ସହାୟତା ଅପେକ୍ଷାରେ ଅଙ୍କିତା
ଜଟଣୀ,୨।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଗଜପତି ନଗରରେ ରହୁଥିବା ଅମୂଲ୍ୟ ସାହୁଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ(୧୨)। ଖେଳକୁଦ ଓ ପାଠପଢ଼ା ବସୟରେ ଅଙ୍କିତା ଆପଲାଷ୍ଟିକ ଆନିମିଆ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଚିକିତ୍ସାରେ…
କାହିଁକି ରାଜ୍ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା ସେଟ୍ଟୀ: ନିଜେ କରିଥିଲେ ଖୁଲାସା
ଆଜିକାଲି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଚର୍ଚ୍ଚାରେ ଅଛନ୍ତି। ଏଥିସହିତ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହେବା ପରେ ଶିଳ୍ପାଙ୍କ ସହ ତାଙ୍କର ଥ୍ରୋବ୍ୟାକ ଭିଡିଓ ମଧ୍ୟ ବହୁତ ଭାଇରାଲ…
ଜଳ ପାଲଟିଛି ଜହର
ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋରିକ ନୂଆଗାଁରେ ଜଳ ପାଲଟିଛି ଜହର। ଏହି ଗ୍ରାମରେ ସ୍ବଜଳ…
କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ଦାବି
ଭୁବନେଶ୍ୱର,୨ା୮(ବ୍ୟୁରୋ): କେନ୍ଦ୍ରାପଡ଼ା ରସାବଳିକୁ ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ୍ ମାନ୍ୟତା ଦେବାକୁ ବିଜେଡି ପକ୍ଷରୁ ଦାବି ଉଠାଯାଇଛି। ବିଜେଡିର ୩ ରାଜ୍ୟ ସଭା ସଦସ୍ୟ ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟରେ ଦାବି ରଖିଛନ୍ତି। ରାଜ୍ୟ ସଭା ସଦସ୍ୟ ସୁବାସ…
ନୋ କିସିଂ ଜୋନ୍, ସତ୍ୟମ୍ ଶିବମ୍ ସୁନ୍ଦରମ୍ ସୋସାଇଟିରେ ଲାଗିଲା ବୋର୍ଡ…
ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍, ନୋ ରେସ୍ ଡ୍ରାଇଭିଂ ଜୋନ୍, ନୋ ଲିଟରିଂ ଜୋନ୍ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ ଜୋନ୍ ସମ୍ପର୍କରେ ଶୁଣିଲେ ଯେ କେହି ଘଡ଼ିଏ ନିଶ୍ଚିତ ଚିନ୍ତା କରିବେ। ଏଭଳି ଏକ…
କୋଣାର୍କ ହେବ ଶୂନ ନିର୍ଗମନ ସହର
ଭୁବନେଶ୍ୱର,୨।୮(ବ୍ୟୁରୋ): କୋଣାର୍କ ହେବ ଦେଶର ପ୍ରଥମ ‘ଶୂନ ନିର୍ଗମନ ସହର’। ଅର୍ଥାତ୍ ସହରର ଶକ୍ତି ଚାହିଦା କେବଳ ଅକ୍ଷୟ ଶକ୍ତି ଉତ୍ସ ଦ୍ୱାରା ପୂରଣ ହେବ। ୨୦୨୨ ସେପ୍ଟେମ୍ବର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର…
ଆଜି ପୃଥିବୀର ନିକଟତର ହେବ ଶନି
ଭୁବନେଶ୍ୱର,୨।୮(ବ୍ୟୁରୋ): ଏବେ ଶନି ଗ୍ରହ ପୃଥିବୀର ଅତି ନିକତର ହେଉଥିବାରୁ ବୃହସ୍ପତି ପରି ଉଜ୍ଜ୍ୱଳ ଦେଖାଯାଉଛି। ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ଉଭୟ ଆହୁରି ନିକଟତର ହେବେ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ…
ଡେଙ୍ଗୁକୁ ନେଇ ଜଗତ୍ସିଂହପୁରରେ ବଢୁଛି ଭୟ
ଜଗତ୍ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର ଜଣେ,…
ଅନଙ୍ଗଭୀମ ଦେବଙ୍କ ସମୟରୁ ରସାବଳି ଭୋଗ
କେନ୍ଦ୍ରାପଡ଼ା ଅଫିସ,୨।୮: କେନ୍ଦ୍ରାପଡ଼ା ରସାବଳିର ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ)ର ଟ୍ୟାଗ୍ ପାଇଁ ନୂଆଦିଲ୍ଲୀରେ ସ୍ବର ଉଠିଛି। ଗବେଷକଙ୍କ ଅନୁସନ୍ଧାନ ଅନୁଯାୟୀ ଅନଙ୍ଗଭୀମ ଦେବଙ୍କ ସମୟରୁ ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳି ଲାଗି…
ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍…
ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟରେ ସନ୍ଦେହଜନକ ଡ୍ରୋନ ଉଡ଼ି ବୁଲୁଥିବା ଘଟଣା ଘଟୁଛି। ରବିବାର ଦିନ ଜମ୍ମୁର ସାମ୍ବା…
କୋଟିପତି ପିଏସ୍ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା: ମାମଲାରେ ଛନ୍ଦି ହେଲେ ବିରଞ୍ଚିଙ୍କ ସ୍ତ୍ରୀ, ସଡ଼ୁ
ଭୁବନେଶ୍ୱର,୨।୮(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରି (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଥିଲା। ସେ ଏବେ ଝାରପଡ଼ା ଜେଲ୍ରେ ଥିବାବେଳେ ଏହି ମାମଲାରେ ତାଙ୍କ…
ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍ କରିଛି
ଏଲ୍ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି? ସାରା ଦେଶରେ ଆମର କାରବାର ବେଶ୍ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା ବଜାର ଅନ୍ୟତମ। ଏଠାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟବସାୟ ନେଟଓ୍ବର୍କ ଦୃଢ଼ କରିଛୁ।…
Archives


