Home

କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍‌କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…

ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍‌ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍‌ କାଏଦାର ମିଡ଼ିଆ ଶାଖା ଆଜ୍‌ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ…

ବାଲ୍ୟ ବିବାହ ବିଲ୍‌, ଗେହଲଟ୍‌ ସରକାରଙ୍କ ୟୁଟର୍ନ…

ଜୟପୁର,୧୨।୧୦: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସରକାର ବାଲ୍ୟ ବିବାହ ରେଜିଷ୍ଟ୍ରେଶନ ବିଲ୍‌ ନେଇ ୟୁଟର୍ନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ରାଜ୍ୟ ସରକାର ଏନେଇ ସଂକଳ୍ପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର…

ରାଜଧାନୀରୁ ପାକିସ୍ତାନ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି । ଭାରତୀୟ ନାଗରିକର ଏକ ଭୁଲ୍ ପରିଚୟ ପତ୍ରରେ ସେ ଦିଲ୍ଲୀରେ ରହୁଥିବା ପୋଲିସ କହିଛି । ତାଙ୍କ…

ଜନ୍ବଦିନରେ ବଡ଼ ନିଷ୍ପତ୍ତି ନେଲେ ଅମିତାଭ ବଚ୍ଚନ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ଏକ ବଡ ଘୋଷଣା କରିଛନ୍ତି। ସେ ଗୁଡ୍‌ଖା କମ୍ପାନୀ କମଲା ପସନ୍ଦ ସହ ଚୁକ୍ତି ବାତିଲ କରିଛନ୍ତି। ନିକଟରେ ଅମିତାଭଙ୍କୁ ଏହି ପାନ ମସଲା ବିଜ୍ଞାପନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା।…

କୋହଲିଙ୍କ ସ୍ବପ୍ନ ହେଲା ଚୁର୍‌ମାର୍‌: ଦେଲେ ଏଭଳି ପ୍ରତିଶ୍ରୁତି

ଶାରଜା,୧୨।୧୦: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ଆଇପିଏଲ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରେ ରହିବେ ନାହିଁ…

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ଏବେ ସରକାରଙ୍କୁ ଘାରିଛି। ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଶେଷ ମ୍ୟାଚ୍‌ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…

ମିଶନ ଉତ୍ତରପ୍ରଦେଶ,ମମତା-କେଜ୍ରିଓ୍ବାଲଙ୍କ ଫର୍ମୂଲା ଅନୁସରଣ କରୁଛନ୍ତି ପ୍ରିୟଙ୍କା-ମାୟା-ଅଖିଳେଶ…

ଲକ୍ଷ୍ନୌ,୧୨।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କୁ ହାତେଇବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ ଏବଂ ସମାଜ ବାଦୀ ପାର୍ଟିର ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ…

ମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୨।୧୦: ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବକୁ ନେଇ ବ୍ଲାକ୍‌ଆଉଟ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ କୋଇଲା ଓ ଶକ୍ତିମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ, କୋଇଲା…

ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ

ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼ ମଝିରେ…

ବୟସ୍କ ବ୍ୟକ୍ତି ଓ ଏକଲାପଣ

ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ ମାସ କିମ୍ବା ବର୍ଷ ଧରି ଏକୁଟିଆ ରହିବା ଦ୍ୱାରା ସେମାନେ ମାନସିକ ରୋଗର ଶିକାର…

ମେଦ ବୃଦ୍ଧି କରେ ମୃଦୁ ପାନୀୟ

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?