ଏହି ୩ ରାଶିର ଯୁବକ ହୋଇଥାନ୍ତି ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ ରାଶିର ନିଜର ସ୍ବାମୀ ଗ୍ରହ ରହିଛି। ଆଜି ଆମେ ଏପରି ୩ ରାଶି ବିଷୟରେ…
ଥମୁଛି ସଂକ୍ରମଣ ବଢୁଛି ଭିଡ଼…
ନୂଆଦିଲ୍ଲୀ,୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହଜାର ୮୩୧ ରେ…
ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ ସାମ୍ବିଧାନିକ ଅଧିକାର…
ପ୍ରୟାଗରାଜ,୧।୮: ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ ଆଇନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ କୌଣସି ଧର୍ମ ଗ୍ରହଣ କରିବାର ଅଧିକାର ଅଛି। ନିଜର…
ରଶଦ୍ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ରାଷ୍ଟ୍ରଦୂତ ମନୋନୀତ
ଓ୍ବାଶିଂଟନ୍, ୧ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତୀୟ ବଂଶୋଦ୍ଭବ ରଶଦ୍ ହୁସେନଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମ୍ବାସଡର-ଆଟ୍-ଲାର୍ଜ ମନୋନୀତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ରଶଦ ପ୍ରଥମ ମୁସଲମାନ ବୋଲି ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି।…
ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ
ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା ପଣବନ୍ଦୀ ରଖିଥିଲେ। ସେମାନେ ଷ୍ଟେଶନ ବିଲ୍ଡିଂକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ମାଓବାଦୀ ପ୍ରବଣ ଜାମୁଇ…
ଦିଲ୍ଲୀ ରାସ୍ତାରେ ୧୫ ଫୁଟର ଖାତ
ନୂଆଦିଲ୍ଲୀ, ୧ା୮: ଦକ୍ଷିଣ ଦିଲ୍ଲୀରେ ଆଇଆଇଟି ଫ୍ଲାଏଓଭର ତଳେ ଶନିବାର ସକାଳେ ୧୦ରୁ ୧୫ ଫୁଟ ଲମ୍ବର ଗଭୀର ଖାତ ସୃଷ୍ଟି ହୋଇଛି। ଏଥିଯୋଗୁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ସେହି ରାସ୍ତା ଦେଇ ଟ୍ରାଫିକ୍ ପୋଲିସ ଚଳାଚଳ…
ସ୍ପାଏଓ୍ବେର ବ୍ଲକ୍ କଲା ଏନ୍ଏସ୍ଓ
ଓ୍ବାଶିଂଟନ, ୧।୮(ପି.ଟି.): ପେଗାସସ୍ ଗୁପ୍ତଚରଗିରି ବିବାଦକୁ ନେଇ ଭାରତ ସମେତ ବିଭିନ୍ନ ଦେଶରେ ଜୋର୍ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଇସ୍ରାଏଲ୍ ସାଇବର ସିକ୍ୟୁରିଟି କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ବିଭିନ୍ନ ସରକାରଙ୍କୁ ଯୋଗାଇଥିବା ଏହି ସ୍ପାଏଓ୍ବେରକୁ ସାମୟିକ…
ଫାଶୀରେ ୯ ବର୍ଷୀୟଙ୍କ ମୃତ୍ୟୁ
ଲକ୍ଷ୍ନୌ, ୧ା୮: ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ ପାଇଁ ପୂର୍ବାଭ୍ୟାସ କରିବାବେଳେ ସତସତିକା ଜୀବନ ହରାଇଛନ୍ତି ଜଣେ ୯ ବର୍ଷର ବାଳକ। ଅଗଷ୍ଟ ୧୫ ଉପଲକ୍ଷେ ନାଟକ ପାଇଁ ରିହର୍ସଲ କରିବା ସମୟରେ ଉତ୍ତରପ୍ରଦେଶ ବଦାୟୁଁ ବାବତ…
ଏମିତି ଦେଶ, ଯେଉଁଠି ୩୦ ସେକେଣ୍ଡ୍ରୁ ଅଧିକ ବିଳମ୍ବ ହୁଏନି ଟ୍ରେନ୍
ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶରେ ନୀତି ନିୟମ ଭିନ୍ନ ଭିନ୍ନ। ଏମିତି ଏକ ଦେଶ ହେଉଛି ଜାପାନ। ନିଜର ସଂସ୍କୃତିଠାରୁ ଆରମ୍ଭ କରି ଖାଇବା, ପିଇବା, ଟେକ୍ନୋଲୋଜିକୁ ନେଇ ସାରା ଦୁନିଆରେ ବେଶ୍ ପରିଚିତ ଏହି ଦେଶ। ଜାପାନ…
ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍ ହେଲେ ବୋହୂ, ତଡ଼ିଦେଲେ ଶାଶୁଘର ଲୋକେ
ଜୟପୁର,୧ା୮: ରାଜସ୍ଥାନର ଜଣେ ବୋହୂ ପ୍ରଶାସନିକ ସେବା ପରୀକ୍ଷାରେ ଫେଲ୍ ହେବାରୁ ଶାଶୁଘର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ପୀଡ଼ିତା ନ୍ୟାୟ ପାଇଁ ପୋଲିସ ନିକଟରେ ଗୁହାରି କରିଛନ୍ତି। ରାଜସ୍ଥାନର ଝୁନ୍ଝୁନ୍ ଜିଲାର ସୁରଜଗଡ଼ର ଦୁଇ ନଂ ଓ୍ବାର୍ଡରେ ରହୁଥିବା…
ହଠାତ୍ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ
କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟ୍ କରାଯାଇଥିବାରୁ ଏହା ସ୍ପଷ୍ଟ ହୋଇଛି। ଉଦାନା ଦଳ ପକ୍ଷରୁ ୨୭ଟି ଦିନିକିଆ…
ରାଜନୀତି ଛାଡ଼ିଲେ ଭାଜପାର ବାବୁଲ ସୁପ୍ରିଓ
ନୂଆଦିଲ୍ଲୀ,୩୧।୭: ଲୋକପ୍ରିୟ ଗାୟକ ତଥା ଭାଜପା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି। ଫେସବୁକ୍ ପୃଷ୍ଠାରେ ଏକ ପୋଷ୍ଟ ଶେୟାର କରି ଏବେ ସମାଜସେବା ଦିଗରେ ସେ ମନୋନିବେଶ କରିବାକୁ ଚାହୁଁଛନ୍ତି।…
Archives


