ଆଇସିୟୁ ଛାତରୁ ପଡ଼ୁଛି ପାଣି: ରୋଗୀ ହନ୍ତସନ୍ତ
ଭୋପାଳ,୧୮।୫: କରୋନା ସମୟରେ ହସ୍ପିଟାଲରେ ରୋଗୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ମଧ୍ୟପ୍ରଦେଶ ରାଜଗଡ଼ ଜିଲାରୁ ଆସିଥିବା ଏକ ଭିଡିଓ ଏହାର ବାସ୍ତବିକ ଚିତ୍ର ସାମ୍ନାକୁ ଆଣିଛି। ସୂଚନାଯୋଗ୍ୟ, ଗତବର୍ଷ ରାଜଗଡ଼ ଜିଲାର ଏକ ସରକାରୀ…
ଏହି ସିକ୍ରେଟ୍ ଅସ୍ତ୍ର ନେଇ ଇଂଲଣ୍ଡ ଗସ୍ତରେ ଯିବେ ବିରାଟ କୋହଲି…
ନୂଆଦିଲ୍ଲୀ,୧୮।୫: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥେମ୍ପଟନ୍ ଓ୍ବାଲର୍ଡ ଟେଷ୍ଟ୍ ଚାମ୍ପିୟନଶିପ୍ ଖେଳିବ। ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଇଂଲଣ୍ଡର ବୋଲର ଟ୍ରେଣ୍ଟ୍ ବୋଲ୍ଟ, ଟିମ୍ ସାଉଦି ଏବଂ ନିଲ୍ ଓ୍ବେଗନର ସମସ୍ୟା ସୃଷ୍ଟି…
ପୁଣି ବଦଳିପାରେ ନିୟମ: କରୋନାରୁ ସୁସ୍ଥ ହେବା ପରେ ଭାକ୍ସିନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ୯ମାସ
ନୂଆଦିଲ୍ଲୀ,୧୮।୫: କରୋନା ଭାଇରସ୍କୁ ହରାଇବା ପାଇଁ ଭାକ୍ସିନକୁ ଏକମାତ୍ର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି। ଏଥିପାଇଁ ସାରା ଦେଶରେ ଟିକାକରଣ କାମ ଜାରି ରହିଛି। ଇତିମଧ୍ୟରେ ଗତ କିଛି ଦିନ ହେଲା ଭାକ୍ସିନ ନୀତିରେ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି। ଏଣିକି…
୨୦୧୧ ବିଶ୍ୱକପ୍ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ
ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା। ଏହି ମୁହୂର୍ତ୍ତ ଅନେକ ଖେଳାଳିଙ୍କ ପାଇଁ ଆହୁରି ସ୍ବତନ୍ତ୍ର ଥିଲା। କାରଣ ସେମାନଙ୍କ ପାଇଁ…
କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍ମା ଥେରାପି…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍ ପ୍ଲାଜ୍ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ୪୦୦ଜଣଙ୍କ ଠାରେ ଆଇସିଏମ୍ଆର୍ ପକ୍ଷରୁ ପରୀକ୍ଷା…
ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍
ବଲିଉଡ ଅଭିନେତା ସୈଫ୍ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଦୁହେଁ ବିବାହ କରିଥିଲେ। ଉଭୟ…
ଭଉଣୀ ସହ କ୍ୱାରାଣ୍ଟାଇନ୍ର ମଜା ନେଉଛନ୍ତି ବିଗ୍ବସ୍-୧୪ ଓ୍ବିନର
ଶିମଲା: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ଏଥିରୁ କେହି ବର୍ତ୍ତି ପାରୁନାହାନ୍ତି। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି ଓ ଅନେକ ସେଲିିବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ତଥା…
କଂଗ୍ରେସକୁ ସଲମାନଙ୍କ ପରାମର୍ଶ: ଭାଜପା ପରି ବଡ଼ କଥା ଭାବନ୍ତୁ, ଏହା ହେଉଛି ସଫଳତାର ଏକମାତ୍ର ସୁତ୍ର
ନୂଆଦିଲ୍ଲୀ,୧୮।୫: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ନିଜ ଦଳକୁ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ଭାଜପା ପରି ବଡ଼ ଭାବିବା ଉଚିତ, ଏହାଦ୍ୱାରା ହଁି ଦଳ କେବଳ ବର୍ତ୍ତମାନ ପରିସ୍ଥିତିରୁ ବାହାରିପାରିବ। କଂଗ୍ରେସ ଏହି ନିରାଶାବାଦୀ…
ତାଉକ୍ତାଏ ତାଣ୍ଡବ: ସମୁଦ୍ରରେ ଫସିଥିବା ୧୭୭ଲୋକଙ୍କୁ ରେସକ୍ୟୁ କଲା ନୌସେନା
ମୁମ୍ବାଇ,୧୮।୫: ସାମୁଦ୍ରିକ ଝଡ଼ ତଉକ୍ତାଏ ସୋମବାର ରାତିରେ ଗୁଜରାଟର ସୌରାଷ୍ଟ୍ର ଉପକୂଳ ଡିଉଠାରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏହାର ତାଣ୍ଡବ ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା…
ଦୁନିଆକୁ ଏକାଠି ଆସିଥିଲେ, ଏକାଠି ଗଲେ ଦୁଇ ଭାଇ
ମିରୁଟ,୧୮।୫: ମହାମାରୀ କରୋନା ଅନେକ ଲୋକଙ୍କ ଘରସଂସାର ଉଜାଡି ଦେଇଛି। ଉତ୍ତରପ୍ରଦେଶର ମିରୁଟରେ ରହୁଥିବା ରାଫେଲ ପରିବାରର କାହାଣୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ। କରୋନା ପରିବାରର ଦୁଇ ଯାଆଁଳା ଭାଇ ଜୋଫ୍ରେଡ ଭର୍ଘିସ ଗ୍ରେଗୋରୀ ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗୋରୀ କରୋନାରେ ପ୍ରାଣ…
ନବଜାତ ଶିଶୁଙ୍କ ପାଦ କାମୁଡ଼ି ଖାଇଲା ମୂଷା…
ଇନ୍ଦୋର,୧୮।୫: ହସ୍ପିଟାଲରେ ଚିକିତ୍ସାରେ ଅବହେଳା ହୋଇଥିବା ଏକ ଘଟଣା ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ମଧ୍ୟପ୍ରଦେଶ ଇନ୍ଦୋରର ମହାରାଜ ଯଶଓ୍ବନ୍ତରାୟ ସରକାରୀ ହସ୍ପିଟାଲରେ ଜଣେ ନବଜାତ ଶିଶୁଙ୍କ ପାଦ ମୂଷା କାମୁଡ଼ି ଖଣ୍ଡିଆ କରି ଦେଇଥିବା ଘଟଣା…
କରୋନାର ଦ୍ୱିତୀୟ ଲହରରେ ଗଲାଣି ୨୬୯ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୧୮।୫: ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ଆଇଏମଏ ଅନୁଯାୟୀ, କରୋନାର ଦ୍ୱିତୀୟ ଲହର ସମୟରେ ଏପର୍ଯ୍ୟନ୍ତ ୨୬୯ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଆଇଏମଏ ସମସ୍ତ ରାଜ୍ୟ ପାଇଁ ତଥ୍ୟ ପ୍ରକାଶ କରିଛି। ତେବେ ଦ୍ୱିତୀୟ…
Archives


