Home

କେସିଙ୍ଗା ଏନ୍‌ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ

କେସିଙ୍ଗା, ୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧ ମାର୍ଚ୍ଚ ୨୧ରେ ସମ୍ବଲପୁର ମ୍ୟୁନିସିପାଲିଟି ର ଓଏସ୍‌ଡି ପଦବୀରେ କିଛି ଦିନ କାର୍ଯ୍ୟ କଲା…

ପ୍ରଗତିଶୀଳ ବଜେଟ୍‌, ବିକାଶର ରାସ୍ତା ଖୋଲିବ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧।୨: ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସାଧାରଣ ବଜେଟକୁ ଏକ ପ୍ରଗତିଶୀଳ ଏବଂ ଭବିଷ୍ୟତ ଆଧାରିତ ବଜେଟ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବଜେଟ ସହିତ ଭାରତ ଆଗକୁ ବଢିବ। ଏହା ଗତ ବର୍ଷର ବଜେଟର ଏକ ସିକ୍ୱେଲ…

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା…

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବଜେଟରେ ସାଧାରଣ ଲୋକଙ୍କ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଏହା ସମସ୍ତ ବିଭାଗ ପାଇଁ…

‘ଛାଡପତ୍ର ପରେ ପୁଣି କୋଳାଗ୍ରତ’

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ ଏକାଠି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ କୋଳାଗ୍ରତ ମଧ୍ୟ…

ପ୍ରଧାନମନ୍ତ୍ରୀ କହିଲେ ଏହା ୧୦୦ ବର୍ଷର ବିଶ୍ୱାସର ବଜେଟ

ନୂଆଦିଲ୍ଲୀ,୧ ।୨: ମଙ୍ଗଳବାର ଉପସ୍ଥାପିତ ହୋଇଛି ବଜେଟ ୨୦୨୨ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟଙ୍କର ବିପତ୍ତି(କରୋନା ଭାଇରସ ବିଶ୍ୱ ମହାମାରୀ) ମଧ୍ୟରେ ଏହା ବିକାଶର ନୂଆ ବିଶ୍ୱାସ ନେଇ ଆସିଛି ।…

ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆଖ୍ୟା ଦେଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ‘ଗେହରାୟାଁ’ ଫମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଦୀପିକା, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁର୍ବେଦୀ ଅଭିନୀତ ଏହି ଫିଲ୍ମ ଫେବୃୟାରୀ ୧୧ରେ ମୁକ୍ତିଲାଭ କରୁଛି। ଦୀପିକାଙ୍କର ଏକ ଭିନ୍ନ ଶୈଳୀ ଫିଲ୍ମରେ ଦେଖିବାକୁ ପାଇବେ।…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ରିହାନା

ପ୍ରସିଦ୍ଧ ଗାୟିକା ରିହାନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ରିହାନା ତାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ତଥା ରାପର୍‌ ରକିଙ୍କ ସହ ନ୍ୟୁୟର୍କ ସହରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ। ଏଠାରେ ରିହାନା…

ଚମତ୍କାର କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ବୁଧବାର ଦ୍ୱିତୀୟ…

ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି…

ବେଙ୍ଗାଲୁରୁ, ୧।୨ : ଆଇପିଏଲ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା…

ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ସେ ପୂର୍ବାହ୍ନ ୧୧ଟାରେ ଟାବଲେଟ୍‌ରୁ ଦ୍ୱିତୀୟଥର କାଗଜବିହୀନ ବଜେଟ ପାଠ କରିବା ଆରମ୍ଭ କରିଥିଲେ।…

ବଜେଟ୍‌କୁ ଓଦା ତାଳଫୋଟକା କହିଲେ ଶଶି ଥରୁର୍‌…

ନୂଆଦିଲ୍ଲୀ, ୧।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୨୦୨୨ ବଜେଟ୍‌କୁ ନେଇ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ କହିଛନ୍ତି ଯେ, ବଜେଟ୍‌ ଏକ ଓଦା ତାଳଫୋଟକା। ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?