ମୁହଁ ଖୋଲିଲେ ନୀତିନ ଗଡ଼କରୀ…
ନୂଆଦିଲ୍ଲୀ, ୧୦।୨ : କର୍ନାଟକର ହିଜାବ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଏବଂ ସମାଜରେ ଧାର୍ମିକ ସମନ୍ବୟ ସୃଷ୍ଟି କରିବା ଉଚିତ। ଗଡକରୀ କହିଛନ୍ତି ଯେ ଆମେ ସବୁ ଧର୍ମ,…
‘ପ୍ରଥମେ ମତଦାନ, ପରେ ଜଳପାନ’
ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପ୍ରଥମ ପର୍ଯ୍ୟାୟ ଗୁରୁବାର ଅନୁଷ୍ଠିତ ହେଉଛି। ମଥୁରାର ପାଞ୍ଚଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଗଣତନ୍ତ୍ରର ମହାନ ପର୍ବରେ ଭୋଟରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଥର ପାଇଁ ଭୋଟ ଦେଇଥିବା…
ମତଦାନ କଲେ ୧୦୫ ବର୍ଷୀୟା ବୃଦ୍ଧା
ମୁଜଫରପୁରନଗର,୧୦।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୀତୁଆ ସକାଳରେ ପୁଲିଂ ବୁଥ୍ଗୁଡ଼ିକରେ ଭୋଟରମାନେ ଲମ୍ବା ଲାଇନରେ…
୧୪ ନଂ ଜୋନ୍ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର
ଗଞ୍ଜାମ,୧୦ା୨(ଡି.ଏନ୍.ଏ.): ଆଉ ମାତ୍ର ଦିନ କେଇଟା ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥିନୀ ସସ୍ମିତା ସ୍ବାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ସନ୍ତୋଷପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳୀୟ ନେତୃବୃନ୍ଦଙ୍କୁ…
ଅବିବାହିତା ଥିବା ସତ୍ତ୍ୱେ ସିନ୍ଦୁର ଲଗାଉଥିଲେ ଲତା ମଙ୍ଗେସକର; ଜାଣନ୍ତୁ କାହା ପାଇଁ…
ବମ୍ବେ: ସାରା ଜୀବନ ଅବିବାହିତ ଥିଲେ ହେଁ ସିନ୍ଦୁର ଲଗାଉଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର। ଅନେକ ଏହା ପଛର କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତା ଉପରୁ ଉଠିଛି ପରଦା। ବିଗତ ଦିନର ନାୟିକା ତବସ୍ସୁମ ଲତା କାହାପାଇଁ ସିନ୍ଦୁର ଲଗାଉଥିଲେ…
ହିଜାବ ବିବାଦରେ ‘ବୁଲେଟ୍’ ଏଣ୍ଟ୍ରି
ଭୋପାଳ,୧୦।୨: କର୍ନାଟକର ଏକ ସ୍କୁଲରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ମାମଲା ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ବୁଧବାର ଝିଅମାନେ ହିଜାବ-ବୁର୍ଖାରେ ଫୁଟବଲ-କ୍ରିକେଟ ଖେଳିବା ପରେ ଏବେ ବୁଲେଟ ଚଳାଉଥିବା ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ବୁଲେଟରେ ବସିଥିବା ଜଣେ ଝିଅ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୧୦ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ ନିମନ୍ତେ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ…
ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ
ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା ଏବଂ ଜିତିବା ଏକ ଚମତ୍କାର ବୋଲି ବିବେଚନା କରାଯାଉଛି। ଷ୍ଟିଭେନ୍ସନଙ୍କ କହିବାନୁସାରେ, ୨୦୧୬ରେ ଏକ…
ରୋମାଣ୍ଟିକ୍ ହେଲେ କମେଡି କିଙ୍ଗ୍, ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଦେଲେ…
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ସ୍ତ୍ରୀ ଗିନ୍ନି ଚତରଥଙ୍କ ସହ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ କପିଲ ଏବଂ ଗିନ୍ନି ଫଟୋଗ୍ରାଫରଙ୍କ ସାମ୍ନାରେ ପୋଜ୍ ଦେଉଛନ୍ତି। ଖାଲି ଏତିକି ନୁହେଁ, ସମସ୍ତଙ୍କ ସାମ୍ନାରେ କପିଲ…
ହିଜାବରେ ହସ୍ତକ୍ଷେପ ନ କରିବାକୁ କହିଲେ ସୁପ୍ରିମ୍କୋର୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପଦକ୍ଷେପ…
ନୂଆଦିଲ୍ଲୀ, ୧୦।୨ : କର୍ନାଟକରେ ଚାଲିଥିବା ହିଜାବ ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ କପିଲ ସିବଲ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ପ୍ରସଙ୍ଗରେ କର୍ନାଟକ…
ପ୍ରଚାର ମଇଦାନରେ କେଜ୍ରିଓ୍ବାଲଙ୍କ ସ୍ତ୍ରୀ, ଝିଅ
ଚଣ୍ଡିଗଡ଼,୧୦।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ବିଭିନ୍ନ ଦଳ ପ୍ରଚାର ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା ଝିଅ ହର୍ଷିତାଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ…
ବ୍ୟାଟ୍ ଛାଡି ବନ୍ଧୁକ ଧରିଲେ ଧୋନୀ
ରାଞ୍ଚି,୧୦।୨: ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଅଛନ୍ତି। ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଏହି ସମୟରେ…
Archives


