ଡି’ଆର୍ସିଙ୍କ ସହ ଚୁକ୍ତି କଲା ହାମ୍ପଶାୟାର
ସାଉଥାମ୍ପଟନ, ୧୮ା୫: ଜୁନ ୯ରୁ ଆରମ୍ଭ ହେବାକୁଥିବା ଟି୨୦ ବ୍ଲାଷ୍ଟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ହାମ୍ପଶାୟାର ହକ୍ସ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡି’ଆର୍ସି ଶର୍ଟଙ୍କ ସହିତ ଚୁକ୍ତି କରିଛି। ଅଷ୍ଟ୍ରେଲିଆ ତରଫରୁ ୩୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଶର୍ଟଙ୍କର ବିଶ୍ୱର ଶ୍ରେଷ୍ଟ ଟି୨୦…
ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଫିକ୍ସିଂ ହୋଇନି
ଦୁବାଇ, ୧୮ା୫ (ପି.ଟି.)- ଭାରତର ଇଂଲଣ୍ଡ (୨୦୧୬) ଓ ଅଷ୍ଟ୍ରେଲିଆ (୨୦୧୭) ବିପକ୍ଷ ଟେଷ୍ଟ ମ୍ୟାଚରେ ଫିକ୍ସିଂ ହୋଇଥିବା ନ୍ୟୁଜ୍ ଚ୍ୟାନେଲ ଅଲ୍ ଜଜିରାରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ତାହାର ଖଣ୍ଡନ କରିଛି।…
ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ
ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ନିଯୁକ୍ତ କରାଯାଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଟେଷ୍ଟ…
କରୋନାରେ ତାମିଲ ଅଭିନେତାଙ୍କ ପରଲୋକ
ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍ ନୁହେଁ ଟଲିଉଡ୍ର କଳାକାରଙ୍କ ପାଇଁ ବି କରୋନା କାଳ ସାଜିଥିବା ବେଳେ ଏଥିଯୋଗୁଁ…
ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା
ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ ବୟାନ ଦେଇଛନ୍ତି। ପ୍ରତିଦିନ ଗୋମୁତ୍ର ପିଇଲେ ଫୁସ୍ଫୁସ୍ରୁ ସଂକ୍ରମଣ ଦୂର ହୋଇଥାଏ ବୋଲି ସାଧ୍ୱୀ…
ମାରଣାସ୍ତ୍ର ଦେଖାଇ ହାଇଓ୍ବା ସହ ଚାଳକଙ୍କୁ ଅପହରଣ: ୫ ଗିରଫ, ଜଣେ ଫେରାର
ବଡ଼ବିଲ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳ ଏକ ପାର୍କିଂରୁ ହାଇଓ୍ବା ଟ୍ରକ ସହ ଚାଳକଙ୍କୁ ଅପହରଣ କରାଯିବା ସହ ମାଡ଼ମାରି ତାଙ୍କ ମୋବାଇଲ ଏବଂ ନଗଦ ୭ ହଜାର ଟଙ୍କା ଲୁଟ୍ ହୋଇଥିଲା। ତେବେ ପୋଲିସ ହାଇଓ୍ବାକୁ ଉଦ୍ଧାର କରିିବା ସହ…
ପୋଲିସ କ୍ୟାମ୍ପ ଉପରକୁ ମାଓବାଦୀଙ୍କ ଆକ୍ରମଣ: ୩ମୃତ
ସୁକମା,୧୭।୫: ଛତିଶଗଡ଼ ସୁକାମା ଜିଲାରେ ଗତ କିଛି ଦିନ ହେଲା ଲାଲବାହୀନିର ଲାଲତାଣ୍ଡବ ଦେଖିବାକୁ ମିଳିଛି। କିଛି ଦିନର ବିରତି ପରେ ପୁଣି ଥରେ ମାଓବାଦୀ ସକ୍ରିୟ ଥିବା ନେଇ ଜାହିର କରିଛନ୍ତି। ସୋମବାର ସୁକମା ଜିଲାର ସିଲଗେର ଗାଁରେ ଥିବା…
ତାଉକ୍ତାଏ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି
ମୁମ୍ବାଇ,୧୭।୫: ବାତ୍ୟା ତାଉକ୍ତାଏ କେତେକ ରାଜ୍ୟରେ ତାଣ୍ଡବ ରଚିବାରେ ଲାଗିଛି। ମହାରାଷ୍ଟ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ମଧ୍ୟ ହେଉଛି। ଏଥିଯୋଗୁ କେତେକ ସ୍ଥାନରେ ଜଳାର୍ଣ୍ଣବ ହେବା ସହ ଗଛ…
ପ୍ରେମିକାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଆଣିଥିଲେ ପ୍ରେମିକ, ତଥାପି ଗାଳି କରି ମୁହଁ ଫେରାଇ ଚାଲିଗଲେ
ବ୍ରିଟେନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ୧୪୦୦୦ ପାଉଣ୍ଡ ଅର୍ଥାତ୍ ୧୫ ଲକ୍ଷ ଟଙ୍କାର ଏକ ହୀରା ମୁଦି ଆଣିଥିଲେ। ମାତ୍ର ପ୍ରେମିକାଙ୍କୁ ଯେତେବେଳେ ସତ କଥା ଜଣାପଡ଼ିଲା ସେ ରାଗି କି ମୁହଁ ଫେରାଇ ଚାଲିଗଲେ।…
ଖାଇବା ପରେ..
ଖାଇବା ପରେ ଏପରି କାମ କରନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବ । ଜାଣନ୍ତୁ ସେ ସମ୍ପର୍କରେ… ଆମେ ଖାଦ୍ୟ ଖାଇବା ପରେ କେତେକ କାର୍ଯ୍ୟ ପ୍ରତି ନଜର ଦେବା ନିହାତି ଜରୁରୀ। ଖାଇବା ପରେ ଫଳମୂଳ…
ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର
ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର…
ଶାହଜହାଁପୁରରୁ ଶିକୋଗୋର ଯାତ୍ରା
ଶାହଜହାଁପୁର,୧୭।୫: ବିବାହ ଏଭଳି ଏକ ବନ୍ଧନ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ ବୋଲି କୁହାଯାଏ। କିଏ କେଉଁଠି, ଆଉ କାହା ସହ ବିବାହ କରିବ ସେସବୁ ପୂର୍ବରୁ ନିର୍ଦ୍ଧାରିତ ହେବା ସହ ଶେଷ ମୁହୂର୍ତ୍ତ ଯାଏଁ ବି ଅନିଶ୍ଚିତତା ହୋଇ…
Archives


