ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଗୁରୁତର ମହିଳା ଆଖି ବୁଜିଲେ
ପାଟଣା,୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ୫୫ ବର୍ଷୀୟା ମହିଳା ଶୈଳବାଳା ବେହେରା ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼…
ଦେଶଦ୍ରୋହ ଆଇନ ରଦ୍ଦ ହେଉ-ଶାନ୍ତିରେ ଲୋକେ ନିଶ୍ୱାସ ନିଅନ୍ତୁ,କହିଲେ ପୂର୍ବତନ ବିଚାରପତି…
ନୂଆଦିଲ୍ଲୀ,୧୧।୧୦: ଦେଶରେ ବିଭିନ୍ନ ରାଜନୈତିକ ଦଳର ସରକାର ଆସିବା ଯିବା ଲାଗି ରହିଛି। କିନ୍ତୁ ଦେଶରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଉ। ଏହାଦ୍ୱାରା ସାଧାରଣ ଲୋକ ଶାନ୍ତିରେ ନିଶ୍ୱାସ ନେଇପାରିବେ ବୋଲି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ରୋହିନଣ୍ଟନ ଫଲି ନରିମାନ କହିଛନ୍ତି।…
ଆଜି ଦାରିଙ୍ଗବାଡ଼ି ବନ୍ଦ
ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୭ଟାରୁ ଦଳ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ିମୋଟର ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।…
ହୃଦୟ ଜିତିଲେ ଧୋନୀ, କାନ୍ଦିଲେ ସ୍ତ୍ରୀ
ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ଏହି ମ୍ୟାଚ୍ରେ ନିଜକୁ ବିଶ୍ୱର ସବୁଠୁ ବଡ ମ୍ୟାଚ ବିଜେତା ବୋଲି…
ରୋଗଣା ମନ
ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ, ଆମର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ କିମ୍ବା ହୋଇପାରନ୍ତି ଆପଣ ନିଜେ। ସମାଜରେ ପାରସ୍ପରିକ ସହଯୋଗର…
କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ
ଦୁବାଇ,୧୧।୧୦: ଆଇପିଏଲ୍ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଜିତିବା ପରେ ଫିନିସର ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର…
ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…
ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି, ହର୍ଷ ଏବଂ ଉଲ୍ଲାସ। ଏଇ ଛ’ଟି ଭାବ ମଣିଷକୁ ସକାରାତ୍ମକ ଦିଗକୁ ପ୍ରେରଣା ଦିଏ।…
କୋଭିଡ୍ ଯୋଗୁ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ୁଛି
ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): କୋଭିଡ୍ ଯୋଗୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ିଛି। ଏ ନେଇ ରବିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି, ଏହି ପରିସ୍ଥିତିର କିପରି ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ…
ବଡ଼ ରେକର୍ଡ ହାସଲ କଲେ ରିଷଭ
ଦୁବାଇ,୧୧।୧୦: ଆଇପିଏଲର ରୋମାଞ୍ଚକର ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟ୍ରେ ପରାସ୍ତ କରି ପ୍ଲେ ଅଫ୍ରେ ପହଞ୍ଚିିଛି। ଏହି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ହାରିଥିଲେ। କିନ୍ତୁ ଏହି ମ୍ୟାଚ ଖେଳିବା ସହ ସେ…
ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ୍ !…
ଲଣ୍ଡନ,୧୧।୧୦: ବ୍ରିଟେନ୍ ପକ୍ଷରୁ ରୁଷିଆ ବିରୋଧରେ ଗୁୁରୁତର ଅଭିଯୋଗ ଅଣାଯାଇଛି। ବ୍ରିଟେନ କହିଛି ଯେ, ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ଏବଂ କୋଭିଶିଲ୍ଡ ବିଷୟରେ…
ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୫୫କୁ ବୃଦ୍ଧି
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ବିଷାକ୍ତ ଧୂଳି, ଧୂଆଁର ଭୟ
କେନ୍ଦ୍ରାପଡ଼ା ଅଫିସ,୧୧ା୧୦: ମହାନଦୀର ଦୁଇପାର୍ଶ୍ୱରେ ୨ଟି ଜିଲା। ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଅପରପାର୍ଶ୍ୱରେ ଜଗତ୍ସିଂହପୁର। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅବସ୍ଥାରେ ଅଛି। ହେଲେ ଜଗତ୍ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି। ଏହି…

