Home

ଭେଣ୍ଡି କିଲୋ ୮୦୦ ଟଙ୍କା

ଭୋପାଳ,୭।୯: ଅଧିକାଂଶ ଲୋକ ନିଜ ଘରେ ସବୁଜ ଭେଣ୍ଡି ଖାଆନ୍ତି। କିନ୍ତୁ ଲାଲ ରଙ୍ଗର ଭେଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ ଏବଂ ଶରୀର ପାଇଁ ମଧ୍ୟ ସେତିକି ପୁଷ୍ଟିକର।…

ନାଗପୁରରେ କରୋନାର ତୃତୀୟ ଲହର, ପୁଣି ହେବ କଟକଣା ଜାରି…

ନାଗପୁର,୭।୯: ପୁଣି ବିପଦ ମାଡ଼ି ଆସୁଛି। ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନୀତିନ ରାଉତ ଏନେଇ ସୂଚନା ଦେଇଛନ୍ତି। ନାଗପୁରରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ…

ମନ୍ଦିରର ମାଲିକ କିଏ, ଭଗବାନ ନା ପୁରୋହିତ, ଏସ୍‌ସିଙ୍କ ଫଇସଲା…

ନୂଆଦିଲ୍ଲୀ,୭।୯: ମନ୍ଦିରରେ ପ୍ରତିଷ୍ଠିତ ଦେବତା ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ। ପୁରୋହିତ କେବଳ ପୂଜା କରିବା ଏବଂ ଦେବତାଙ୍କର ସମ୍ପତ୍ତିର ଜଗାରଖା ପାଇଁ ନିୟୋଜିତ ଅଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ପତ୍ତି ସମ୍ବନ୍ଧୀୟ ରାଜସ୍ବ ରେକର୍ଡରୁ…

କୋହଲିଙ୍କ ନୂଆ ସେଲିବ୍ରେସନ୍‌ ଷ୍ଟାଇଲ୍‌: ପ୍ରଶଂସକଙ୍କୁ ଆସୁଛି ପସନ୍ଦ

ଓଭାଲ୍‌,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଆଗୁଆ ରହିଛି। ଏହି ବିଜୟ ଅଧିନାୟକ ବିରାଟ କୋହଲି ସେଲିବ୍ରେସନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡକୁ ସମାଲୋଚନା କଲେ ସେହ୍ବାଗ: ଭାଇରାଲ ହେଉଛି ପୋଷ୍ଟ

ଓଭାଲ୍‌,୭।୯: ଲିଡ୍ସ ଟେଷ୍ଟ ହାରିବା ପରେ ଓଭାଲରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଇନିଂସରେ ୯୯ ରନ ପଛରେ ରହିବା ସତ୍ତ୍ୱେ ଭାରତ ୧୫୭ ରନରେ ଓଭାଲ ଟେଷ୍ଟକୁ କବଜା କରିଛି। ଖେଳର ଶେଷ ଦିନରେ ଭାରତକୁ ୧୦…

ମନ୍ତ୍ରୀଙ୍କୁ ମୋଦିଙ୍କ ତାଗିଦ୍‌, ନିର୍ବାଚନ ହେଉଥିବା ରାଜ୍ୟକୁ ଦିଅ ପ୍ରାଥମିକତା…

ନୂଆଦିଲ୍ଲୀ,୭।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହିତ ତାଗିଦ୍‌ କରିଛନ୍ତି।…

୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି। ସେପ୍ଟେମ୍ବର ୧୧(୯/୧୧)ରେ ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୦…

ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୀପିକା

ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ଗେମ୍‌ ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜିନ ଆରମ୍ଭ ହୋଇଛି। ଦର୍ଶକଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ପାଇଁ ଶୋ’ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଶାନଦାର୍‌ ଶୁକ୍ରବାର’ର…

ଭାଜପାକୁ ଝଟ୍‌କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…

କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି…

୨୪୩୩ ଟେଷ୍ଟ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କ୍ରିକେଟ୍‌ ପଡିଆରେ ଘଟିଲା ଏମିତି

ଓଭାଲ୍‌,୭।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଥିବାବେଳେ ଦଳ ମାତ୍ର ୨୧୦ ରନ୍‌ରେ…

‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ

ଓଭାଲ୍‌,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍‌ ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ବିଜୟ ପରେ ରୋହିତ କହିଛନ୍ତି ଯେ, ତାଙ୍କ ଠାରୁ ଅଧିକ ଅନ୍ୟ…

ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧

ଓଭାଲ୍‌,୭।୯: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସିଜନରେ ଭାରତ ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟ ଜିତି ଭାରତ ଏହି ସ୍ଥାନ ହାସଲ କରିଛି। ଭାରତ ୫ ମ୍ୟାଚ୍‌ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?