Home

ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କଲେ ଏମିତି ଫଟୋ, ବିରାଟ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କ ସବୁଠୁ ପ୍ରିୟ କପଲ। ଉଭୟ ପରସ୍ପରକୁ ସ୍ବତନ୍ତ୍ର ଅନୁଭବ କରିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଏବେ ଇନଷ୍ଟାଗ୍ରାମରେ ଅନୁଷ୍କା ତାଙ୍କର କିଛି ନୂତନ ଫଟୋ ଶେୟାର କରିଛନ୍ତି।…

ଇ-ରୁପି ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପି ଲଞ୍ଚ୍‌ କରିଛନ୍ତି। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିଛନ୍ତି। ୟୁପିଆଇ ପ୍ଲାଟଫର୍ମରେ ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ…

ଲକ୍‌ଡାଉନରେ ରାଖୀ ବିକ୍ରି କରୁଛନ୍ତି ‘ସାଥ୍‌ ନିଭାନା ସାଥିଆ’ ଫେମ୍‌ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ଏଥିରୁ ଫିଲ୍ମ ଇଣ୍ଡଷ୍ଟ୍ରି କି ଟିଭି ସିରିୟଲ୍‌ ଜଗତ ମଧ୍ୟ ବାଦ୍‌ ପଡ଼ିନାହିଁ। ଯେଉଁଥିରେ କଳାକାରମାନଙ୍କୁ ବହୁ ସମସ୍ୟା ଦେଇ…

ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…

ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ ମେଡିକାଲ କଣ୍ଡିଶନ ଏତେ ଖରାପ ଥିଲା କି, ସେ ସନ୍ତାନ ଜନ୍ମ କରିବା ପାଇଁ…

୬ଷ୍ଠ ଥର ବିବାହ କରିବାକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ…

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ନଗମା ଏକ ମାମଲା ଦାୟର କରିଛନ୍ତି। ବଶୀର ଷଷ୍ଠ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଆଗ୍ରାସ୍ଥିତ ମଣ୍ଟୋଲା ପୋଲିସ ଷ୍ଟେଶନରେ ଏନେଇ ଏକ…

କରୋନା ଆକ୍ରାନ୍ତଙ୍କ ଲୁହରୁ ହେବ ସଂକ୍ରମଣ

ନୂଆଦିଲ୍ଲୀ,୨।୮: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ଗବେଷଣା କରାଯାଉଛି। ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍‌ ସଂକ୍ରମଣ ପଜିଟିଭ୍‌ ଆକ୍ରାନ୍ତଙ୍କ ଲୁହରୁ ମଧ୍ୟ ବ୍ୟାପିପାରେ। ଏହି ଅଧ୍ୟୟନ ପଞ୍ଜାବ ଅମୃତସରର ଏକ…

ଆଦିବାସୀ ଜମିରେ ଶିକ୍ଷାନୁଷ୍ଠାନ ମସୁଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ

କେନ୍ଦୁଝର,୨ା୮(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ୧୯୭୬ ମସିହାରୁ ଭୋଗ ଦଖଲ କରି ଆସୁଥିବା ଜମିରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ମସୁଧା ହେଉଥିବାରୁ ଦଖଲ କରିଆସୁଥିବା ଆଦିବାସୀମାନେ ଓଡ଼ିଶା କୃଷକ ମହାସଭାର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ…

ଆସାମ-ମିଜୋରାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨।୮: ଆସାମ-ମିଜୋରାମ ସୀମାରେ ଜାରି ରହିଥିବା ହିଂସା ସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତର-ପୂର୍ବ ରାଜ୍ୟର ଭାଜପା ଏମ୍‌ପିମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଉତ୍ତର-ପୂର୍ବ ରାଜ୍ୟର ୧୬ଜଣ ଏମ୍‌ପିଙ୍କ ସମେତ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ…

ବଳାତ୍କାରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା ପୀଡିତା ତାଙ୍କୁ ବଳାତ୍କାର କରିଥିବା ପୂର୍ବତନ  ପାଦ୍ରୀଙ୍କୁ ବିବାହ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ।…

ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ କରିବା ଯୋଗୁ ବହୁ ଯୁବବର୍ଗ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ…

ଭାରତକୁ ମିଳିଗଲା ନୂଆ ‘ଓ୍ବାଲ୍‌’

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ । ତିନି ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଲିମ୍ପିକ୍ସରେ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ଆଜି…

ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର ଅଫିସ,୨ା୮: ପ୍ରାୟ ୩ ମାସର ବ୍ୟବଧାନ ପରେ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଙ୍ଗଳବାରଠାରୁ ଖୋଲିବ। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି,‘କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ଭକ୍ତମାନେ ମନ୍ଦିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri