Home

ପିନ୍ଧିବେ ନା ସଜାଇ ରଖିବେ

ପାଦକୁ ସୁରକ୍ଷା ଦେବା ସହିତ ଏବେ ଜୋତା ସୌଖୀନ ଓ ଷ୍ଟାଟସ୍‌ର ପ୍ରତୀକ ବି ପାଲଟିଗଲାଣି। ଆଉ ମହିଳାଙ୍କର ପ୍ରିୟ ହେଉଛି ହାଇ ହିଲ୍ସ। ଏହି ହାଇ ହିଲ୍ସରେ ବି ଏମିତି ସବୁ ଆକର୍ଷକ ଡିଜାଇନ୍‌ ଉପଲବ୍ଧ ହେଉଛି ଯେ, ତାକୁ…

ବୃକ୍ଷ ହେଉଛି ମା’ ବାପା ସମ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ ପରିବେଶର ସୁରକ୍ଷା, ଏମିତି କାର୍ଯ୍ୟରେ ସେ ସର୍ବଦା ଚିନ୍ତିତ । ୧୯୬୦ମସିହାରୁ ସକ୍ରିୟଭାବେ ସେ…

ମାଟିହାଣ୍ଡିରୁ ଟେରାକୋଟା

କୌଳିକ ବୃତ୍ତିର ଦାୟରେ ମାଟି ହାଣ୍ଡିର ମୋହରେ ପଡିଥିବା କୁମ୍ଭକାରଙ୍କ ଆର୍ଥିକସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇପଡିଥିବାବେଳେ ଏବେ ସ୍ଥିତି ସୁଧାରିବାର ବାଟ ଦେଖାଇଛି ଟେରାକୋଟା.. ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାମରେ ଖୋଜାପଡନ୍ତି ସେମାନେ। ଦିନେ…

ଖାଦ୍ୟରୁ ମିଳିବ ଉଷ୍ଣତା

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଶୀତବସ୍ତ୍ରର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ଏହିଦିନେ ଶରୀର ପାଇଁ ବାହ୍ୟ ଉଷ୍ଣତା ସହ ଆଭ୍ୟନ୍ତରୀଣ ଉଷ୍ଣତାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି; ଯାହା ମିଳିଥାଏ କିଛି ବିଶେଷ ଖାଦ୍ୟ ପଦାର୍ଥରୁ।…

ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଚେନ୍ନାଇ,୯।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ହେଲେ ପବ୍ଲିକ ଟ୍ରାନ୍ସପୋର୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ ଓ ରେଷ୍ଟୁରାଣ୍ଟରୁ ଲୋକେ…

କାମ ପାଇଁ ଭିକ ମାଗିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ନିଆ ଶର୍ମା ଅନ୍ୟତମ। ସେ ଅନେକ ଟିଭି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସହିତ ନଆ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ବିଷୟରେ ଅନେକ ଖୁଲାସା କରିଥାନ୍ତି।…

ଆଜି ଦେଶରେ ଦେଢ଼ଲକ୍ଷରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୯ା୧: ଦେଶରେ କରୋନା ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ନୂତନ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦,୮୬୩ କରୋନା…

କୂଅକୁ ଡେଇଁ ପଡ଼ିଲେ ଦମ୍ପତି, ଆଉ ତା’ ପରେ…

ମୁମ୍ବାଇ,୯ା୧: ମହାରାଷ୍ଟ୍ରର ନାଗପୁରରେ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି କୂଅକୁ ଡେଇଁ ପଡ଼ିଥିଲେ। ଫଳରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ସୂଚନାନୁଯାୟୀ, ନାଗପୁରର ବୁଟିବୋରି ଅଞ୍ଚଳରେ ଏକ ପରିବାର ରହୁଥିଲେ। ସକାଳେ ଖାଇବା ପ୍ରସ୍ତୁତ…

କଂଗ୍ରେସ ଭବନରେ ବୋମାମାଡ଼

ଭୁବନେଶ୍ୱର,୯ା୧(ବ୍ୟୁରୋ): ଗୋଷ୍ଠୀ କନ୍ଦଳକୁ ନେଇ ଶନିବାର ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ଆଜି ରାଜ୍ୟରୁ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୯ା୧(ବ୍ୟୁରୋ): ରବିବାର ରାଜ୍ୟରୁ ୪୭୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୦,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୫୫ ଜଣ ଚିହ୍ନଟ ହୋଇଥିବା…

କୁକୁରର ଜନ୍ମଦିନ ପାର୍ଟିରେ ଖର୍ଚ୍ଚ କରିଦେଲେ ୭ ଲକ୍ଷ; ୩ ଜଣଙ୍କୁ ବାନ୍ଧିନେଲା ପୋଲିସ

ଅହମ୍ମଦାବାଦ: ଦୁନିଆରେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ ଘରେ ପାଳିଥିବା ପଶୁମାନଙ୍କୁ ପରିବାରର ସଦସ୍ୟ ବୋଲି ମନେ କରନ୍ତି। ସେମାନେ ତାଙ୍କର ପ୍ରତ୍ୟେକ ଦିନକୁ ସ୍ବତନ୍ତ୍ର କରିବା ଲାଗି କିଛି ବି କରିବାକ ଦ୍ୱିଧା କରନ୍ତି ନାହିଁ। ଏବେ ଅହମ୍ମଦାବାଦର…

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ହୋଇଯାଇଛି । ଦୀର୍ଘ ୨ ମାସ ପରେ ଦିଲ୍ଲୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri