Home

ମମତାଙ୍କୁ ସ୍ବାଗତ କଲେ ଅଖିଳେଶ

ଲକ୍ଷ୍ନୌ,୫।୧୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜାତୀୟ ରାଜନୀତିରେ ଟିଏମ୍‌ସିର ପତିଆରା ବୃଦ୍ଧିକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ଭାବ୍ୟ ବିକଳ୍ପକୁ ସ୍ବାଗତ କରିଛନ୍ତି। ମମତା ଜାତୀୟ ସ୍ତରରେ ବିରୋଧୀ ସାମ୍ମୁଖ୍ୟର ନେତୃତ୍ୱ ନେଲେ ସେଥିରେ ସାମିଲ ହେବେ…

ଏମିତି ବିବାହ ନିମନ୍ତ୍ରଣ କାର୍ଡ: ଯାହା ଆଗରୁ କେବେ ଦେଖି ନ ଥିବେ, ଏଥିରେ ରହିଛି…

ଏବେ ଚାଲିଛି ବିବାହ ଋତୁ। ଏଭଳି ପରିସ୍ଥିତିରେ ଘରକୁ ଅନେକ ବିବାହ କାର୍ଡ ଆସୁଥିବାର ଦେଖିଥିବେ। ଏହି କାର୍ଡଗୁଡ଼ିକ ମଧ୍ୟରୁ ଲୋକେ କିଛି କାର୍ଡକୁ ସାଇତି ରଖୁଥିବା ବେଳେ ଆଉ କିଛି କାର୍ଡକୁ ଅଳିଆଗଦାରେ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଅନେକ ଲୋକ…

ଓମିକ୍ରନ୍ ସଙ୍କଟ: ମହାରାଷ୍ଟ୍ର-କର୍ନାଟକ-ଗୁଜରାଟ ପରେ ଏବେ ଦିଲ୍ଲୀ ଉପରେ ନଜର

ନୂଆଦିଲ୍ଲୀ,୫ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ପ୍ରଥମେ କର୍ନାଟକରେ ୨ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ…

ମାଟିରୁ ସୃଜନର ଓଁକାର

ଜୀବନ୍ତ ପୃଥିବୀରେ ଜୀବନସତ୍ତାକୁ ସୁରକ୍ଷିତ ରଖିବାରେ ମାଟି ବା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାଟିରୁ ହିଁ ସୃଜନର ଓଁକାର ସମ୍ଭବ ହୋଇପାରିଥାଏ। ତେବେ ମୃତ୍ତିକା ସଂରକ୍ଷଣ ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବା ସାମ୍ପ୍ରତିକ ଶିଳ୍ପାୟନ ପୃଥିବୀରେ ଅପରିହାର୍ଯ୍ୟ ହୋଇ…

ରବିବାର ରାତିରେ ଓଡ଼ିଶାରୁ ହଟିଯିବ ବାତ୍ୟାର ପ୍ରଭାବ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଛି ସାମୁଦ୍ରିକ ଝଡ଼ ‘ଜୱାଦ୍‌’। ରାତିରେ ଗଭୀର ଅବପାତ ହେବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥି ସହିତ ପୁରୀରେ ପହଞ୍ଚିଲା ବେଳକୁ ପବନର ବେଗ କମିଯିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ…

ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍‌ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ନୟାଗଡ଼ର ସୁଯୋଗ୍ୟ ସନ୍ତାନ ସେ। ୧୯୨୯ ମସିହା ଜାନୁୟାରୀ ୩ରେ ନୟାଗଡ଼ ଜିଲା ଘଣାଶାଳିଆ…

କରୋନା ଟିକା ଓମିକ୍ରନ୍‌ରୁ ରକ୍ଷା କରି ପାରିବ କି? ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିସବେନ,୪ା୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’। ଯାହାକି ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭାରିଆଣ୍ଟକୁ ନେଇ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି। ଏହି ଭାଇରସ ବୈଜ୍ଞାନିକମାନଙ୍କୁ ତଥା ଜନସ୍ବାସ୍ଥ୍ୟ…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୟାଗଡ଼ ଅଫିସ,୪ା୧୨: ନୟାଗଡ଼ ଜିଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ନୟାଗଡ ବ୍ଲକର ବିରୁଡା, ନୟାଗଡ଼, ଓଡ଼ଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଆୟ…

ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କାଟ୍ରିନାଙ୍କୁ ବିବାହ ପୂର୍ବରୁ ଅର୍ଥାତ୍‌ ଶନିବାର ସକାଳେ ଜିମ୍‌…

ଗୁଜରାଟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଗାନ୍ଧିନଗର,୪ ।୧୨: ଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ୨ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ବିମାନ ବନ୍ଦରରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା…

ଲଶ୍କର ଆତଙ୍କବାଦୀ ଗିରଫ…

ଶ୍ରୀନଗର,୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ମିଳିତ ସୁରକ୍ଷାକର୍ମୀମାନେ ଲଶ୍କର ଆତଙ୍କବାଦୀ ହମିଦ୍‌ ନାଥଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ୍‌ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଲଶ୍କର-ଇ-ତୋଏବା କମାଣ୍ଡର ମହମ୍ମଦ ୟୁସୁଫ୍‌ କାନ୍ତ୍ର୍ରୋଙ୍କ…

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ ଗ୍ରହ ବୁଲିବା ସମୟରେ, ଏହି ମହାକାଶଯାନ ଏପରି କିଛି ଅନନ୍ୟ ଦୃଶ୍ୟ କଏଦ କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?