Home

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିରତି ନେଉଥିବା ଘୋଷଣା କରିଛନ୍ତି। ମାନସିକ ସ୍ବାସ୍ଥ୍ୟ…

ଏହି ୩ ଖେଳାଳିଙ୍କ ବିନା ଶ୍ରୀଲଙ୍କାରୁ ଫେରିଲା ଭାରତୀୟ କ୍ରିକେଟ ଟିମ୍‌; ୨ ଜଣ ଯିବେ ଇଂଲଣ୍ଡ

ନୂଆଦିଲ୍ଲୀ,୩୧।୭: ଶ୍ରୀଲଙ୍କା ଗସ୍ତରୁ ଫେରିଛି ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଟିମ୍‌। ହେଲେ କରୋନା ସଂକ୍ରମିତ ହୋଇଥିବା କୃଷ୍ଣପା ଗୌତମ, ୟୁଜବେନ୍ଦ୍ର ଚହଲ ଏବଂ କ୍ରୁନାଲ ପାଣ୍ଡ୍ୟା ନ ଆସି ଶ୍ରୀଲଙ୍କାରେ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କୁ ସାତ ଦିନ…

ଆସିଲା ଅଗଷ୍ଟ ଗାଇଡ୍‌ଲାଇନ୍‌: ଜାଣନ୍ତୁ କ’ଣ ହେବ ଖୋଲା, କ’ଣ ରହିବ ବନ୍ଦ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆଂଶିକ ଲକ୍‌ଡାଉନ୍‌ ସରୁଥିବାରୁ ଅଗଷ୍ଟ ମାସ ପାଇଁ ଶନିବାର ନୂଆ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା। ଏହା ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା…

ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’ ଗେମ୍‌ ପ୍ଲାନ ସହ କଥାବାର୍ତ୍ତାରେ ଲକ୍ଷ୍ମଣ କହିଛନ୍ତି, ଭାରତୀୟ ଦଳର ମାନସିକତା ସମ୍ପୂର୍ଣ୍ଣ ଭାବେ…

ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ ସହ ବରଙ୍କୁ ଫେରିଯିବାକୁ କହିଥିଲା ପୋଲିସ। ଏହି ଖବର କନ୍ୟାଘର ଲୋକଙ୍କ ନିକଟରେ ପହଞ୍ଚତ୍ବା…

ଛେଳିକୁ ବିବାହ କଲେ ଯୁବକ

ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ ଛେଳିକୁ ବିବାହ କରିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ରିପୋର୍ଟ ଅନୁଯାୟୀ, ମୀରପୁରଖାସର…

ଏନ୍‌କାଉଣ୍ଟରରେ ଜୈଶ୍‌ ଆତଙ୍କବାଦୀ ଲମ୍ବୁ ନିହତ…

ଶ୍ରୀନଗର,୩୧।୭: ଜୈଶ-ଇ-ମହମ୍ମଦର ଜଣେ ବରିଷ୍ଠ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମିଳିତ ସୁରକ୍ଷାକର୍ମୀ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ପୁଲୱାମା ଆକ୍ରମଣରେ ସାମିଲ୍‌ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କର ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ଏକ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଏନେଇ ଶନିବାର କଶ୍ମୀର ଜୋନ୍‌…

ଉତ୍ତର କୋରିଆକୁ ଘାରିଛି ଏକଛତ୍ରବାଦୀ ଶାସକଙ୍କ ସ୍ବାସ୍ଥ୍ୟ ଚିନ୍ତା…

ପ୍ୟୋଙ୍ଗୟାଙ୍ଗ,୩୧।୭: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟ ଚିନ୍ତା ଏବେ ଉତ୍ତର କୋରିଆକୁ ଘାରିଛି। ଇତିମଧ୍ୟରେ କିମ୍‌ଙ୍କ ଓଜନ ୨୦ କିଲୋଗ୍ରାମ କମିଯାଇଛି। ନିକଟରେ ସାମରିକ ଅଧିକାରୀମାନଙ୍କୁ ଅଭିବାଦନ କରୁଥିବା ତାଙ୍କ ଫଟୋ ପ୍ରକାଶ ପାଇଥିଲା। ଫଟୋରେ କିମ୍‌ ଦୁର୍ବଳ…

ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍‌

ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍‌ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି ତାଙ୍କୁ ସଫଳ କମେଡିଆନ୍‌ ବୋଲି କୁହାଯାଉଥିଲେ ହେଁ ଦିନ ଥିଲା ସେ ବହୁତ ଗରିବ…

ଏହି ବୃଦ୍ଧା ଦେଖିଛନ୍ତି ୨ଟି ବିଶ୍ୱ ଯୁଦ୍ଧ, ପୁଣି ଫ୍ଲୁ ପରେ କରୋନାକୁ ବି ଦେଖିଲେ

ଦୁଇଟି ବିଶ୍ୱ ଯୁଦ୍ଧ ଦେଖିବାଠାରୁ ଆରମ୍ଭ କରି ଏବେ ଫ୍ଲୁ ଆଉ କରୋନା ପରି ମହାମାରୀ ଦେଖିସାରିଲେଣି ବ୍ରିଟେନର ଜଣେ ବୃଦ୍ଧା। ସ୍କଟ୍‌ଲାଣ୍ଡରେ ରହୁଥିବା ଏହି ବୃଦ୍ଧାଙ୍କୁ ଏବେ ୧୦୯ ବର୍ଷ। ଲୁଇସା ଓ୍ବିଲ୍‌ସନଙ୍କ ଆଜି ହେଉଛି ୧୦୯ ତମ ଜନ୍ମବାର୍ଷିକୀ।…

କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୩୧।୭: କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ଏଣିକି ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ଘୋଷଣା କରାଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦ରେ ରାଜ୍ୟରେ ୧୪…

ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ବନ୍ଦ

ଶିମଲା,୩୧।୭: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ହୋଇପଡ଼ିଥିବାରୁ ଯାତାୟତରେ ବାଧା ଉପୁଜିଛି। ଇତିମଧ୍ୟରେ ମଣ୍ଡି ଜିଲାର ପାଣ୍ଡୋହ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼ ଓ ମନାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri