ଓଲଫ୍ ସ୍କୋଲ୍ଜ ନୂଆ ଚାନ୍ସେଲର
ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍ ସ୍କୋଲ୍ଜଙ୍କୁ ନୂଆ ଚାନ୍ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫ ନଭେମ୍ବର ୨୨ରେ ମର୍କେଲ ଜର୍ମାନୀର ପ୍ରଥମ ମହିଳା ଚାନ୍ସେଲର ହେବା ପରେ ୧୬ ବର୍ଷ…
ପଲିଟିକାଲ୍ ଜେନେରାଲ
ଭାରତୀୟ ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍ଙ୍କୁ ଅବସର ପରେ ତତ୍କାଳ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ନିଯୁକ୍ତ କରାଯାଇଥିଲା। ସେ ପ୍ରତ୍ୟକ୍ଷ ଭାବେ କୌଣସି ଯୁଦ୍ଧ ଲଢ଼ି ନ ଥିଲେ ହେଁ ତିନି ସଶସ୍ତ୍ର…
କମୁଛି କୋଭିଡ୍ ଟିକା ଚାହିଦା
ନୂଆଦିଲ୍ଲୀ, ୯।୧୨: କୋଭିଡ୍ ଟିକା ଯୋଗାଣ ତୁଳନାରେ ଚାହିଦା କମିଗଲାଣି। ତେଣୁ ବୁଷ୍ଟର ଡୋଜ୍ ପ୍ରସ୍ତୁତି ପାଇଁ ଅନୁମତି ପ୍ରଦାନ ନିମନ୍ତେ ଭାରତୀୟ ଭାକ୍ସିନ୍ ନିର୍ମାତାମାନେ ସରକାରଙ୍କ ନିକଟରେ ଲବି କରୁଥିବା ଜଣାପଡ଼ିଛି। ରୁଷିଆର ସ୍ପୁଟ୍ନିକ ଟିକା ପ୍ରସ୍ତୁତ କରୁଥିବା ଏକ…
ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ
ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବୁଧବାର ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମ୍ଆଇ ୧୭…
ଏମାନଙ୍କୁ ହୃଦ୍ଘାତ ଆଶଙ୍କା ଅଧିକ
ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ୟୁରୋପୀୟ…
ରାଲିରେ ଯୋଗ ଦେବାକୁ କଂଗ୍ରେସ ରଖିଲା ସର୍ତ୍ତ: ଆଣିବାକୁ ହେବ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ
ଜୟପୁର,୯ ।୧୨: କଂଗ୍ରେସ ନେତା ଜ୍ୟୋତି ଖଣ୍ଡେଲୱାଲ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଛନ୍ତି କି ଜୟପୁରରେ ୧୨ ଡିସେମ୍ବରକୁ ହେବାକୁ ଥିବା ମହଙ୍ଗା ମାଡ ବିରୋଧୀ ରାଲିକୁ ସ୍ଥଗିତ ରଖିବା ଦରକାର । ଜ୍ୟୋତି ଖଣ୍ଡେଲୱାଲ ତାଙ୍କ…
ଓମିକ୍ରନ୍ଠାରୁ ସୁରକ୍ଷା ଦେବ ବୁଷ୍ଟର ଡୋଜ, ‘ଡବଲ ଡୋଜ’ ଉପରେ ବି ଫାଇଜରର ବଡ ଦାବି
ନ୍ୟୁୟର୍କ,୯ ।୧୨: କୋଭିଡ-୧୯ ମହାମାରୀ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର କହିଛି ଗୋଟିଏ ଡୋଜ ବୁଷ୍ଟର ଓମିକ୍ରନ୍ଠାରୁ ସୁରକ୍ଷା ଦେଇପାରିବ । ଫାଇଜର ଓ ଏହାର ସହଯୋଗୀ ବାୟୋଏନଟେକ କହିଛି, ଗବେଷଣାରୁ ଜଣାପଡିଛି କି ଓମିକ୍ରନ୍ ବିରୋଧରେ ଗୋଟିଏ…
ଆସନ୍ତା କାଲି ହେବ ସିଡିଏସ୍ଙ୍କ ଶେଷ କୃତ୍ୟ ସମ୍ପନ୍ନ
ନୂଆଦିଲ୍ଲୀ,୯ ।୧୨: ତାମିଲନାଡୁର କନ୍ନୁରରେ ବୁଧବାର ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପରଲୋକ ହୋଇଛି । ଗୁରୁବାର ଉଭୟଙ୍କ ପାର୍ଥିବ ଶରୀରକୁ ସେନା…
ଗୁରୁବାର ଆନ୍ଦୋଳନରୁ ହଟିବେ ଚାଷୀ
ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ ୧୫ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ଏମ୍ଏସ୍ପି ଲାଗି ଆଶ୍ୱାସନା ସହ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ସରକାର ରାଜି ହୋଇଥିବାରୁ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନ ଶେଷ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି…
ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ୱଭାର
ନୂଆଦିଲ୍ଲୀ,୮।୧୨: ଟି୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ବୁଧବାର ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏଥିସହ ବରିଷ୍ଠ ଓପନିଂ ବ୍ୟାଟରଙ୍କୁ ବରିଷ୍ଠ ମିଡଲ ଅର୍ଡର ବ୍ୟାଟର ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଦିଆଯାଇଛି ଟେଷ୍ଟ ଫର୍ମାଟରେ ଉପ…
୧୨ରେ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୮ା୧୨(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ହିଞ୍ଜିଳି ଗସ୍ତରେ ଆସିବେ। ଏନେଇ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ହିଞ୍ଜିଳି ଗସ୍ତ କରି ସମୀକ୍ଷା କରିଥିଲେ । ୨୦୧୯ ସାଧାରଣ…
Archives


