Posted inଜାତୀୟ

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ । ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ଏୟାର ମାର୍ଶଲ ବଳଭଦ୍ର ରାଧା କୃଷ୍ଣ । ତାଙ୍କ ଦ୍ୱାରା ଅମର ଯବାନ ଜ୍ୟାତିକୁ ନ୍ୟାଶନାଲ ୱାର ମେମୋରିଆଲର ଶିଖାରେ ମିଶାଇ ଦିଆଯିବ ।
ସୂଚନାଯୋଗ୍ୟ, ଇଣ୍ଡିଆ ଗେଟ ସ୍ମାରକ ବ୍ରିଟିଶ ସରକାର ୧୯୧୪-୨୧ ମଧ୍ୟରେ ଶହୀଦ ହୋଇଥିବା ବ୍ରିଟିଶ ଭାରତୀୟ ସେନାଙ୍କ ସ୍ମୃତିରେ ନିର୍ମାଣ କରିଥିଲେ । ଏହାପରେ ଅମର ଯବାନ ଜ୍ୟୋତିକୁ ୧୯୭୦ରେ ପାକିସ୍ତାନ ଉପରେ ଭାରତର ବଡ ବିଜୟକୁ ନେଇ ଯୁଦ୍ଧ ସ୍ମାରକରେ ସାମିଲ କରାଯାଇଥିଲା । ଇଣ୍ଡିଆ ଗେଟ ପରିସରରେ ୨୦୧୯ରେ ନ୍ୟାଶନାଲ ୱାର ମେମୋରିଆଲର ଉଦ୍‌ଘାଟନ କରାଯାଇଥିଲା ।
ନ୍ୟାଶନାଲ ୱାର ମେମୋରିଆଲରେ ସେହି ସମସ୍ତ ଭାରତୀୟ ବୀରପୁତ୍ରଙ୍କ ନାମ ସାମିଲ କରାଯାଇଛି ଯେଉଁମାନେ ୧୯୪୭-୪୮ରେ ବିଭିନ୍ନ ଅଭିଯାନରେ ଶହୀଦ ହୋଇଥିଲେ । ପାକିସ୍ତାନ ସହ ଗଲୱାନ ଘାଟିରେ ଯୁଦ୍ଧ ହେଉ ବା ଚାଇନା ସେନାଙ୍କ ସହ ସଂଘର୍ଷ । ଆତଙ୍କବାଦୀ ବିରୋଧି ଅଭିଯାନରେ ଶହୀଦ ହୋଇଥିବା ସେନାଙ୍କ ନାମ ସ୍ମାରକର କାନ୍ଥରେ ସାମିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ...

ଭିଡ଼ହିଂସାର ଶିକାର ହେଉଛନ୍ତି ପୋଲିସ: ମାୟାବତୀ

ଲକ୍ଷ୍ନୌ,୧୩।୭: ଭିଡ଼ହିଂସା କବଳରେ ସାଧାରଣ ଲୋକେ ପଡ଼ିବା ସହିତ ଏଥିରୁ ପୋଲିସ କର୍ମଚାରୀ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଏବେ ରକ୍ଷକଙ୍କୁ ଭିଡ଼ହିଂସାର ସମ୍ମୁଖୀନ ହେବାକୁ...

ପ୍ରେମିକଙ୍କ ସହ ଲୁଚିକି ପଳାଉଥିଲେ ବିବାହିତା ମହିଳା: ଧରାପଡିବାରୁ ମିଳିଲା ଏମିତି ଦଣ୍ଡ

ଗାନ୍ଧୀନଗର,୧୪।୭: ଗୁଜରାଟର ଦାହୋଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ଲୁଚିକି ପଳାଇବା ବିବାହିତ ମହିଳାଙ୍କୁ ମହଙ୍ଗା ପଡିଛି। ଗ୍ରାମବାସୀମାନେ ଦେଖିଦେବାରୁ ମହିଳାଙ୍କ...

ବଳାତ୍କାରକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ,୧୭ ।୧୨: କଂଗ୍ରେସ ବିଧାୟକ ତଥା କର୍ନାଟକ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ମହିଳାଙ୍କୁ ନେଇ ବଡ ଆପତ୍ତିଜନକ ବୟାନ ଦେଇଛନ୍ତି । ବୟାନ...

କଂଗ୍ରେସ କଶ୍ମୀରବାସୀଙ୍କ ଭାବନାକୁ ବୁଝି ପାରୁନାହିଁ: ବିକ୍ରମାଦିତ୍ୟ ସିଂ

ନୂଆଦିଲ୍ଲୀ,୨୩ ।୩: ଦେଶ ସ୍ୱାଧିନତା ସମୟରେ ଜମ୍ମୁ-କଶ୍ମୀରର ମହାରାଜା ଥିବା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ...

କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ଲୋକଙ୍କୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

୮ ବର୍ଷରେ ସନ୍ନ୍ୟାସିନୀ

ସୁରଟ,୨୫।୪ : ଖେଳିବା ବୁଲିବା ବୟସରେ ଗୁଜରାଟ ଅହମଦାବାଦର ୮ ବର୍ଷୀୟା ଆଙ୍ଗି ବାଗ୍ରେଚ୍‌ ସନ୍ନ୍ୟାସିନୀ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଆଙ୍ଗି ରବିବାର ସୁରଟରେ...

୨୦୨୦ଠାରୁ ୪୬୬ ଏନ୍‌ଜିଓର ଲାଇସେନ୍ସ୍‌ ନବୀକରଣ ଖାରଜ…

ନୂଆଦିଲ୍ଲୀ, ୨୯।୩ : ଦେଶରେ ୨୦୨୦ ପରଠାରୁ ୪୬୬ ଟି ଅଣ-ସରକାରୀ ସଂଗଠନ (ଏନଜିଓ)ର ଲାଇସେନ୍ସ ନବୀକରଣକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

Advertisement
Archives

Model This Week