Home

ଅଟଳ ବିହାରୀଙ୍କ ନାମରେ ନାମିତ ହେବ ଯମୁନା ଏକ୍ସପ୍ରେସ ୱେ…

ନୋଏଡା,୨୩।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରେଟର ନୋଏଡାକୁ ଜୁଆର ବିମାନବନ୍ଦରର ଭୁମି ପୂଜନ କରିବା ପାଇଁ ଆସୁଛନ୍ତି। ଏହି…

ଛାଡପତ୍ରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରିୟଙ୍କା ଦେଲେ ଏମିତି କମେଣ୍ଟ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ…

ଦୈନିକ ସଂକ୍ରମଣ ୮ ହଜାରରୁ କମ୍‌…

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୮ ହଜାର ତଳେ ରହିଛି। ଗୋଟିଏ ଦିନ ପୂର୍ବରୁ ଏହା ୯ ହଜାର ତଳେ ଥିଲା। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ୫୭୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

ଗିରଫ ହେବେନି ପରମବୀର

ନୂଆଦିଲ୍ଲୀ, ୨୩।୧୧: ସୁପ୍ରିମକୋର୍ଟ ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବାରମ୍ବାର ଓ୍ବାରେଣ୍ଟ ଜାରି ସତ୍ତ୍ୱେ ସେ ତଦନ୍ତ ପାଇଁ ହାଜର ନ ହେବାରୁ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କୁ…

ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍‌ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣାରେ ବସିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ…

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର ଲକ୍ଷ୍ନୌରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଆଇନ ପ୍ରତ୍ୟାହାର ନ ହେବା…

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର ପାଇଁ ପାଣି ଭିତରୁ ବାହାରିଥିଲା। ଟେକ୍ଟୋନିକ୍‌ ପ୍ଲେଟ୍‌ ଗତିବିଧି ଯୋଗୁ ଜଳମଗ୍ନ ପୃଥିବୀରୁ ମହାଦ୍ୱୀପଗୁଡ଼ିକ…

କ୍ରନିକ୍‌ ରୋଗ ଓ ଛଣାତେଲ

ଆଜିକାଲି ଛଣାଛଣି ଏବଂ ଚଟପଟିଜାତୀୟ ଖାଦ୍ୟର ଚାହିଦା ଅଧିକ। ଅନେକେ ଏପରି ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ତେଲକୁ ଏକାଧିକ ଥର ବ୍ୟବହାର କରିଥାଆନ୍ତି। ଅନେକେ ବଳକା ତେଲକୁ ପୁଣି ଥରେ ଛଣାଛଣି ପାଇଁ ବ୍ୟବହାର କରନ୍ତି। ତେବେ ଏପରି ଖାଦ୍ୟ…

ସ୍ମରଣ ଶକ୍ତି ବୃଦ୍ଧିର ନୂଆ ଉପାୟ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ ଆମର ସ୍ମରଣ ଶକ୍ତି ମଧ୍ୟ ସକ୍ରିୟ ରହିବା ନିହାତି ଦରକାର। ତେବେ ଏଥିପାଇଁ ଏକ…

ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ

ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ମହିଳା ଏଥିପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ…

ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା…

ଭାରତର ୫ ଧନୀ କ୍ରିକେଟର୍‌ଙ୍କ ବିଷୟରେ ଜାଣନ୍ତୁ

ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, କ୍ରିକେଟ କେବଳ ଭାରତରେ ଖେଳ ନୁହେଁ, ଧର୍ମ ଏବଂ ଖେଳାଳିଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। ଏଭଳି ପରିସ୍ଥିତିରେ ଭାରତର ଷ୍ଟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri