Home

ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ବିବାହର ଗୋଟିଏ ମାସ ପୂରଣ ପରେ ବିକି ସ୍ତ୍ରୀଙ୍କୁ ଏକ ବିଶେଷ ପ୍ରତିଶ୍ରୁତି ଦେଇଛନ୍ତି।…

‘ମୋ ରୋଜଗାରଠାରୁ ତୁମ କାର୍‌ ଦାମ୍‌ ଅଧିକ’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ସମସ୍ତେ ଜାଣିଛନ୍ତି। ବଲିଉଡ୍‌ର ବଡ଼ ବଡ଼ କଳାକାରମାନେ ମଧ୍ୟ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଞ୍ଚିଥାନ୍ତି। ସୋସିଆଲ ମିଡିଆରେ କପିଲଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ସମସ୍ତଙ୍କୁ ସବୁବେଳେ ହସାଉଥିବା କପିଲ ନିକଟରେ…

ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୬୪ ପ୍ରତିଶତ ବୃଦ୍ଧି…

ଚଣ୍ଡିଗଡ଼, ୯।୧ : ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ୍‌ ସପୋର୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ପ୍ରତିଶତ ବଢ଼ିଛି। ପ୍ରକାଶିତ ରାଜ୍ୟ ମେଡିକାଲ ବୁଲେଟିନ ଅନୁଯାୟୀ, ଶୁକ୍ରବାର କେବଳ…

ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ…

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ ନାଁରେ ଜିଳା ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୟ କୃଷ୍ଣ ପ୍ରସାଦ ତାଙ୍କ ନାଁରେ ମାମଲା…

ସଂକ୍ରମଣକୁ ତାଳ ଦେଇ ବଢ଼ିଚାଲିଛି କୋଭିଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌; ଆଜି ଆଉ ୭ ଅଞ୍ଚଳ…

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍‌ । ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍‌ ଚିହ୍ନଟ ପରେ ବିଏମ୍‌ସି…

ରାଜଧାନୀରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ୍‌, ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍‌ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ…

ସବୁଠି କାହିଁକି ଦିଆଯାଉଛି ଫିଙ୍ଗରପ୍ରିଣ୍ଟ , ଜାଣନ୍ତୁ କାରଣ…

ଦୁନିଆରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମସ୍ତଙ୍କର ଚେହେରା ଏବଂ ଅଭ୍ୟାସ ମଧ୍ୟ ଅଲଗା। ଏହା ସହିତ ପ୍ରତ୍ୟେକ ବ୍ୟକ୍ତିର ଆଙ୍ଗୁଠି ଛାପ ମଧ୍ୟ ଭିନ୍ନ ଅଟେ। ଯାହାକୁ ଫିଙ୍ଗର ପ୍ରିଣ୍ଟ…

ମ୍ୟାଚ୍‌ ନ ଖେଳି ମଧ୍ୟ ବିଶ୍ୱ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଇଂଲଣ୍ଡ କ୍ରିକେଟର୍‌ ଓଲି ପୋପ ଭାରତୀୟ ଉଇକେଟ କିପର ସାହାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ସେ ଚାରିଟି କ୍ୟାଚ ନେଇଥିଲେ। ଗତ ବର୍ଷ ଜାନୁଆରୀରେ ଏକ ଇନିଂସରେ ଜଣେ…

କରୋନା ହେବା ପରେ ଅଭିନେତ୍ରୀଙ୍କୁ ଚିହ୍ନି ହେଉ ନ ଥିଲା

ବମ୍ବେ: ଥରକୁ ଥର ନୂଆ ରୂପରେ ଆସି କଲବଲ କରୁଛି ମହାମାରୀ କରୋନା। ସାଧାରଣଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟିମାନେ ଏଥିରୁ ବର୍ତ୍ତି ପାରୁନାହାନ୍ତି। କିଛି କରୋନାରେ ପ୍ରାଣ ହରାଇଥିବା ବେଳେ କିଛି ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି…

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା ବେଳେ ୨୭ ରାଜ୍ୟ ଓ କେନ୍ଦ୍ର ଶ।।ସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା…

‘ବୀର ବାଲ୍‌ ଦିବସ’ ପାଳନ ପାଇଁ ଘୋଷଣା…

ନୂଆଦିଲ୍ଲୀ, ୯।୧: ଏଣିକି ଡିସେମ୍ବର ୨୬ରେ ପାଳନ ‘ବୀର ବାଲ୍‌ ଦିବସ’ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ଗୋବିନ୍ଦ ସିଂଙ୍କର ପ୍ରକାଶ ପର୍ବ ପାଳନ ଅବସରରେ ଏଭଳି ଘୋଷଣା କରି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?