଛନ୍ତି। କେବଳ…
ବୟସ ମାତ୍ର ୧୮; ପ୍ରଥମେ ‘ଖତରୋ କେ ଖିଲାଡି’; ଏବେ ୫୦ ଲକ୍ଷର ବିଏମ୍ଡବ୍ଲୁ କିଣି ଚର୍ଚ୍ଚାରେ ଏହି ଅଭିନେତ୍ରୀ
ବମ୍ବେ: ବୟସ ଅଠର। ହେଲେ ଲୋକପ୍ରିୟତାରେ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ପଛରେ ପକାଇବେ। ଆମେ କଥା ହେଉଛୁ ଅଭିନେତ୍ରୀ ଅନୁଷ୍କା ସେନ୍ଙ୍କ କଥା। ବହୁତ କମ୍ ବୟସରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅନେକ ଲୋକପ୍ରିୟ ଶୋ’ କରିବା ପରେ…
Archives


