ଆଜି ୧୪ ଜିଲାକୁ କୁଆପଥର ବର୍ଷା
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିସହ କୁଆପଥର ମାଡ଼ ହେଉଛି। ୧୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଦକ୍ଷିଣ ଆଭ୍ୟନ୍ତରୀଣ…
ଓଡ଼ଗାଁରେ ଆରମ୍ଭ, ଭାପୁରରେ ଶେଷ
ନୟାଗଡ଼ ଅଫିସ,୧୩।୧: କରୋନାର ତୃତୀୟ ଲହର ସମୟରେ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ଭୟ ବଢ଼ାଇଛି। ତଥାପି ନିର୍ବାଚନ ବିଗୁଲ୍ ବାଜିବା ପରେ ନେତା ଓ ଆଶାୟଙ୍କ ଉତ୍କଣ୍ଠା ବଢ଼ିଛି । ବିଶେଷ କରି ଶାସକ ଦଳର କର୍ମୀ, ନେତା ଓ ସମର୍ଥକ…
ୟୁପି ବିଧାନସଭା ନିର୍ବାଚନ: ୪୮ ଘଣ୍ଟାରେ ଭାଜପାର ୬ ବିଧାୟକ ଦେଲେ ଇସ୍ତଫା
ଲକ୍ଷ୍ନୌ,୧୩ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ବୁଧବାର ଓବିସି ନେତା ଦାରା ସିଂ ଚୌହାନ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା…
ବୁଡ଼ି ଯାଉଥିଲେ; ସମୁଦ୍ରରୁ ବକ୍ସିଂ କୋଚ୍, ଖେଳାଳିଙ୍କୁ ଉଦ୍ଧାର କଲେ ଓଡ଼ିଆ ଯୁବକ
ନୟାଗଡ଼ ଅଫିସ/ରଣପୁର,୧୩।୧(ସ୍ବ.ପ୍ର.): ପୁଡ଼ୁଚେରୀ ନିକଟ ସମୁଦ୍ରରେ ୩ଜଣ ବୁଡ଼ି ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ କେବଳ ଚିତ୍କାର କରୁଥିଲେ। ହେଲେ କେହି ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ରକ୍ଷା କରିବାକୁ ସାହସ କରି…
ଓସିଏସ୍ ମେନ୍: ଚିନ୍ତାରେ ପରୀକ୍ଷାର୍ଥୀ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ଏବେ ଉପରମୁହାଁ ରହିଛି। ଆହୁରି ଦୁଇମାସ ଏହି ଧାରା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିସାରିଲାଣି। ଏଭଳି ସ୍ଥିତିରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପରୀକ୍ଷା କିଭଳି ଦେବେ, ତାହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଛନ୍ତି।…
ଓମିକ୍ରନ୍ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍…
ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ସପ୍ତାହରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି।…
ସାମାନ୍ୟ ନୁହେଁ ଓମିକ୍ରନ୍: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ
ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ ସପ୍ତାହ ମଧ୍ୟରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି ।…
ବଜେଟ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ, ୭୧୮ କର୍ମଚାରୀ ପଜିଟିଭ୍…
ନୂଆଦିଲ୍ଲୀ, ୧୩।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ବିସ୍ଫୋରଣ ଘଟିଛି। ପାର୍ଲାମେଣ୍ଟର ୭୧୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହି କାରଣରୁ, ବଜେଟ ଅଧିବେଶନକୁ ଠିକ ସମୟରେ ଆରମ୍ଭ ହେବା ନେଇ…
ମକର ସଂକ୍ରାନ୍ତି, ଲୋରି, ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୩ ।୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋରି, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗଲି ବିହୁ, ଉତ୍ତରାୟଣ ଓ ପୌଷ ପର୍ବ ଅବସରରେ ଦେଶ ଓ ବିଦେଶରେ ଥିବା ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା…
ପିଓକେ ଲଞ୍ଚପ୍ୟାଡ୍ରେ ୪୦୦ ଆତଙ୍କବାଦୀ
ନୂଆଦିଲ୍ଲୀ,୧୩।୧(ଆଇଏଏନ୍ଏସ୍):: ଭାରତରେ ଅନୁପ୍ରବେଶ ଲାଗି ପାକ୍ ଅଧିକୃତ କଶ୍ମୀର (ପିଓକେ)ର ବିଭିନ୍ନ ଲଞ୍ଚ୍ପ୍ୟାଡ୍ ଓ ପ୍ରଶିକ୍ଷଣ ଶିବିରରେ ୩୫୦ରୁ ୪୦୦ ଆତଙ୍କବାଦୀ ଉପସ୍ଥିତ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ଭାରତୀୟ ସେନାର ବାର୍ଷିକ ଖବରଦାତା…
ଜେଲରେ କିନ୍ନରଙ୍କ ପାଇଁ ହେବ ସ୍ବତନ୍ତ୍ର ପ୍ରକୋଷ୍ଠ
ନୂଆଦିଲ୍ଲୀ,୧୩।୧: କିନ୍ନରମାନଙ୍କ ଅଧିକାରକୁ ସ୍ବୀକୃତି ସ୍ବରୂପ ସେମାନଙ୍କ ଲାଗି ଜେଲରେ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପତ୍ର ଲେଖି ଜଣାଇଛନ୍ତି। ଶୋଷଣରୁ ସେମାନଙ୍କୁ ସୁରକ୍ଷା ଲାଗି କିନ୍ନର ବନ୍ଦୀଙ୍କ ନିମନ୍ତେ ସ୍ବତନ୍ତ୍ର ପ୍ରକୋଷ୍ଠ ବ୍ୟବସ୍ଥା ରହିବା…
ଭାଇରାଲ ଓ୍ବାର୍ଡ ଗେମ୍ ‘ଓ୍ବାର୍ଡଲେ’
ନ୍ୟୁୟର୍କ,୧୩।୧: ମହାମାରୀବେଳେ ଲୋକେ ଅଧିକ ସମୟ ଘରେ ବିତାଉଥିବାବେଳେ ଏକ ମଜାଦାର ଗେମ୍ ଅନଲାଇନରେ ବେଶ୍ ଲୋକପ୍ରିୟ ହୋଇଛି। ସହଜ ଏବଂ କୌତୁହପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ୟୁଜର୍ସ ଏବେ ଏହି ଖେଳରେ ମାତିଛନ୍ତି। ଏହାର ନାମ ହେଉଛି ‘ଓ୍ବାର୍ଡଲେ’। ନିଜ…
Archives


