Home

ୟୁଜିସି ଏନ୍‌ଇଟି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିଶନ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ୟୁଜିସି ଏନ୍‌ଇଟି) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ଆସନ୍ତା ୨୦ ତାରିଖରୁ ଏହା ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଏନ୍‌ଟିଏ ଦ୍ୱାରା ପରିଚାଳିତ…

ବ୍ଲାକ୍‌ ଆଉଟ୍‌ ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍‌ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ଗଚ୍ଛିତ ରଖିଥାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଇଲା ଖଣିଗୁଡ଼ିକରେ ପାଣି…

ଆଜି ଧରାବତରଣ କରିବେ ମା’

ଭୁବନେଶ୍ୱର, ୧୧ା୧୦ (ବ୍ୟୁରୋ): ଭକ୍ତଙ୍କ ପାଇଁ ଧରାବତରଣ କରିବେ ଦେବୀ ଦଶଭୁଜା। ଏଥିପାଇଁ ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିିରେ କାରିଗର ଶେଷ ସ୍ପର୍ଶ ଦେଇଥିବାବେଳେ ମହିଷମର୍ଦ୍ଦିନୀଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଏବେ ଷୋଡ଼ଶ ଦିନାତ୍ମକ ପୂଜା ବିଧି ସହ ନବରାତ୍ରିର…

ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା

ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୩୮ ପଇସା ଏବଂ…

ଝିଅଙ୍କ ଅଧିକାର, ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ…

ବିଷ ଓଗାଳିଲା ଚାଇନା

ନୂଆଦିଲ୍ଲୀ,୧୧ ।୧୦: ପୂର୍ବ ଲଦ୍ଦାଖ ସୀମା ଏଲ୍‌ଏସିରେ ଲାଗିରହିଥିବା ବିବାଦକୁ ନେଇ ରବିବାର ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଥିଲା ୧୩ତମ ବୈଠକ, ଯାହା ୮ ଘଣ୍ଟା ଧରି ଚାଲିଥିଲା । ବୈଠକର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ…

ଶୁଆକୁ ଡରିଗଲା ବିଲେଇ, ଶେଷରେ କଲା ଏମିତି…

କେବେ କୌଣସି ପକ୍ଷୀ ବିଲେଇକୁ ଡରାଉଥିବାର ଦେଖିଛନ୍ତି କି? ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସିହସି ଗଡ଼ିବେ। ଭିଡିଓରେ ଏକ ବିଲେଇ ଶୁଆକୁ ବହୁତ ଡରି ଯାଉଛି। ଯାହା ଆପଣ କେବେ ଦେଖି…

ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍‌ବିଏ)ର ସହଯୋଗୀ ଦଳ ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ…

ସୁହାନାଙ୍କ ସହ ମିଶୁଛି ଏହି ଯୁବତୀଙ୍କ ଚେହେରା, ୟୁଜର୍ସ କହିଲେ…

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖଙ୍କ ପୁଅ ଆର୍ୟନ ଗିରଫ ହେବା ପରେ ସୁହାନା ଖାନ୍‌ଙ୍କ ଭାବବିହ୍ପଳ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନଙ୍କୁ ଗିରଫ କରାଯାଇଥିଲା। ଆର୍ୟନଙ୍କ ବ୍ୟତୀତ ଆଉ ୭ ଜଣଙ୍କୁ…

ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି ଅତିକ୍ରମ କରିଥିବା ଜଣାପଡିଛି । କୋ-ୱିନ ପୋର୍ଟଲର ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ୭ଟା…

ଶୁଟିଂ ସେଟ୍‌ରେ ରେଖାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ ଏହି ଅଭିନେତା, କାନ୍ଦିଥିଲେ ମଧ୍ୟ ଛାଡି ନ ଥିଲେ

ପ୍ରସିଦ୍ଧ ଅଭିନେତ୍ରୀ ରେଖା ମାତ୍ର ୪ ବର୍ଷ ବୟସରେ ଶିଶୁ ଅଭିନେତା ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ବଲିଉଡରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନ୍‌ଜାନା ସଫର’। ଏହି ଚଳଚ୍ଚିତ୍ର କରିବା ସମୟରେ ରେଖାଙ୍କୁ ମାତ୍ର ୧୫ ବର୍ଷ…

ଏତିକି ଟଙ୍କାରେ ବିକ୍ରି ହେଲା ଭାରତ ପ୍ରଥମ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୧।୧୧: ବିଶ୍ୱର ପ୍ରଥମ ଅଗମେଣ୍ଟେଡ ରିଅଲିଟି କ୍ରିକେଟ ଏନଏଫ୍‌ଟି ପ୍ଲାଟଫର୍ମ – କ୍ରିକ ଫ୍ଲିକ୍ସ ଜୋରରଦାର ଢଙ୍ଗରେ ଆରମ୍ଭ ହୋଇଛି। ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ସମୁଦାୟ ୧,୮୫,୦୦ ଡଲାର (୧.୩୮ କୋଟି ଟଙ୍କା) ରୋଜଗାର କରାଯାଇଥିଲା। ଭାରତର ପ୍ରଥମ ବିଶ୍ୱକପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri