Home

ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ଆଲିଆଙ୍କର…

ଟସ୍‌ ଜିତିଲା ଭାରତ

କାନପୁର,୨୫।୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ଅଧିନାୟକ ଅଜିଙ୍କେ ରାହାନେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଛନ୍ତି। ଉଭୟ ଦଳରେ…

୫୩୯ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ…

ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୧୧୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୯୬ ଜଣଙ୍କ ମୃତ୍ୟୁ…

ଜୟଲଲିଥାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ବେଦ ନିଳୟମ୍‌

ଚେନ୍ନାଇ, ୨୫।୧୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ବାସଭବନ ବେଦ ନିଳୟମ୍‌ରେ ତାଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ ଲାଗି ପୂର୍ବରୁ ତାମିଲନାଡୁର ଏଆଇଏଡିଏମ୍‌କେ ସରକାର କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଉକ୍ତ ସମ୍ପତ୍ତିକୁ ୩…

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର ରାସ୍ତାଗୁଡ଼ିକ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଗାଲ ଭଳି ମସୃଣ ହେବା ଉଚିତ ବୋଲି ରାଜେନ୍ଦ୍ର…

କେନ୍ଦ୍ର ତାଲିକାରେ ୨୬ ବିଲ୍‌

ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ ମୋଟ ୨୬ଟି ବିଲ୍‌ ମୋଦି ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି। ଉକ୍ତ ୨୬ ବିଲ୍‌କୁ ବୁଧବାର…

ଅର୍ଦ୍ଧାଧିକ ଶିଶୁ ଆନେମିଆର ଶିକାର

ନୂଆଦିଲ୍ଲୀ, ୨୫ା୧୧: ଦେଶରେ ଅଧିକାଂଶ ପିଲା ଏବଂ ମହିଳାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ଚିନ୍ତାଜନକ ରହିଛି। ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ସର୍ବଭାରତୀୟ ସ୍ତରରେ ଅର୍ଦ୍ଧାଧିକ ଶିଶୁ ଏବଂ ମହିଳା ଆନେମିଆର ଶିକାର ହେଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ…

ଗାଜର ଖାଇଲେ ଏସବୁ ରୋଗରୁ ମିଳେ ମୁକ୍ତି

ଗାଜର ଆମ ଶରୀର ପାଇଁ ବହୁ ଉପକାରୀ। ଏଥିରେ ପୋଷକ ତତ୍ତ୍ବ ଥିବାରୁ ଏହା ଶରୀର ପାଇଁ ନିହାତି ଆବଶ୍ୟକ। ଗାଜର ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଗାଜର ଖାଇଲେ ଅନେକ ରୋଗ…

ମହିଳାଙ୍କ ବିକାଶରେ ପୃଥିବୀର ବିକାଶ

ପାରିବାରିକ ଜୀବନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ସମାଜ ତଥା ଦେଶ ଏବଂ ସର୍ବୋପରି ପୃଥିବୀର ସାମଗ୍ରିକ ବିକାଶରେ ମହିଳାଙ୍କର ଭୂମିକା ଅପରିହାର୍ଯ୍ୟ ହୋଇଥାଏ। ମହିଳାଙ୍କ ବିକାଶ ମାଧ୍ୟମରେ ଯେକୌଣସି ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ମାତ୍ର ମହିଳାଙ୍କ ଉପରେ…

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ ଟେଷ୍ଟ ସିରିଜ ଉପରେ ନଜର ରଖିଛି।…

ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୨୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅର୍ଥାତ୍ ୨୫ ନମେଭ୍ୱର ଦିନ ୧ଟା ବେଳେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ । ଏହାସହ ଏବେ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ ବିମାନ…

ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିଏମ୍‌ସିରେ ସାମିଲ

ଆଇଜଲ,୨୫ ।୧୧: ଦେଶରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଏବେ ମେଘାଳୟ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଥିବା ଜଣାପଡିଛି । ଏକଥା ଟିଏମସି ନିଜେ ଦାବି କରିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri