ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି ସ୍ବପ୍ନଗୁଡ଼ିକର ଏକ ହାତଲେଖା ତାଲିକା ବି ପ୍ରସ୍ତୁତ କରିଥିଲେ। ଯାହାକି ଦୁଇବର୍ଷ ତଳେ ସୁଶାନ୍ତ ସେପ୍ଟେମ୍ବରରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ। ଅଭିନେତା ଟୁଇଟରରେ ୫୦ଟି ସ୍ବପ୍ନର ତାଲିକା ଶେୟାର କରିଥିଲେ। ଯେଉଁଥିରେ କିଛି ବ୍ୟକ୍ତିଗତ ଲକ୍ଷ୍ୟ ରହିଥିଲା। ଏହି ତାଲିକାରେ ବିମାନ ଉଡ଼ାଣ ଶିଖିବା ଠାରୁ ଆରମ୍ଭ କରି ଗଛ ଲଗାଇବା, ମହିଳାମାନଙ୍କୁ ଆତ୍ମରକ୍ଷା ପାଇଁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଅନ୍ତର୍ଭୁକ୍ତ କରାଯାଇଥିଲା। ଆଜି ଅର୍ଥାତ୍‌ ଡିସେମ୍ବର ୨୧ରେ ସୁଶାନ୍ତ ସିଂ ରାଜପୁତଙ୍କ ୩୬ତମ ଜନ୍ମଦିନ। ତେବେ ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି କଥା…

୨୦୧୮ରେ ସୁଶାନ୍ତ ଇନ୍‌ଷ୍ଟାଗ୍ରାମରେ ନିଜର ପୁରୁଣା ପୋଷ୍ଟ ଡିଲିଟ୍‌ କରିବା ପୂର୍ବରୁ ତାଙ୍କର ନୂତନ କୌଶଳ ପ୍ରଦର୍ଶନ କରୁଥିବା ଏକ ଭିଡିଓ ଶେୟାର କରିଥିଲେ। ‘ମୋର ସ୍ବପ୍ନକୁ ଭଲ ପାଇବା ୧/୫୦ ’ଫ୍ଲାଇଙ୍ଗ ଲାଇସେନ୍ସ ପାଇବାକୁ ଯାଉଛି !!’ ଏହି ସୁନ୍ଦର ଉଡ଼ାଣ (ବୋଇଙ୍ଗ ୭୩୭ ଫିକ୍ସଡ ବେସ ଫ୍ଲାଇଟ ସିମୁଲେଟର) କିଣିବାକୁ ଯାଉଛି। ଯାହା ଦ୍ୱାରା ମୁଁ ମୋର ୫୦ଟି ସ୍ବପ୍ନ ମଧ୍ୟରୁ ପ୍ରଥମଟି ହାସଲ କରିବି।

ସେହିପରି ବାମ ହାତରେ କ୍ରିକେଟ ମ୍ୟାଚ ଖେଳିବା, ଧନୁ ଚାଳନା ଶିଖିବା, ସେନୋଟ୍‌ରେ ପହଁରିବାର ସ୍ବପ୍ନ, ନିଜ କଲେଜକୁ ଯାଇ ଗୋଟିଏ ସନ୍ଧ୍ୟା ବିତାଇବା, ଏକ ଶକ୍ତିଶାଳୀ ବାଇନୋକୁଲାର ମାଧ୍ୟମରେ ଆଣ୍ଡ୍ରୋମିଡା ଦେଖିବା, ବ୍ଲୁ ହୋଲ୍‌କୁ ଯାଇ ପହଁରିବା, ଡିଜ୍‌ନିଲ୍ୟାଣ୍ଡ ପାର୍କ ଯିବା ଆଦି ସ୍ବପ୍ନ ଦେଖିଥିଲେ। ମାତ୍ର ଜୁନ୍‌ ୨୦୨୦ରେ ସୁଶାନ୍ତଙ୍କ ମୃତ୍ୟୁ ଘଟିବାରୁ ସେସବୁ ସ୍ବପ୍ନ ଆଜି ଅଧୁରା ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri