Home

ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି

ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା ବ୍ୟତୀତ ତୃତୀୟ କାରଣ ହେଉଛି ୟୁରୋପରେ ରୁଷିଆର ଗ୍ୟାସ ଏବଂ ତୈଳ ଯୋଗାଣ। ଜବାହରଲାଲ…

କଂଗ୍ରେସର ଷ୍ଟାର୍‌ ପ୍ରଚାରକ ତାଲିକାରେ ଚନ୍ନି ଇନ୍‌, ସିଦ୍ଧୁ ଆଉଟ୍‌

ନୂଆଦିଲ୍ଲୀ,୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୩୦ ଜଣଙ୍କ ନାମ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଲେ ‘ଚାଚା ମ୍ୟାଗି ୱାଲା’

ପଟିଆଲା,୩।୨: ପଟିଆଲା ବିଧାନସଭା ଆସନରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚ୍ୟାଲେଞ୍ଜ କରିବାକୁ ‘ଚାଚା ମ୍ୟାଗି ୱାଲା’ ମୈଦାନରେ ଅଛନ୍ତି। ‘ଚାଚା ମ୍ୟାଗି ୱାଲା’ ନାମରେ ଜଣାଶୁଣା ଜସବୀର ସିଂ ଦ୍ୱିତୀୟ ଥର ପାଇଁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ବିପକ୍ଷରେ ଲଢିବାକୁ ନିଷ୍ପତ୍ତି…

ଅନିଲ ଅମ୍ବାନୀଙ୍କ ସହ ବିବାହ ବାର୍ଷିକୀ ଫଟୋ ଶେୟାର କଲେ ସ୍ତ୍ରୀ

ଫେବୃୟାରୀ ୨ ଅର୍ଥାତ୍‌ ବୁଧବାର ବିଶିଷ୍ଟ ଉଦ୍ୟୋଗପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀ ସେମାନଙ୍କର ୩୧ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଟିନା ତାଙ୍କ ଇନଷ୍ଟାଗ୍ରାମରେ ଅନେକ ପୁରୁଣା ଫଟୋ ଶେୟାର କରିଛନ୍ତ। ଫଟୋ…

ଟାଟା ହାତକୁ ଏୟାର ଇଣ୍ଡିଆ ଫେରିବା ପରେ ରତନ ଟାଟା କହିଲେ ଏମିତି

ନୂଆଦିଲ୍ଲୀ,୩ା୨: ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ୍‌ ହାତକୁ ପୁଣିଥରେ ଏୟାର ଇଣ୍ଡିଆ ଫେରିଛି। ଏହା ଫେରିବା ପରେ ଚେୟାରମ୍ୟାନ ରତନ ଟାଟା ଏୟାର ଇଣ୍ଡିଆ ବିମାନଯାତ୍ରୀମାନଙ୍କୁ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଏୟାର ଇଣ୍ଡିଆର ସମସ୍ତ…

ଆଇପିଏଲ୍‌କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ନକ୍‌ଆଉଟ୍‌ ମୁକାବିଲା ପାଇଁ…

କୁମ୍ଭାରଙ୍କ ସହ ମାଟିପାତ୍ର ଗଢ଼ିଲେ ରାହୁଲ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା ରାହୁଲ ଏହି ସମୟରେ କୁମ୍ଭାରଙ୍କ ସହ ମିଶି ମାଟିପାତ୍ର ତିଆରି କରିବାକୁ ଚେଷ୍ଟା କରିଛନ୍ତି।…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ,୩।୨: ଲୋକସଭାରେ ରାଷ୍ଟ୍ରପତି ରାମନାଥ ଅଭିଭାଷଣ ଉପରେ ବିତର୍କ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭୁଲ କରିଛନ୍ତି। ଏହାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କୁ ଗାଳି କରିଛନ୍ତି। ସଂସଦରେ ରାହୁଲ ଗାନ୍ଧୀ ବୁଧବାର ମୋଦି…

ଗଲଓ୍ବାନରେ ୪ ନୁହେଁ, ୧୦ ଗୁଣା ଅଧିକ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିଲେ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ। ଏଥିରେ ୪୨ ଚାଇନିଜ ଯବାନଙ୍କ ମୃତ୍ୟୁ ହୋଇଥିଲା, ଯାହାକି ଚାଇନା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟଠାରୁ ୧୦ ଗୁଣା ଅଧିକ। ତେବେ ବେଜିଂ ପକ୍ଷରୁ ଗଲଓ୍ବାନ ଘାଟି…

ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇଲେ ବୃଦ୍ଧା, ଗୁହାରି କଲେ ଏମିତି

ସୋନପୁର,୩।୨(ନି.ପ୍ର.): ଗାଈ ପାଇଁ ଜିଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ବୃଦ୍ଧା। ଏଭଳି ଏକ ଘଟଣା ଘଟିଛି ସୂବର୍ଣ୍ଣପୁରରେ। ପ୍ରିୟ ଗାଈକୁ ଫେରାଇ ଆଣିବା ଲାଗି ସେ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ସୂଚନାନୁଯାୟୀ, ସୁବର୍ଣ୍ଣପୁର ମେଡିକାଲ ବାରଣ୍ଡାରେ ୨୦ ବର୍ଷ ଧରି…

ରଜନୀକାନ୍ତଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟର ଫିଲ୍ମ ‘ପୁଷ୍ପା’ ଚାର୍‌ଚାନ୍ଦ ଲଗାଇ ଦେଇଛି। ପୁଷ୍ପା ଯୋଗୁ ଅଲ୍ଲୁ ପ୍ୟାନ୍‌ ଇଣ୍ଡିଆ ଷ୍ଟାର ପାଲଟିଯାଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍‌ ଫଲୋଅର୍ସ ମଧ୍ୟ ବହୁ ବଢ଼ିଯାଇଛନ୍ତି। ଟୁଇଟରରେ ଅର୍ଜୁନଙ୍କ ଫଲୋଅର୍ସ ବଢ଼ି ୬.୫…

ଲିଫ୍ଟ ଦେଇ ଲୁଟିନେଲେ, ସାହାଯ୍ୟ ମାଗି ମାଡ଼ ଖାଇଲେ ବାଙ୍ଗାଲୋର ଫେରନ୍ତା ଯୁବକ

ଭୁବନେଶ୍ୱର,୩।୨(ବ୍ୟୁରୋ): ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା। ପରେ ଯୁବକଜଣଙ୍କ ଉଦ୍ଧାର ପାଇଁ ସାହାଯ୍ୟ ମାଗିବାରୁ ନିର୍ଧୂମ ମାଡ଼ ଖାଇଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ଲିଫ୍ଟ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଯୁବକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?