ପିଲାଙ୍କ ମା’ବାପା ଉଭୟ ଏବେ ମୁଁ, ତାଙ୍କ ପାଇଁ ବଞ୍ଚିଛି: ମନ୍ଦିରା
ବମ୍ବେ: ସ୍ବାମୀ ରାଜ୍ କୌଶଲଙ୍କୁ ହରାଇ ଏକାକୀ ହୋଇଯାଇଛନ୍ତି ମନ୍ଦିରା ବେଦୀ। ଜୁନ୍ ୩୦ରେ ହୃଦ୍ଘାତରେ ରାଜ୍ଙ୍କ ମୃତ୍ୟୁ ଘଟିଥିଲା। ପଛରେ ରହିଯାଇଥିଲେ ମନ୍ଦିରାଙ୍କ ସହ ୨ ସନ୍ତାନ। ଏବେ ସେମାନଙ୍କୁ ଚାହିଁ ଦିନ କାଟୁଛନ୍ତି ସେ। ଏପରିକି ପିଲାଙ୍କର ବାପାମା’…
ଭାରତ-ପାକିସ୍ତାନ ଖେଳାଳିଙ୍କ ପାରିଶ୍ରମିକ ମଧ୍ୟରେ ଆକାଶ-ପାତାଳ ଫରକ: ଜାଣନ୍ତୁ ଗୋଟିଏ ମ୍ୟାଚ୍ ପାଇଁ ଏତିକି ମିଳେ ଟଙ୍କା
ନୂଆଦିଲ୍ଲୀ,୧୯।୧୦: ଟି -୨୦ ବିଶ୍ୱକପ୍ର ସବୁଠୁ ବଡ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ମ୍ୟାଚ୍ ହେବ। ପ୍ରାୟ ୨୮ ମାସ ପରେ ଉଭୟ ଦଳ ମୁହାଁମୁହିଁ ହେବେ। ଶେଷ…
ଚାଷୀଙ୍କ ବିରୋଧରେ ଲାଗିବ ଏନ୍ଏସ୍ଏ, ମାତ୍ର ଦିଆଯିବନି ଏମ୍ଏସ୍ପି, ପ୍ରିୟଙ୍କାଙ୍କ କଟାକ୍ଷ…
ଲକ୍ଷ୍ନୌ,୧୯।୧୦: କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହି ମର୍ମରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍ କରି କହିଛନ୍ତି ଭାଜପା ସରକାର ଚାଷୀଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବାକୁ ପ୍ରସ୍ତୁତ। ମାତ୍ର ଖାଦ୍ୟ…
କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଅଭିନେତା, ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ କାର…
ବମ୍ବେ: ହିନ୍ଦି ସିନେମାର ଅନେକ ଅଭିନେତା ଦର୍ଶକଙ୍କ ମନରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସନି ଦେଓଲ ଜଣେ। ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ହେଲେ ହେଁ ତାଙ୍କ ଅଭିୟୟ ସବୁଠାରୁ ଭିନ୍ନ। ଏବେ ଫିଲ୍ମରେ ବେଶି ନଜର ଆସୁ…
ନୀରବ ମୋଦିଙ୍କୁ ପୁଣି ଲାଗିଲା ଝଟ୍କା
ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍କା ଲାଗିଛି। କୋର୍ଟ ନୀରବ ମୋଦି ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଠକେଇ ଅଭିଯୋଗକୁ ଖାରଜ କରିବା ପାଇଁ…
ଏଲ୍ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବ ଏୟାର ସର୍ଭେଲାନ୍ସ୍ ସିଷ୍ଟମ…
ଇଟାନଗର,୧୯।୧୦: ଅରୁଣାଚଳପ୍ରଦେଶକୁ ଲାଗିି ରହିଥିବା ଏଲ୍ଏସିରେ ଚାଇନା ସୈନ୍ୟଙ୍କ ଉପରେ ନଜର ରଖିବା ପାଇଁ ଏୟାର ସର୍ଭେଲାନ୍ସ୍ ସିଷ୍ଟମ ପ୍ରସ୍ତୁତ କରାଯାଇଛି। ଏନେଇ ଆଭିଏଶନ ବ୍ରିିଗେଡ ଗଠନ କରାଯାଇଛି। ବ୍ରିଗେଡରେ ଡ୍ରୋନ୍କୁ ସାମିଲ କରାଯାଇଛି। ଆକାଶ ମାର୍ଗରୁ ଡ୍ରୋନ୍ ଦ୍ୱାରା ସୀମାରେ…
ଦର୍ଶକଙ୍କ ହୃଦୟ ଜିଣୁଛି କାଟ୍ରିନାଙ୍କ ଦେଶୀ ଲୁକ୍
ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ବିଭିନ୍ନ ସମୟରେ ଫଟୋ ଏବଂ ଭିଡିଓ ଶେୟାର…
ଟାର୍ଗେଟ କିଲିଂ ବିରୋଧରେ ସୁରକ୍ଷାକର୍ମୀଙ୍କ ବହୁସ୍ତରୀୟ ରଣନୀତି…
ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବହୁସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ଖୋଜି ଖୋଜି ଆତଙ୍କବାଦୀଙ୍କୁ ବାହାର କରିବାକୁ ସୁରକ୍ଷାକର୍ମର ତତ୍ପର ହୋଇ ଉଠିଛନ୍ତି। ସୀମା ପାର ହ୍ୟାଣ୍ଡଲରଙ୍କ ନେଟ୍ଓ୍ବାର୍କ ଭାଙ୍ଗିବା ପାଇଁ ଯୋଜନା…
ଧୋନୀ ଅଭିଜ୍ଞତା ବାଣ୍ଟିବେ, କୋହଲିଙ୍କ ଲକ୍ଷ୍ୟ ଟାଇଟଲ ଉପରେ ରହିବ: ଗମ୍ଭୀର
ନୂଆଦିଲ୍ଲୀ,୧୯।୧୦: ଭାରତୀୟ ଟି-୨୦ର ଅଧିନାୟକ ଭାବେ ବିଶ୍ୱକପ୍ ହିଁ ବିରାଟ କୋହଲିଙ୍କ ଶେଷ ଟୁର୍ନାମେଣ୍ଟ ହେବ। ୨୦୦୭ରୁ ଏଯାଏ ଦଳ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିନାହିଁ। ଏଥିଲାଗି କୋହଲିଙ୍କ ନଜର ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ଜିତିବା ଉପରେ ଥିବ…
ତୃତୀୟ ଲହର ଆସିବା ଆଶଙ୍କା କ୍ଷୀଣ !…
ନୂଆଦିଲ୍ଲୀ,୧୯।୧୦: ଦେଶରେ ଧୀରେ ଧୀରେ କରୋନା ମହାମାରୀ ଆତଙ୍କ କମିବାରେ ଲାଗିଛି। ପୂର୍ବରୁ ତୃତୀୟ ଲହର ଆସିବା ନେଇ କୁହାଯାଉଥିଲା। ମାତ୍ର ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଥିବାରୁ ତୃତୀୟ ଲହର ଆଶଙ୍କା ଆସିବାର ଆଶଙ୍କା କ୍ଷୀଣ ହେବାରେ…
ମୁଁ ବିଛଣାରେ ଶୁଏନାହିଁ, ତଳେ ଶୋଇଯିବି; ଧୋନୀଙ୍କ ଉଦାରତାକୁ ମନେ ପକାଇଲେ ହାର୍ଦ୍ଦିକ…
ନୂଆଦିଲ୍ଲୀ,୧୯।୧୦: ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ସମ୍ମାନ ଦିଅନ୍ତି। ଧୋନୀ ମେଣ୍ଟର କମ୍ ଭାଇ ଅଧିକ ବୋଲି ସେ ମାନି ଆସିଛନ୍ତି। ଏବେ ହାର୍ଦ୍ଦିକ ଧୋନୀଙ୍କ ସହ ଜଡ଼ିତ ଏକ…
ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍-ଉନ୍-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ବାଣୀ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ।…
Archives


