Home

ଉପକାରୀ ଗାଜର

ଗାଜରରେ କାରୋଟିନ୍‌ ନାମକ ଏକ ଉପାଦାନ ଥିବାରୁ  ଏହା ଆମ ଆଖି ପାଇଁ ବେଶ୍‌ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ କାଟାରାକ୍ଟ ହେବାର ଆଶଙ୍କା ଅନେକାଂଶରେ ଦୂର କରିଥାଏ। ଏଥିରେ ଭିଟାମିନ୍‌ ‘ସି’ ଭରିରହିଛି॥ ଏହା…

ଜିମ୍‌ରେ ପ୍ରେମିକାଙ୍କ ସହ ଧରାପଡିଲେ ସ୍ବାମୀ: ସ୍ତ୍ରୀ କଲେ ଏମିତି କାମ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଏଠାରେସ୍ବାମୀ, ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କୋହେଫିଜା ଅଞ୍ଚଳର ଏକ ଫିଟନେସ ସେଣ୍ଟର ବିଷୟରେ କୁହାଯାଉଛି। ଭିଡିଓରେ ସ୍ତ୍ରୀ…

ଚାଷୀଙ୍କୁ ଦଳି ଦେଇଥିବା ଏସ୍‌ୟୁଭିରେ ଥିଲେ ଭାଜପା ନେତା

ଲକ୍ଷ୍ନୌ,୧୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଚଳିତ ମାସ ୩ ତାରିଖରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଏସ୍‌ୟୁଭି ମାଡ଼ି ଯାଇଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ବେଳେ ଏସ୍‌ୟୁଭି ଭିତରେ ଥିଲେ…

ଅଧା ଲାଣ୍ଡି ହୋଇଗଲେ ଶିଳ୍ପା, ମେକ୍‌ଓଭର୍‌ ଭିଡିଓ ଦେଖି…

ବମ୍ବେ: ଅଧା ଲାଣ୍ଡି ହୋଇଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କଥାଟି ଆମେ ମନରୁ କହୁନାହୁଁ। ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଶେୟାର କରିବା ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ତେବେ ଶିଳ୍ପା ନିଜର ଲୁକ୍‌କୁ ମେକ୍‌ଓଭର ଦେବାକୁ ଯାଇ…

ପଦ୍ମ ଧରିଲେ ଅଞ୍ଜଳି

ଭୁବନେଶ୍ବର,୧୮।୧୦(ବ୍ୟୁରୋ) : ଭାଜପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ତାଙ୍କ ସହ…

ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ…

ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ

ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଟିମ୍‌ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ତେବେ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଭାରତ ବିଶ୍ୱକପ୍‌ର ପ୍ରଥମ…

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ବୀକାରୋକ୍ତି: ଆଇପିଏଲ୍‌ ପାଇଁ ଟି-୨୦ ବିଶ୍ୱକପ୍‌ରେ…

ଦୁବାଇ,୧୮।୧୦: ଟି-୨୦ ବିଶ୍ୱକପ୍‌କୁ ନେଇ ବେଶ ଆଶାବାଦୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ୍‌। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମ୍ୟାଚ୍‌ ଖେଳିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା। ଏହା ବିଶ୍ୱକପ୍‌ ପାଇଁ ଭଲ ପ୍ରସ୍ତୁତି ଥିଲା। ଏହାଦ୍ୱାରା ଭଲ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଚର୍ଚ୍ଚାରେ ହରଭଜନ; ଶୋଏବ ଅଖତରଙ୍କୁ ଜବାବ ଦେଇ…

ନୂଆଦିଲ୍ଲୀ,୧୮।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ହାଇଭୋଲ୍ଡେଜ୍‌ ମ୍ୟାଚ୍‌କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ମଜା…

ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହୀମଙ୍କ ଉପରେ ୩୧ ଲକ୍ଷ…

‘ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ଜରୁରୀ’

ଶ୍ରୀନଗର,୧୮।୧୦: କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଜମ୍ମୁ କଶ୍ମୀରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ସମୟରେ ଶ୍ରୀନଗରର ୫୦-୧୦୦ କିଲୋମିଟର ସୀମାରେ…

ଖାଲି ନେଟ୍ସରେ ବୋଲିଂ କଲେ ହେବନି, ଏହି ଗୋଟିଏ ସର୍ତ୍ତରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ସାମିଲ କରାଯାଉ: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୦: ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ୱକପରେ ଭାରତ ଏକାଦଶ ଟିମ୍‌ରେ ସୁଯୋଗ ମିଳିବା ଉଚିତ। ହେଲେ ଉଭୟ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରିପାରିଲେ ତାଙ୍କୁ ଏହି ସୁଯୋଗ ଦିଆଯିବା ଉଚିତ ବୋଲି ପୂର୍ବ ଓପନର୍‌ ଗୌତମ ଗମ୍ଭୀର କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri