ଭୟଭୀତ ହେବାର ଆବଶ୍ୟକତା ନାହିଁ
ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ ଭାରତରେ ଚିହ୍ନଟ ହୋଇଛି କରୋନା ଭାଇରସର ନୂଆ ଷ୍ଟ୍ରେନ। କିନ୍ତୁ ଭୟଭୀତ ହେବାର ଆବଶ୍ୟକତା…
୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ
ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନାନୁଯାୟୀ, ଡେଲ୍ଟା ଭାରିଆଣ୍ଟଠାରୁ…
ଅବସର ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍ ନିର୍ଦ୍ଧାରଣ କରାଯିବା ଜରୁରୀ…
ନୂଆଦିଲ୍ଲୀ,୨।୧୨: ଚାକିରିରୁ ଅବସର ନେବା ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ବିଚାରପତି ଏମ୍.ଆର୍. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।…
ବିବାହ ପାଇଁ ପ୍ରପୋଜ୍ କରିବା ପୋକ୍ସୋ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ, ହାଇକୋର୍ଟଙ୍କ ରାୟ…
କୋଲକାତା,୨।୧୨: ଜଣେ ନାବାଳିକାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍ କରିବା ପୋକ୍ସୋ ଆକ୍ଟ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ। କୋଲକାତା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ବିବେକ ଚୌଧୁରୀଙ୍କ…
ନିଲମ୍ବିତ ଏମ୍ପିଙ୍କୁ ଭେଟିଲେ ରାହୁଲ
ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ଭେଟିଛନ୍ତି। ନିଲମ୍ବିତ ଏମ୍ପିଙ୍କ ବିରୋଧ ସମୟରେ ରାହୁଲ ସେମାନଙ୍କୁ ଭେଟିଥିଲେ। ରାଜ୍ୟ ସଭାରେ ଉତ୍ତେଜନା ଏବଂ ଅର୍ନିଦ୍ଦିଷ୍ଟ…
ବଢୁଛି ଓମିକ୍ରନ୍ ଆତଙ୍କ: ହାଇ-ରିସ୍କରେ ୧୧ ଦେଶ
ନୂଆଦିଲ୍ଲୀ,୨।୧୧: କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ୧୧ଟି ଦେଶ ହାଇ-ରିସ୍କରେ ଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ସେ ଗୃହକୁ ସୂଚନା ଦେଇ…
ଭାରତ ଛୁଇଁଲା ଓମିକ୍ରନ୍: କର୍ନାଟକରେ ୨ ଚିହ୍ନଟ
ନୂଆଦିଲ୍ଲୀ,୨।୧୨: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଏବେ ଭାରତକୁ ଆସିଛି। କର୍ନାଟକରେ ୨ ଜଣ ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ ଏକ ପ୍ରେସ୍…
ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…
କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା ଜଣାପଡ଼ିବା ପରେ ଜଣେ ଯୁବକ ଛେଳିଠାରୁ ଫାଇଲ ଆଣିବା ପାଇଁ ପଛେ ପଛେ ଦୌଡ଼ିଥିଲେ।…
ଗର୍ଲଫ୍ରେଣ୍ଡଙ୍କୁ କନ୍ୟା ବେଶରେ ଦେଖି ଷ୍ଟେଜ୍ ଉପରେ ଚଢି ଏମିତି କାମ କଲେ ବୟଫ୍ରେଣ୍ଡ
ଗୋରଖପୁର,୨।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ହରପୁର ବୁଦହଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ବିବାହ ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ମଣ୍ଡପକୁ ଆସି କନ୍ୟାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହା ଦେଇ…
୩୯ ବଲରେ ୯୬ ରନ୍ର ବିସ୍ଫୋରକ ଇନିଂସ ଖେଳି ମଧ୍ୟ ଲଜ୍ଜିତ ହେଲେ ଏହି କ୍ରିକେଟର୍
ଆବୁଧାବି,୨।୧୨: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟମ କୋହଲର କ୍ୟାଡମୋର ଆବୁଧାବିରେ ଖେଳାଯାଉଥିବା ଟି -୧୦ ଲିଗରେ ଇତିହାସ ସୃଷ୍ଟି କରିଛନ୍ତି। ୧୨ ଚୌକା, ୫ ଛକା ଏବଂ ୨୪୬ର ଷ୍ଟ୍ରାଇକ ହାରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ତେବେ, କୋହଲର ମଧ୍ୟ ଟି-୧୦ ର…
୧୦ ବର୍ଷରେ ୯୦ ପ୍ରତିଶତ ନିର୍ବାଚନରେ ହାରିଛି କଂଗ୍ରେସ, ପିକେଙ୍କ କଟାକ୍ଷ…
ନୂଆଦିଲ୍ଲୀ,୨।୧୨: ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ ତାଙ୍କର ସ୍ବତନ୍ତ୍ର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ସ୍ଥିର କରୁଥିବା ପିକେ କଟାକ୍ଷ କରି…
ଭୟଭୀତ ଅନୁଷ୍କା, କହିଲେ ହେ ଭଗବାନ
ଭାରତୀୟ କ୍ରିକେଟ ଦଳକୁ ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ପଡିବ। କିନ୍ତୁ ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟରେ ଏହି ଗସ୍ତ ଏକ ସପ୍ତାହ ପାଇଁ ବିଳମ୍ବ ହୋଇପାରେ। ଦକ୍ଷିଣ ଆଫ୍ରିକାରେ କରୋନା ମାମଲା ଦ୍ରୁତ…
Archives


