ସୁସ୍ଥ କିଡ୍ନୀ ପାଇଁ…
ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଆମେ କେତେକ ରୋଗକୁ ପରୋକ୍ଷରେ ନିମନ୍ତ୍ରଣ କରିଥାଉ। ତେଣୁ କିଡ୍ନୀ କିପରି ସୁରକ୍ଷିତ ରହିବା ସହ…
ଖାସ୍ ରେକର୍ଡର ଅଧିକାରୀ ହେଲା ଚେନ୍ନାଇ
ୟୁଏଇ,୨୭।୯: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛି। ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ ନେବାରେ ଏହି ଦଳ ସର୍ବାଗ୍ରେ ରହିଛି। ଚେନ୍ନାଇ ଆବୁଧାବିରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ…
କୃଷି ଆଇନକୁ ବିରୋଧ
ବରଗଡ଼ ଅଫିସ,୨୭ା୯: ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼ ଗାନ୍ଧୀଛକ…
କେନ୍ଦୁଝରରେ ଭାରତ ବନ୍ଦ
କେନ୍ଦୁଝର,୨୭ା୯(ସ୍ବ.ପ୍ର.): ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ କେନ୍ଦୁଝର ଜିଲାରେ ଶାନ୍ତପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝରରେ ଏନ୍ଏଚ୍ ୪୯ ଗାନ୍ଧିଛକରେ ଏଆଇଟିୟୁସି, ସିଟୁ, ସିପିଆଇ, ସିପିଏମ, କଂଗ୍ରେସ, ନବ ନିର୍ମାଣ କୃଷକ ସଙ୍ଗଠନ, କୃଷକ ସଭା…
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍ ଆଇଡି…
ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଏଣିକି ଦେଶର ସମସ୍ତଙ୍କ ପାଖରେ ହେଲଥ୍…
ପାକିସ୍ତାନୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ ଏହି ଭାରତୀୟ କ୍ରିକେଟର୍: ଷ୍ଟାଡିୟମରେ ଯୁବତୀ କରୁଥିଲେ ପ୍ରପୋଜ୍
ଭାରତୀୟ ଦଳର ପୂର୍ବତନ ବୋଲର ଲକ୍ଷ୍ମୀପଥୀ ବାଲାଜୀ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ବାଲାଜୀ ଏପରି ଏକ ବୋଲର୍ ଥିଲେ, ଯିଏ ପାକିସ୍ତାନରେ ଚହଳ ସୃଷ୍ଟି କରିଥିଲେ। ଯଦିଓ ବାଲାଜୀଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍ ଅଧିକ ସମୟ ତିଷ୍ଠି ନଥିଲା,…
ଆଉ ୫ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୭ା୯(ବ୍ୟୁରୋ): ଆଜି ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୮୦କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ଏଲ୍ଏସିରେ ସୈନ୍ୟ ଶିବିର ନିର୍ମାଣ କରୁଛି ଚାଇନା…
ନୂଆଦିଲ୍ଲୀ/ଲଦାଖ,୨୭।୯: ପୂର୍ବ ଲଦାଖରେ ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମୁହାଁମୁହିଁ ହେବାର ସତର ମାସ ବିତିଛି। ତେବେ ମଧ୍ୟ ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍ଏସି)ରେ ଉତ୍ତେଜନା ବୃଦ୍ଧିି ଭଳି କାର୍ଯ୍ୟ ଜାରି ରଖିଛି।…
ଆଜି ସରିବ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର
ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଆଜି ଅର୍ଥାତ୍ ସୋମବାର ସରୁଛି ପ୍ରଚାର। ଭୋଟରଙ୍କ ମନ ଜିଣିବାକୁ ଆଜି ପ୍ରାର୍ଥୀମାନେ ଆପ୍ରାଣ ଉଦ୍ୟମ କରିବେ। ଏହି ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ଜୋରଦାର୍…
ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନ ସ୍ଥଳ
କେନ୍ଦ୍ରାପଡ଼ା ଅଫିସ, ୨୭ା୯: ସୋମବାର ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଦିବସ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସକ ଓ ରାଜନେତା ଯେତେ ବ୍ୟଗ୍ରତା ଦେଖାନ୍ତି, ସେଭଳି ସମ୍ବେଦନଶୀଳତା ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଦେଖାଯାଉନାହିଁ। ଖଣି, ଶିଳ୍ପ ବିହୀନ ଏହି…
ବାପା ଆଉଟ୍ ହେବା ପରେ ରାଗରେ ପୁଅ କଲେ ଏମିତି କାମ, ଭିଡିଓ ଭାଇରାଲ୍
ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ପ୍ଲେ ଅଫ ଦୌଡ଼ ପାଇଁ ପ୍ରତ୍ୟେକ ମ୍ୟାଚ ସହିତ ଆକର୍ଷଣୀୟ ହେଉଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ…
ହାଇକୋର୍ଟରେ କେସ୍ ଡାଏରି ଦାଖଲ କରିବାରେ ବିଫଳ: ତଦନ୍ତକାରୀ ଅଧିକାରୀଙ୍କୁ ୫୦ ହଜାର ଜରିମାନା
କଟକ,୨୭।୯(ବ୍ୟୁରୋ): ଏକ ଆପରାଧିକ ମାମଲାର କେସ୍ ଡାଏରି ଦାଖଲ କରିବାରେ ବିଫଳ ହୋଇଥିବା କଳାହାଣ୍ଡି ଜିଲା ଜୟପାଟଣା ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ଓଡ଼ିଶା ହାଇକୋର୍ଟ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ଖଣ୍ଡପୀଠ କଳାହାଣ୍ଡି ଜିଲା ଆଇନ…
Archives


