Home

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ ୪୦ଟି ପଶୁଙ୍କ ନାମ, ୪୮ ପକ୍ଷୀ, ୨୨ଯାନବାହନ, ୨୨ ଗାଡ଼ିର ଲୋଗୋ, ୩୫ ବିଶିଷ୍ଟ…

ଦୃଷ୍ଟି ଆଢୁଆଳରେ ଜଳପ୍ରପାତ

କେନ୍ଦୁଝର ଜିଲାରେ ରହିଛି ବହୁ ପ୍ରାକୃତିକ ଜଳପ୍ରପାତ। ତନ୍ମଧ୍ୟରୁ କେତେକ ପର୍ଯ୍ୟଟନର ମାନ୍ୟତା ପାଇଥିବା ବେଳେ ଏବେବି ଅନେକ ଅପେକ୍ଷାରେ ରହିଛି। ସେହିପରି ଦୃଷ୍ଟି ଆଢୁଆଳରେ ରହିଥିବା ଏକ ଜଳପ୍ରପାତ ବାଂଶପାଳ ବ୍ଲକ ଉପର ବାଲି ଗ୍ରାମ ନିକଟରେ ରହିଛି। ବଣପାହାଡ଼…

ସବୁଜିମା ସଙ୍କଟ, ରାଜରାସ୍ତା ପାଇଁ ୫୦୦୦ରୁ ଅଧିକ ଗଛ ହାଣ ମୁହଁରେ …

ନୂଆଦିଲ୍ଲୀ,୨୭।୯: ଜାତୀୟ ରାଜପଥ ନିର୍ମାଣ ନେଇ ଏବେ ଦିଲ୍ଲୀରେ ସବୁଜିମା ଉପରେ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ ଏବଂ ଉତ୍ତରପୂର୍ବ ଦିଲ୍ଲୀରେ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ରାଜପଥ ପାଇଁ ୧୪ ହେକ୍ଟରରୁ ଅଧିକ ବନଭୂମି ଅଧିଗ୍ରହଣ କରାଯିବ। ଏହି…

ପର୍ଯ୍ୟଟନ ମାନଚିତ୍ରଠୁ ଦୂରରେ ‘ଚୁଡ଼ଙ୍ଗଗଡ଼’

କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ରାଜ୍ୟ ଓଡ଼ିଶା। ଏହି ମାଟି ତା’ର କୋଳରେ ଅନେକ ବୀରଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପରାକ୍ରମ, ବୀରତ୍ୱ ଗାଥା ଏବେ ମୂକସାକ୍ଷୀ ପାଲଟିଛି। ମାତ୍ର ପ୍ରଶାସନ ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ…

ଆଇପିଏଲ୍‌ ମଝିରେ ଅବସର ନିଷ୍ପତ୍ତି ନେଲେ ଏହି କ୍ରିକେଟର୍‌

ୟୁଏଇ,୨୭।୯: ଆଇପିଏଲ ୨୦୨୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆଉ ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ ଖେଳିବେ ନାହିଁ। ସେ…

ଏଣିକି ପରିବାର ଲୋକଙ୍କୁ ଭେଟିପାରିବେ କଏଦୀ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଣିକି ଜେଲ୍‌ରେ କଏଦୀମାନେ ସିଧାସଳଖ ପରିବାର ଲୋକଙ୍କୁ ପ୍ରତ୍ୟେକ୍ଷ ସାକ୍ଷାତ କରିପାରିବେ। ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେବା ସହ ଗତ ୨୩ ତାରିଖରେ ସମସ୍ତ ଜେଲ୍‌ ଅଧୀକ୍ଷକଙ୍କୁ ଚିଠି କରିଛନ୍ତି। ଏହାସହ ଜେଲରେ ଥିବା ଇ-ମୁଲାକାତ…

ଯୁକ୍ତ୩ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର,୨୭।୯(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ପାଇଁ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ତେବେ ୨୭ ତାରିଖ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୩୦…

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଖଣି ଅଞ୍ଚଳବାସୀ: ଅଧିକାର ପାଇଁ ଦାବି କରିବାରୁ ନାଲିଆଖି

ଯାଜପୁର ଅଫିସ,୨୭।୯: ପ୍ରଶାସନିକ ଅବହେଳା ଏବଂ କେତେଜଣ ପ୍ରଭାବଶାଳୀଙ୍କ ଅମାନବୀୟ ବ୍ୟବହାର ଖଣି ପ୍ରଭାବିତ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏଭଳି ଅବସ୍ଥା ଏବେ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଅଞ୍ଚଳବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି।…

ଆଜି ରାଜ୍ୟରୁ ୪୪୪ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୯ ଶିଶୁ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୪୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୫୮ ଜଣ ଚିହ୍ନଟ…

ଗୁଗଲକୁ ୨୩ ବର୍ଷ…

ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍‌ ସ୍ପେଲିଙ୍ଗ ଏଲ୍‌ ଲେଟରରେ କ୍ୟାଣ୍ଡେଲ କରାଯାଇ ଏହାର ତଳେ ୨୩ ନମ୍ବର ଲେଖା ଯାଇଥିବା…

ଡିଜେଲ୨୮ ପଇସା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୯: ଦିନକର ବିରତି ପରେ ପୁଣି ଥରେ ଡିଜେଲ ଦରରେ ପରିବର୍ତ୍ତନ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୨୮ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri