Posted inଜାତୀୟ

ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ କଲ୍‌ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କରିଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କଲି। ବିଏସଏନଏଲର ଏହି ନେଟୱାର୍କ ଭାରତରେ ତିଆରି ଏବଂ ପରିକଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାର ଏହା ପ୍ରତିଫଳନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ...

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ...

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି...

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୋଦି ଟୁଇଟ କରି ଦେଶବାସୀଙ୍କୁ...

୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ବାୟୁସେନା

ଜମ୍ମୁ,୨୦ା୮(ପି.ଟି.): ଜମ୍ମୁରେ ପ୍ରବାହିତ ତାଓ୍ବି ନଦୀରେ ବନ୍ୟା ଆସିଥିବାବେଳେ ସେଠାରେ ଫସିରହିଥିବା ୪ ମତ୍ସ୍ୟଜୀବୀଙ୍କୁ ସୋମବାର ବାୟୁସେନା ଉଦ୍ଧାର କରିଛି। ଖରାପ ପାଗ ଓ ବନ୍ୟାଜଳର...

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ...

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ଶାନ୍ତିଦୂତ ହେବାକୁ ଚାହାଁନ୍ତି ମୋଗଲ ବଂଶଜ ୟାକୁବ୍‌; ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

ହାଇଦ୍ରାବାଦ୍‌,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍‌ ହବିବୁଦ୍ଦିନ୍‌ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ...

‘ଓୱାଇସି ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ’

ନୂଆଦିଲ୍ଲୀ,୭।୨: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ସଂସଦରେ ପ୍ରତିକ୍ରିୟା ଦେଇଛନ୍ତି। ଅମିତ...

Advertisement
Archives

Model This Week