Home

ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା, ୪୦ ପ୍ରତିଶତ ମହିଳାଙ୍କୁ ମିଳିବ ଟିକଟ…

ଲକ୍ଷ୍ନୌ,୧୯।୧୦: ଆସନ୍ତା ୨୦୨୨ ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ…

ଓଲଟିଲା ଭ୍ୟାନ୍‌: ଜଣେ ମୃତ, ୧୫ ଗୁରୁତର

ଆର୍‌.ଉଦୟଗିରି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକ ଗୁଆର ଗାଁ ନିକଟରେ ମଙ୍ଗଳବାର ଏକ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଦିଲିସମଣି ରଇତ (୨୨)। ଆହତମାନଙ୍କୁ ପ୍ରଥମେ…

ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା

ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ ଅଟକ ରଖିଥିଲା ପୋଲିସ। ଏହି ମାମଲା ବିଧାୟିକାଙ୍କ ନିକଟରେ ପହଞ୍ଚିବା ପରେ ସେ ସମ୍ପର୍କୀୟଙ୍କୁ…

ଆର୍ୟନଙ୍କୁ ଜାମିନ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ପୁଅକୁ ଜାମିନ ନ ମିଳିବା ଯାଏ ମା’ ଗୌରୀ ଖାନ୍‌ ମିଠା ଖାଇବେ ନାହିଁ ବୋଲି ମାନସିକ ରଖିଛନ୍ତି। ଏପରିକି ସେ କୌଣସି ମିଠା ଜାତୀୟ ଖାଦ୍ୟ ବି…

ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ ତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥାନ୍ତି। ସେଭଳି ଏକ ଘଟଣାକ୍ରମ କୌନ ବନେଗା…

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ ଇନିଂସ ଖେଳି ୪୬ ବଲରେ ୭୦ ରନର ଇନିଂସ ଖେଳିଥିଲେ। ସେଥିରେ ୭ ଚୌକା…

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି ହୋଇଛି। ମଙ୍ଗୋଲିଆ ଅଞ୍ଚଳରେ ବସବାସ କରୁଥିବା ୭୬ ହଜାର ଲୋକଙ୍କୁ ଘରୁ ନ ବାହାରିବାକୁ…

ଭାରତର ଏହି ସ୍ଥାନରେ ରହିଛି ସୁନାର ଭଣ୍ଡାର, ଥରେ ଯଦି ଦ୍ୱାର ଖୋଲିଗଲା କଥା ସରିଲା

ପ୍ରାଚୀନ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା। ଏହା ବ୍ୟତୀତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାର ରହସ୍ୟ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ବି ଜାଣିପାରୁନାହାନ୍ତି। ଏଥି ମଧ୍ୟରୁ ବିହାରରେ ଥିବା ଏକ ‘ସୁନା ଭଣ୍ଡାର’ ହେଉଛି…

ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ ଅଲଆଉଟ୍‌ରେ ବଡ଼ ସଫଳତା ମିଳିଛି। ରାଜୌରୀର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ। ତେବେ ଏବେ…

ମୋଦିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୧୯ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ୭ ଲୋକ କଲ୍ୟାଣ ମାର୍ଗରେ ମୋଦିଙ୍କ ଘରେ ପହଞ୍ଚିଥିଲେ । କ୍ୟାବିନେଟ ବୈଠକ ପୂର୍ବରୁ ଏହି ସାକ୍ଷାକାର ଖୁବ୍ ଗୁରୁତ୍ୱ ରଖେ…

୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୪୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ବେଦନଶୀଳ ଏବଂ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ…

୬ ମାସ ଧରି ଯୁବକଙ୍କ ପେଟ ହେଉଥିଲା ଦରଜ, ଏକ୍ସ-ରେ ସମୟରେ ଡାକ୍ତର ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକଙ୍କ ପେଟ ୬ ମାସ ଧରି ଦରଜ ହେଉଥିଲା। ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା କଲେ ସେତେବେଳେ ପେଟ ଭିତରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହେଲେ। ୩୩ ବର୍ଷୀୟ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri