Home

ଘାସ କାଟୁଥିଲେ ମହିଳା, ପଛରୁ ଧକ୍କା ଦେଲା ବିମାନ; ଆଉ ତା’ ପରେ…

ଓଟଓ୍ବା,୮ା୭: କିଛିଦିନ ତଳେ କାନାଡା ଚର୍ଚ୍ଚାରେ ଥିଲା। ଯେତେବେଳେ ବ୍ରିଟିଶ କଲମ୍ବିଆ ସମେତ କେତେକ ଅଞ୍ଚଳରେ ପ୍ରବଳ ଉତ୍ତାପ ଯୋଗୁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ଘାସ…

ଏନ୍‌ଜିଟିରେ ବିଆର୍‌ପିଏଲ୍‌ ମାମଲା:ସାନି ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୮।୭: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ୍‌) କାରଖାନା ପରିସରରୁ ବାହାରକୁ ବର୍ଜ୍ୟଜଳ ନିର୍ଗତ ଅଭିଯୋଗ ଜଟିଳ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦ୍ୱାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଅଗ୍ରାହ୍ୟ…

ଆକ୍ରମଣ ଭୟ: ଦୌଡ଼ିବାବେଳେ ଯାଇଥିଲା ଜୀବନ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଦୁଇମାସ ପୂର୍ବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇଛି। କ୍ୟାପିଟାଲ୍‌ ଥାନା ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଦର୍ଶାଇ ଜଣଙ୍କୁ ଗିରଫ କରି…

ବରିଷ୍ଠଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ ନିର୍ଦ୍ଦେଶ ଦେଲେ ବିଧାୟକ

ଭୁବନେଶ୍ୱର, ୮।୭(ବ୍ୟୁରୋ): ଜୟଦେବ ବିହାର ଓ ସାଲିଆସାହି ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଆଧାରକରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବୁଧବାର ସ୍ଥାନୀୟ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବସରରେ ବିଧାୟକ ରାଉତ ଓ୍ବାର୍ଡ ନମ୍ବର ୨୭ ଅନ୍ତର୍ଗତ ଶରଣାପଲ୍ଲୀ,…

ଘଟଣା ପଛର ରହସ୍ୟ ଖୋଜୁଛି ପୋଲିସ

ଭୁବନେଶ୍ୱର,୮।୭ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ରିିଙ୍କି ଓରଫ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ କମିଶନରେଟ ପୋଲିସର ତଦନ୍ତ ଜାରି ରହିଛି। ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ନା ଏହାପଛରେ…

ଲଞ୍ଚପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର…

ଶ୍ରୀନଗର,୮।୭: ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଭାରତରେ ପ୍ରବେଶ କରି ଆତଙ୍କବାଦ କାର୍ଯ୍ୟ କରିବା ଲାଗି ସେମାନ ଷଡ଼ଯନ୍ତୟ ରଚିଥିବା ଡିଜିପି ଦିଲ୍‌ବାଗ୍‌ ସିଂ ସୂଚନା…

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗୀର ଅଫିସ,୮ା୭: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌। ଗଣପତିଙ୍କ ବଲାଙ୍ଗୀର ପେଲେସ୍‌ଲାଇନ…

୨ ହୋମଗାର୍ଡ ବହିଷ୍କୃତ, ଜଣେ ଓଏପିଏଫ୍‌ ନିଲମ୍ବିତ

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ଜଣେ ନାବାଳକ ଚା’ ଦୋକାନୀଙ୍କୁ ପୋଲିସର ଗୋଇଠା ମାଡ଼ ଓ ଜିନିଷପତ୍ର ଲୁଟିନେବା ଘଟଣାରେ ଡିସିପି ଉମାଶଙ୍କର ଦାଶ ପିସିଆର୍‌ରେ ଥିବା ସମ୍ପୃକ୍ତ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନାବାଳକଙ୍କୁ ମାଡ଼ ମାରିଥିବା ହୋମଗାର୍ଡ…

୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର ମନୋଭାବ ରଖି ନିଷ୍ଠୁର ହୋଇ ବର୍ବରତାର ସୀମା ଟପିଛନ୍ତି। ବାପା ଓ ସାବତ ମା’…

ମଝି ଆକାଶରେ ସରିଗଲା ଇନ୍ଧନ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଉଡିଲା ହୋସ୍‌

କଲମ୍ବୋ,୮।୭: ଶ୍ରୀଲଙ୍କା କ୍ରିକେଟ ଦଳର ଅସୁବିଧା ଥମିବାର ନାମ ନେଉନାହିଁ। ପଡ଼ିଆ ଭିତରେ ଶ୍ରୀଲଙ୍କା ଦଳ ପରାଜୟର ସ୍ବାଦ ଚାଖୁଥିବାବେଳେ, ପଡ଼ିଆ ବାହାରେ ସେମାନଙ୍କ ସହ ଏମିତି କିଛି ଘଟିଛି, ଯାହା ପରେ ସମସ୍ତ ଖେଳାଳି ଏବଂ ପ୍ରଶଂସକ ନର୍ଭସ ହୋଇଯାଇଛନ୍ତି।…

ଭାଜପା ନେତ୍ରୀଙ୍କୁ ଅପମାନିତ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୮।୭(ବ୍ୟୁରୋ): ବିଜେଡି ଶାସନରେ ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତ୍ତମାନ ନୂତନ କୌଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ କରାଯାଉଛି। ରାଜନୈତିକ ଅଭିସନ୍ଧି ରଖି ଭାଜପାର ଅନେକ ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ଯ୍ୟ…

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri