ଦ୍ୱିତୀୟ ଡୋଜ୍ ନେଉନାହାନ୍ତି
ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁୁ ସେତେଟା ଆଗ୍ରହ ପ୍ରକାଶ ପାଉନାହିିଁ। ଟିକା…
ଆଇପିଏଲ୍ରେ ଏହି ‘ମିଷ୍ଟ୍ରି ଗର୍ଲ’ କିଏ
ଦୁବାଇ,୨୪।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ଜାରି ରହିଛି। ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ…
ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ
ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ କମଲା ପ୍ରଥମେ ଜଣେ…
ଦେଶରେ ହାଇ ଆଲର୍ଟ ଜାରି
ନୂଆଦିଲ୍ଲୀ, ୨୩।୯: ଆଗକୁ ପାର୍ବଣ ଋତୁ ଥିବାରୁ ଜନଗହଳି ସ୍ଥାନରେ ଟିଫିନ୍ ବକ୍ସରେ ଆଇଇଡି ରଖି ବିସ୍ଫୋରଣ କରାଇବାକୁ ଆଇଏସ୍ଆଇ ଯୋଜନା କରିଛି। ଏଥି ଲାଗି ଅଧିକ ସଂଖ୍ୟାରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିପାରନ୍ତି। ଦେଶର ଗୋଇନ୍ଦା ବିଭାଗ ପକ୍ଷରୁ ଏଭଳି…
ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍
ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା ମହିଁଷାଳି ପୋଲ ନିକଟ ସମୁଦ୍ର ଭିତରେ ଫସିଯାଇଥିବା ସୂଚନା ମିଳିଛି। ଗତ ଏପ୍ରିଲରେ ବାଲେଶ୍ୱର…
ମୁମ୍ବାଇର ନିଦ ହଜାଇ ଦେଲା ନାଇଟ୍ ରାଇଡର୍ସ
ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନିଦ ହଜାଇ ଦେଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଆବୁଧାବି ଗ୍ରାଉଣ୍ଡରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୫୬ ରନ୍ର ବିଜୟ ଲକ୍ଷ୍ୟକୁ ଅତିସହଜରେ ୧୫.୧ ଓଭରରେ ୩ ଉଇକେଟରେ ହରାଇ ହାସଲ କରି…
ପୂଜା ମଣ୍ଡପରେ ମିଳିବନି ମା’ଙ୍କ ଦର୍ଶନ
ଭୁବନେଶ୍ୱର, ୨୩।୯ (ବ୍ୟୁରୋ): ପାଖେଇ ଆସିଲାଣି ମା’ ଦୂର୍ଗାଙ୍କ ଦଶହରା ପୂଜା। କଟକଣା ଭିତରେ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁରୁବାର ପୂଜା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ…
ଭୁବନେଶ୍ୱରରେ ହେବ ଜୁନିୟର ହକି ବିଶ୍ୱକପ୍
ଭୁବନେଶ୍ୱର,୨୩।୯: ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ଅନୁଷ୍ଠିତ…
ଦେଢ଼ବର୍ଷ ପରେ କେରଳରେ ଖୋଲିବ ସିନେମା ହଲ୍
ଥିରୁଭାନନ୍ତପୁରମ୍,୨୩ା୯: କରୋନା ମହାମାରୀ ଯୋଗୁ କେରଳରେ ଦେଢ଼ ବର୍ଷରୁ ଅଧିକ ସମୟ ହେବ ସିନେମା ହଲ୍ ବନ୍ଦ ରହିଥିଲା। ସ୍କୁଲ ପରେ ଏବେ କେରଳ ସରକାର ଦକ୍ଷିଣ ରାଜ୍ୟରେ ସିନେମା ହଲ୍ ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହଲ୍ ବନ୍ଦ ଥିବାରୁ…
ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା
ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। ୨ୟ ପର୍ଯ୍ୟାୟ ମେରିଟ ଲିଷ୍ଟ୍ରେ ୪୦,୬୧୧ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ହାୟର ଅପ୍ସନ ଆବେଦନ ୩୬,୬୮୩ ଥିବାବେଳେ ସ୍ଲାଇଡ୍ ଅପ୍ରେ ୧୫,୨୩୨…
ଭାଙ୍ଗ୍ଡା ନାଚିଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୩।୯: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କୁ ଗୁରୁବାର କପୁରଥାଲାର ଇନ୍ଦ୍ର କୁମାର ଗୁଜରାଲ ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଥିଲା। ସେ ଏକ କାର୍ଯ୍ୟକ୍ରମ ପାଇଁ ସେଠାରେ ପହଞ୍ଚିଥିଲେ। ଏଠାରେ ସେ ଜବରଦସ୍ତ ଭାଙ୍ଗ୍ଡା ନୃତ୍ୟ କରିଥିଲେ। ସୁରକ୍ଷାକୁ ଭାଙ୍ଗି…
‘ଅକ୍ସ’ରେ ଭାରତକୁ ମିଳିବନି ସ୍ଥାନ
ଓ୍ବାଶିଂଟନ୍,୨୩।୯: ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଯାହାର ନାମ ରହିଛି ‘ଅକ୍ସ’। ଭାରତ-ପ୍ରଶାନ୍ତ ମହାସଂଘର ସୁରକ୍ଷା ପାଇଁ ଏହି ଚୁକ୍ତି କରାଯାଇଛି। ଏଥିରେ ଭାରତ କିମ୍ବା ଜାପାନ ଅନ୍ତର୍ଭୁକ୍ତ ହେବାର ସମ୍ଭାବନାକୁ ଏଡ଼ାଇ…
Archives


