Home

ରୋହିତଙ୍କ ଆଣ୍ଠୁରେ ଲାଗିଛି ଆଘାତ? କେତେ ଗମ୍ଭୀର ସେ ନେଇ ହିଟ୍‌ମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍‌ ଇଣ୍ଡିଆ ଓପନର୍‌ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ବାମ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ସେ ଠିକ୍‌…

ପ୍ରଶାସନ ସହ କୃଷକଙ୍କ ଆଲୋଚନା ବିଫଳ

କରନାଲ,୭।୯: କରନାଲରେ ମହାପଞ୍ଚାୟତ ପୂର୍ବରୁ ୧୧ ଜଣିଆ କୃଷକ କମିଟି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ଏହା ପରେ କୃଷକ ନେତାମାନେ ମହାପଞ୍ଚାୟତକୁ ଫେରି ଆସିଛନ୍ତି। ଏବେ ମହାପଞ୍ଚାୟତରୁ କୃଷକଙ୍କ ପରବର୍ତ୍ତୀ ରଣନୀତି ଘୋଷଣା କରାଯିବ। ସୂଚନାଯୋଗ୍ୟ,…

ତାଲିବାନଙ୍କ ମଧ୍ୟରେ ଫାଟ!

କାବୁଲ,୭।୯: ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ସାମ୍ନାକୁ ଆସୁଛି। କନ୍ଦଳ ମଧ୍ୟରେ ତିନୋଟି ମୁଖ୍ୟ ନାମ ରହିଛି। ମୁଲ୍ଲା ଅବଦୁଲ ଘାନି ବରାଦର, ହିବତୁଲ୍ଲା ଅଖୁଣ୍ଡଜାଦା ଏବଂ ସିରାଜୁଦ୍ଦିନ ହକ୍କାନି। ଖବର ଅନୁଯାୟୀ, ସରକାର ଗଠନକୁ…

ମୁଖ୍ୟମନ୍ତ୍ରୀଙ୍କ ପିତା ଗିରଫ

ରାୟପୁର,୭।୯: ବ୍ରାହ୍ମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଘେଲଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀରୁ ରାୟପୁର ପୋଲିସ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ରାୟପୁର ଅଣାଯାଇଛି କୋର୍ଟରେ…

ଡବଲ ଇଞ୍ଜିନ୍‌ର ୨ ଡ୍ରାଇଭରଙ୍କ ପଳାୟନ, ଭାଜପାକୁ ଟାର୍ଗେଟ…

ଲକ୍ଷ୍ନୌ,୭।୯: ସମାଜବାଦୀ ପାର୍ଟି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଅଖିଳେଶ ଯାଦବ କହିଛନ୍ତି ଯେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ନିର୍ବାଚନ ସମୟରେ ଦେଇଥିଲେ। ତେବେ ରାଜ୍ୟରେ ବିକାଶର ଧାରା…

ଗୋଟିଏ ପୁଅକୁ ପ୍ରେମ କରି ବସିଥିଲେ ୨ ଯୁବତୀ, ବିବାହ ପାଇଁ ପଡିଲା ଟସ୍‌: ଆଉ ତା’ପରେ

ପ୍ରେମ କରିବା କୌଣସି ପାପ ନୁହେଁ। କିନ୍ତୁ ଯଦି ପ୍ରେମ ତ୍ରିକୋଣୀୟ ହୋଇଯାଏ ତେବେ କଥା ସରିଲା। କାରଣ ଏପରି ପରିସ୍ଥିତିରେ ମାମଲା ଗଡ୍‌ବଡ୍‌ ହେବାର ସମ୍ଭାବନା ବେଶୀ ଥାଏ। ଏପରି ଏକ ମାମଲା କର୍ନାଟକର ହାସନ ଜିଲାର ସକଲେଶପୁରରୁ ଆସିଛି।…

ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର ପୃଥିବୀର ଏଭଳି କିଛି ଅଞ୍ଚଳରେ ଏବେ ମଧ୍ୟ ଜୀବନ ସର୍ତ୍ତା ପହଞ୍ଚି ପାରିନି। ଅଣ୍ଟାର୍କଟିକାର…

କୋହଲିଙ୍କ ଉପରେ ରାଗିଲା ବିସିସିଆଇ

ଓଭାଲ,୭।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ରାଗିଛି। ନିକଟରେ କୋହଲି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ। ଏଥିପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ରୁ ଅନୁମତି ନିଆଯାଇ ନ…

ନିପା ଭାଇରସ୍‌ ଆତଙ୍କ, ୧୧ ଜଣଙ୍କଠାରେ ଲକ୍ଷଣ, ୨୫୧ ଜଣ ଆଇସୋଲେଶନ୍‌ରେ…

ଥିରୁଭାନନ୍ତପୁରମ୍‌,୭।୯: କେରଳରେ କରୋନା ମହାମାରୀ ସହିତ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ୧୧ ଜଣଙ୍କଠାରେ ନିପା ଲକ୍ଷଣ ପ୍ରକାଶ ପାଇଛି। ସେହିପରି ମାଓ୍ବୁରରେ ନିପା ଯୋଗୁ ମୃତ୍ୟୁ ଘଟିଥିବା ୧୨ ବର୍ଷର ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ୨୫୧ଜଣଙ୍କୁ…

ହକିକୁ ଜାତୀୟ ଖେଳ ଘୋଷଣା ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୭।୯: ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଶୁଣାଣି କରିବାକୁ ମନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହକିକୁ ଅଧିକାରିକ ଭାବେ ଜାତୀୟ ଖେଳର ମାନ୍ୟତା ମିଳି ନାହିଁ। ଦେଶର ଲୋକଙ୍କ ମଧ୍ୟରେ ପ୍ରଚଳିତ ଧାରଣା ରହିଛି ଯେ, ହକି…

ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍‌ଙ୍କୁ କନ୍ଦାଇଲେ ଯାଦବ

ଓଭାଲ୍‌,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି ଜୋ ରୁଟଙ୍କ ଦଳକୁ ମାତ୍ର ୨୧୦ ରନରେ ରୋକିବାରେ ସମର୍ଥ ହୋଇଥିଲା। ଏକ ବଡ଼…

ରାଷ୍ଟ୍ରପତିଙ୍କ ପଛରେ ଛତା ଧରି ଛିଡ଼ା ହେଉଥିବା ବିଶ୍ୱସ୍ତ କଲେ କ୍ଷମତା ଦଖଲ…

କୋନାକ୍ରେ,୭।୯: ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିଦ୍ରୋହୀ ସୈନ୍ୟମାନେ କ୍ଷମତା ଦଖଲ କରିଛନ୍ତିି। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ନେଇ କୌଣସି ଘୋଷଣା କରାଯାଇ ନାହିଁ। ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା କଲୋନେଲ୍‌ ମମାଦି ଡୋମ୍ବୋୟା ଦେଶର ସମସ୍ତ ସୀମାକୁ ସିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?