ନରମିଲେ ସିଦ୍ଧୁ
ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ମୁଁ…
୧୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମାରିଲା ବିଜୁଳି; ଆଉ ତା’ ପରେ…
ମସ୍କୋ,୩୦ା୯: ରୁଷିଆର ଏକ ବିମାନ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମୟରେ ଆକାଶରେ ବିଜୁଳି ମାରିଥିଲା। ଫଳରେ ବିମାନ ପୂରା ହଲି ଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ଝରକା ପଟେ ତଳକୁ ଖସି ପଡ଼ିଥିଲେ। ଯାହାଙ୍କୁ ବଞ୍ଚାଇବା…
ଅଗ୍ନିକାଣ୍ଡରେ ୩ ଦୋକାନ ଜଳିଗଲା
ରାଇକିଆ,୩୦ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ବଜାର ଠାରେ ଥିବା ତିନୋଟି ଦୋକାନରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନ ଥିବା ବେଳେ ଦିନ…
ପାରିପାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ମା’ ମୃତ, ଶିଶୁପୁତ୍ର ଗୁରୁତର
ନାଉଗାଁ,୩୦ା୯(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଆ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ପାରିବାରିକ କଳହରୁ କିରୋସିନ ଢାଳି ହୋଇ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଉକ୍ତ ଗ୍ରାମର…
ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ
ପୁରୀ ଅଫିସ,୩୦।୯: ପିପିଲି ଉପନିର୍ବାଚନକୁ ନେଇ ଗୁରୁବାର ମତଦାନ ଜାରି ରହିଛି। ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି। ପୂର୍ବରୁ ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬% ଏବଂ ଦିନ ୧ଟା…
‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’
କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ମତଦାନ ଚାଲିଥିବା ବେଳେ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ଟିଏମସି…
ହକିରୁ ସନ୍ୟାସ ନେଲେ ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ୱର,୩୦।୯(ବ୍ୟୁରୋ): ଭାରତୀୟ ପୁରୁଷ ହକି ଦଳର ତାରକା ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଦଳର ଅଂଶ ଥିବା ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୩୧…
ଛଟ୍ ପୂଜାକୁ ନା….
ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ)ଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ସାର୍ବଜନୀକ ସ୍ଥାନରେ ଛଟ୍ ପୂଜା କରିହେବ ନାହିଁ। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛଟ୍ ପୂଜା…
ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍କୋର୍ଟଙ୍କ ତାଗିଦ୍, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…
ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍କୋର୍ଟ ତାଗିଦ୍ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସ୍ଥାୟୀ ଭାବେ ରାଜରାସ୍ତା ବନ୍ଦ ରହିଥିଲେ ମଧ୍ୟ ସରକାର ଏହାକୁ ଖୋଳିବାରେ ଅସଫଳ…
ପୁଣି ଚମକିଲେ କୋହଲିଙ୍କ ଏହି ପ୍ରିୟ ସ୍ପିନର; ଭାରତୀୟ ଟି୨୦ ଟିମ୍ରେ ସାମିଲ ନ କରି ଭୁଲ କରିଦେଲେ କି…
ଦୁବାଇ,୩୦।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜେତା ହୋଇଛି। ଏଥିଯୋଗୁ ଦଳ ପ୍ଲେ ଅଫ୍ରେ ସ୍ଥାନ ସୁନିଶ୍ଚିତ କରିବାର ଆଶା ଦେଖାଦେଇଛି। ବିରାଟ କୋହଲୀଙ୍କ ଟିମ୍ ବିଜେତା ହେବା ପଛରେ ପ୍ରମୁଖ ଯୋଗଦାନ ବୋଲରଙ୍କ…
ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…
ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ…
ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…
କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍ପିଟ୍ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାଇଲଟ ଯେଉଁଭଳି ଗଗନଶ୍ଚୁମ୍ବୀ କୋଠା ମଝିରେ ବିମାନ ଉଡ଼ାଉଥିଲେ, ଯିଏ କେହି ଆଶ୍ଚର୍ଯ୍ୟ ହେବା…
Archives


