ଆଶ୍ଚର୍ଯ୍ୟଜନକ କାମ କଲେ ଯୁବତୀ, ୟୁଜର୍ସ କହିଲେ ହେ ଭଗବାନ!
ଆଜିକାଲି ଲୋକମାନେ ସୃଜନଶୀଳତା ନାମରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। କେହି କେହି ଆଇସକ୍ରିମରେ ଦୋସା ତିଆରି କରୁଥିବାବେଳେ କେହି କେହି ଚାଉମିନ ମୋମୋସ ତିଆରି କରୁଛନ୍ତି। କୌତୁହଳର ବିଷୟ ହେଉଛି ଏହି ସୃଜନଶୀଳତା କେବଳ ସୋସିଆଲ ମିଡିଆରେ ଭାଇରାଲ…
କର୍ନାଟକରେ ୩ ଦିନ ପାଇଁ ସ୍କୁଲ, କଲେଜ ବନ୍ଦ
ଉଡୁପି(କର୍ନାଟକ),୮।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକର ଉଡୁପି ଜିଲାରେ ମଙ୍ଗଳବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ନିର୍ଦ୍ଦଶନାମା ସମ୍ପର୍କରେ…
ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରୋଲ୍ ହେଲେ ନୀଳନୟନା
ସୁରସାମ୍ରାଜ୍ଞୀ ଲତା ମଙ୍ଗେସ୍କର ଫେବୃୟାରୀ ୬ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଜନୀତି ଏବଂ ଫିଲ୍ମ ଜଗତ ସହ ଜଡିତ ସମସ୍ତ ସେଲିବ୍ରିଟି ଲତା ଦିଦିଙ୍କୁ ବିଦାୟ ଦେବାକୁ ଶିବାଜୀ ପାର୍କରେ ପହଞ୍ଚିଥିଲେ। ଏଥି ସହିତ, ପ୍ରଶଂସକ ଏବଂ ସେଲିବ୍ରିଟମାନେ ସୋସିଆଲ…
ବୁଧବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା
କଟକ ଅଫିସ,୮।୨: ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ବୁଧବାର ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ । ମୋଟ ୭୨,୨୮୦ ପରୀକ୍ଷାର୍ଥୀ ଏଥିନେଇ…
ଅଖିଳେଶ ଜାରି କଲେ ବଚନ ପତ୍ର, ୨ ଚକିଆ ଚାଳକଙ୍କୁ ୧ ଲିଟର ମାଗଣା ପେଟ୍ରୋଲ-ମୃତ ଚାଷୀଙ୍କୁ ୨୫ ଲକ୍ଷ…
ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ବଚନ ପତ୍ର ଭାବେ ନାମିତ କରାଯାଇଛି। ଏସ୍ପି ସରକାର ଗଠନ ହେଲେ ୧୫ ଦିନ ମଧ୍ୟରେ…
ସତ୍ୟମଙ୍ଗଲମ୍ ଟାଇଗର ରିଜର୍ଭ ରାସ୍ତାରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଚେନ୍ନାଇ, ୮।୨ : ତାମିଲନାଡୁର ସତ୍ୟମଙ୍ଗଲମ୍ ଟାଇଗର ରିଜର୍ଭ ଅଞ୍ଚଳରେ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ସେହିପରି ଘରୋଇ ଯାନ ଚଳାଚଳକୁ ଏହି ଅଞ୍ଚଳରେ ରାତି ୯ଟାଠାରୁ ସକାଳ ୬…
୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ୧୨ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଡବଲ୍ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶଣ ନିମନ୍ତେ ଅନୁମତି…
ଏମିତି କ୍ୟାଚ୍ ଧରିଲେ ମହିଳା କ୍ରିକେଟର୍, ପ୍ରଶଂସା କଲେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର: ଦେଖନ୍ତୁ ଭିଡିଓ
ଓ୍ବାଣ୍ଡର୍ସ,୮।୨: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଛ। ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବିଜୟ ଅପେକ୍ଷା ଲୌରା ୱଲୱାର୍ଡଙ୍କ ‘ସୁପରଗର୍ଲ’ କ୍ୟାଚ…
ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍ ବ୍ୟାପିବା ଆଶଙ୍କା…
ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍ର ବିଭିନ୍ନ ଭାରିଆଣ୍ଟ୍ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର…
‘ଭାଜପାକୁ ହରାଇବାକୁ ଏକଜୁଟ୍ ହେବାକୁ ପଡିବ’
ଲକ୍ଷ୍ନୌ,୮।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ବାସୀଙ୍କୁ ସମାଜବାଦୀ ପାଟି(ଏସପି) ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶକୁ ବଞ୍ଚାଇବା ପାଇଁ ଭାଜପାକୁ ପରାସ୍ତ କରିବାକୁ ପଡିବ। ଏହା ଏକ ବଡ ଲଡେଇ। ୟୁପିରେ ଏସପି ହେଉଛି…
ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା
ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି। ଏନେଇ ରାଗିଛନ୍ତି…
ଅହମଦାବାଦ୍ ସିରିଏଲ୍ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…
ଅହମଦାବାଦ୍, ୮।୨ : ଅହମଦାବାଦ୍ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି…

