Home

ଭାରତୀୟ କୋଚଙ୍କ ଦରମା କେତେ ଜାଣନ୍ତି

ନୂଆଦିଲ୍ଲୀ,୨୦।୧୦: ଆଜିକାଲି ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅଧିକ ଆଲୋଚନା ହେଉଛି। କୁହାଯାଉଛି ସେ ଟି -୨୦ ବିଶ୍ୱକପ ୨୦୨୧ ପରେ ନିଜ ପଦ ଛାଡିବେ। ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ନୂତନ କୋଚ ଦିଆଯିବ।…

କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…

କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ସୂଚନା ଦେବାକୁ ତାଲିବାନ ରୋକ୍‌ ଠୋକ୍‌ ମନା କରି ଦେଇଛି। ବିସ୍ଫୋରଣ ପୂର୍ବରୁ…

କୁମାର ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ୍‌ ନିୟମ ପାଳନ କରି ପୂଜାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଭୁଙ୍କ…

ଗିରଫ ହେଲେ ଏହି ମହାନ କ୍ରିକେଟର୍‌

ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧ ବର୍ଷିୟ ସ୍ଲେଟରଙ୍କୁ ଗିରଫ କରାଯାଇଥିଲା। ନ୍ୟୁ ସାଉଥ ୱେଲ୍ସ ପୋଲିସ ସିଡନୀର ଏକ ସମୁଦ୍ର…

ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍‌ ଭିତରେ ମମିତାଙ୍କୁ ବୋର୍ଡା ଗାଁ…

ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍‌ ଦେବେ ପବନଦୀପ-ଅରୁଣିତା

ଟିଭି ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନ ଏବଂ ଶୋ’ର ପ୍ରଥମ ରନର୍‌ ଅପ ଅରୁଣିତା କାଞ୍ଜିଲାଲ ଏବେ ପୁଣି ଚର୍ଚ୍ଚାରେ। ରିଆଲିଟି ଶୋ’ ଶେଷ ହେବା ପରେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି।…

ପଞ୍ଜାବ ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ଶେଷ ହେବା ସମ୍ଭାବନା, କ୍ୟାପଟେନ୍‌ ଦେଲେ ସଙ୍କେତ…

ଚଣ୍ଡିଗଡ଼,୨୦।୧୦: ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନ ଶେଷ ହେବାର ସମ୍ଭାବନା ରହିଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌…

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବାରେ ହେଳା ପ୍ରଦର୍ଶନ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୧୦:ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଭାରତକୁ ଚିପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହି ମ୍ୟାଚ ରଦ୍ଦ କରିବାକୁ ଦେଶରେ ଦାବି ଉଠିଛି। ଗତ କିଛି ଦିନ ହେବ କଶ୍ମୀରରେ…

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର ରାଜ୍ୟର କୁଶୀନଗରଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଧାନନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସେହିପରି ୧୮୦.୬୬ କୋଟି…

ସୁନାର ମୋମୋ, ଦାମ୍‌ ରହିଛି…

ସୁନାର ବିରିଆନୀ, ସୁନାର ବଡ଼ା ପାଓ, ସୁନାର ପିଜା ପରେ ଏବେ ସୁନାର ମୋମୋ ଚର୍ଚ୍ଚାକୁ ଆସିଛି। ଭାରତରେ ଷ୍ଟ୍ରିଟ୍‌ ଫୁଡ୍‌ ଭାବେ ମୋମୋର ବେଶ୍‌ ଚାହିଦା ରହିଛି। ସେହି ଚାହିଦାକୁ ଦୃଷ୍ଟିରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ…

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ ବେଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri