Home

ମହାଯାତ୍ରା ଆରମ୍ଭ…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ ଶିବାଜୀ ପାର୍କ ଅଭିମୁଖେ ନିଆଯାଉଛି। ପ୍ରଭୁକୁଞ୍ଜ ଆପାର୍ଟମେଣ୍ଟର ଫାଷ୍ଟ୍‌ ଫ୍ଲୋର୍‌ରୁ ଲତାଙ୍କୁ ସେନା ଯବାନ…

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ ରବି…

ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ ଅଫିସ,୬ା୨: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ କନ୍ଧମାଳ ଜିଲା ଭେଟକୋଲ ଘାଟି ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିଲେ। ଭେଟକୋଲ ଘାଟି…

ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର…

ଏହି ଦୁଇଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା

ଭୁବନେଶ୍ୱର,୬ା୨(ବ୍ୟୁରୋ): ଚାଲିଗଲେ ସୁରର ରାଣୀ ଲତା ମଙ୍ଗେସକର। ସଙ୍ଗୀତ ବ୍ୟତୀତ ସେ ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ସେ ୩୦ରୁ ଊର୍ଦ୍ଧ୍ୱ ଭାଷାରେ ଏବଂ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ତାଙ୍କ ବିୟୋଗରେ ଆଜି…

କ୍ଷେତ ବୁଲି ଚଣା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହାଇଦ୍ରାବାଦ ଗସ୍ତରେ ଥିଲେ। ସେ ଅଇସିଆର୍‌ଆଇଏସ୍‌ଏଟ(ICRISAT)ର ୫୦ତମ ବାର୍ଷିକ ଉତ୍ସବ ଯୋଗଦେବାକୁ ଆସିଥିଲେ। ହାଇଦ୍ରାବାଦର ଅନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସ ପରିଦର୍ଶନ କରି ଚାଷ ଜମିରୁ କିଛି ଚଣା…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୬।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭ ହଜାର ୪୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷା ବଳ ନିୟୋଜିତ ସତ୍ତ୍ୱେ କିଭଳି…

ହୀରା ଆଉ ଶାଢ଼ି କିଣିବାକୁ ପସନ୍ଦ କରନ୍ତି ଲତା

ମୁମ୍ବାଇ: ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରୁଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ରବିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତ ବ୍ୟତୀତ ଲତା ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ଲତା ସବୁବେଳେ କ୍ରିକେଟ ଖେଳ…

ଜରା ଆଖୋଁ ମେ ଭରଲୋ ପାନି…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ୯୨ ବର୍ଷରେ ପରଲୋକ ଘଟିଛି। ସରସ୍ବତୀ ପୂଜାର ଗୋଟିଏ ଦିନ ପରେ ସ୍ବର ସାମ୍ରାଜ୍ଞୀ ଅଜଣା ରାଇଜକୁ ବାହୁଡ଼ି ଯାଇଛନ୍ତି। ମୁମ୍ବାଇ ସ୍ଥିତ ବ୍ରିଜ୍‌ କ୍ୟାଣ୍ଡି ହସ୍ପିଟାଲରେ ୨୮ ଦିନ ଧରି…

ଗିନିଜ୍‌ ବୁକ୍‌ରେ ଅଛି କୋକିଳ କଣ୍ଠୀଙ୍କ ନାମ

ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ ପରେ ତାଙ୍କ ନାମ ‘ଲତା’ ରଖାଯାଇଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ସଙ୍ଗୀତ ନିର୍ଦ୍ଦେଶକ…

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬ ଫେବୃୟାରୀ ୨୦୨୨)ରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri