ହାତୀ ସୁରକ୍ଷାକୁ ଏନ୍ଜିଟି ବଳ
ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିଲା, ଯାହାକି ୨୦୧୦ ପରେ ୭୬ ହୋଇଯାଇଛି। ବିଶେଷକରି ୨୦୧୦…
ସେପ୍ଟେମ୍ବରରେ ପିଲାଙ୍କୁ ଟିକା
ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ…
ପିଲାଙ୍କୁ ସଂକ୍ରମଣ ବଢ଼ିଲା
ଭୁବନେଶ୍ୱର, ୧୯।୮(ବ୍ୟୁରୋ) : ରାଜ୍ୟରେ ୨ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ରହିଛି। ହେଲେ ସଂକ୍ରମିତ ପିଲା ବା ଶିଶୁଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ଘାରିଛି। ଏବେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ପୁଣି ୧୦୦ ପାର୍ କରିଛି। ରାଜ୍ୟରେ ଗତ…
ଏହି ପାକିସ୍ତାନୀ ମହିଳା ୨୬ ବର୍ଷ ଧରି ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାଖୀ, ଏଥର ବି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୨୬ ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ରାଖୀ ବାନ୍ଧି ଆସୁଛନ୍ତି। ତାଙ୍କ ନାମ କମର ଜହାଁ। ସେ ମୋଦିଙ୍କ ପାଇଁ ବହୁତ ସୁନ୍ଦର ରାଖୀ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ରାଖୀ ସହିତ…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ ଭବିଷ୍ୟବାଣୀ
ଲଣ୍ଡନ,୧୮।୮: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ବହୁତ କମ ସମୟ ବାକି ଅଛି। ଅକ୍ଟୋବର ୧୭ରୁ ୟୁଏଇ ମାଟିରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ଅନେକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।…
ଗନିଙ୍କୁ ସ୍ବାଗତ କଲା ୟୁଏଇ
କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗନି କେଉଁଠାରେ ଆତ୍ମଗୋପନ କରିଛନ୍ତି, ତାହା ଜଣା ପଡ଼ି ନ ଥିଲା।…
କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର
ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି)ର ୯୯ ଯବାନଙ୍କ ସହ ଫେରିଛନ୍ତି। ଏହି ତିନିଟି କୁକୁରଙ୍କୁ ଭାରତୀୟ ଦୂତାବାସର…
ପାକିସ୍ତାନକୁ ନେଇ ଚର୍ଚ୍ଚା ବଢ଼ିବା ପରେ କଡ଼ା ଜବାବ ଦେଲେ ଗମ୍ଭୀର: କହିଲେ ‘ଆଇପିଏଲ୍ ଯୋଗୁ…’
ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମ୍ ବ୍ୟସ୍ତ ଥିଲେ ହେଁ ଏବେଠାରୁ ବିଶ୍ୱକପ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଲାଣି। ଏହା ପଛର କାରଣଟି ହେଲା ପାକିସ୍ତାନ ବିପକ୍ଷରେ ଥିବା ପ୍ରଥମ ମ୍ୟାଚ୍। ୟୁଏଇରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାରୁ…
ଷ୍ଟେଜ୍ ଉପରେ ବରବଧୂଙ୍କ ସହ ଏଭଳି ବ୍ୟବହାର କଲେ ଅତିଥି; ଚକିତ ହେଲେ…
ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ ହସଖୁସିର ପରିବେଶ ରହିବାଟା ସ୍ବାଭାବିକ କଥା। ଅନେକ ସମୟରେ ବରବଧୂ ନିଜ ବିବାହକୁ ସ୍ବତନ୍ତ୍ର…
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ
କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ତାଙ୍କ ନାମ ପରମେଶ୍ବର ସେଠୀ ଏବଂ ଘର ପାଟଣା ବ୍ଲକ ଅଞ୍ଚଳରେ…
ଦେଖିବାକୁ ହିରୋଇନଙ୍କଠାରୁ କମ୍ ନୁହନ୍ତି ଏହି ଲୋକପ୍ରିୟ କମେଡିଆନ୍ଙ୍କ ସ୍ତ୍ରୀ; ହେଲେ ଭୁରିଙ୍କ ପ୍ରେମରେ…
ବମ୍ବେ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଶୋ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଅପରପକ୍ଷେ ଭାରତୀ ସିଂହ, କିକୁ ଶାରଦା, ଅଭିଷେକ କୃଷ୍ଣା, ଚନ୍ଦନ…
ସ୍ବାମୀଙ୍କ ଗିରଫ ପରେ ପ୍ରଥମଥର ‘ସୁପର ଡ୍ୟାନ୍ସର’ ଶେଟ୍ରେ ନଜର ଆସିଲେ ଶିଳ୍ପା
ମୁମ୍ବାଇ: ସୋସିଆଲ ମିଡିଆରେ ବର୍ତ୍ତମାନ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଶିଳ୍ପା ଗାଡ଼ିରୁ ଓହ୍ଲାଇ ଚୁପ୍ଚାପ ଶେଟ୍କୁ ଚାଲିଯାଉଛନ୍ତି। ଯିବା ସମୟରେ ନଜର ଆସିଥିବା ଫଟୋଗ୍ରାଫରଙ୍କୁ ହାଏ ବି…
Archives


