ହିଜାବରେ ନୂଆ ମୋଡ଼, ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍ଙ୍କୁ ଆର୍ଏସ୍ଏସ୍ ମୁସଲିମ୍ ଶାଖାର ସମର୍ଥନ …
ବେଙ୍ଗାଲୁରୁ, ୧୦।୨ : ହିଜାବ୍ ବିବାଦ ନେଇ ଦେଶର ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଏପରିସ୍ଥଳେ ଅଲ୍ଲା-ହୁ-ଆକବର କହିଥିବା ମୁସକାନ୍ଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁସଲିମ୍ ଶାଖା ଏମ୍ଆର୍ଏମ୍ ପକ୍ଷରୁ ସମର୍ଥନ କରାଯାଇଛି। ଫଳରେ ହିଜାବ ପ୍ରସଙ୍ଗରେ ଏକ…
ଦେଶର ଶେଷ ଗାଁ: ଶେଷ ଦୋକାନ-ଢାବା
ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି। ନିକଟରେ ସେହିଭଳି କିଛି ସେ ଏକ ମଜାଦାର ଟୁଇଟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୁରୁବାର ଆନନ୍ଦ ମହିନ୍ଦ୍ରା…
ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ଜାରି, କୌଣସି ନୀତିଗତ ପରିବର୍ତ୍ତନ ନାହିଁ…
ନୂଆଦିଲ୍ଲୀ, ୧୦।୨ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେକୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ…
କୋହଲି ମାଲାମାଲ: ପାଇବେ ୧୨୫ ଗୁଣ ଅଧିକ ଟଙ୍କା
ନୂଆଦିଲ୍ଲୀ,୧୦।୨:ଆଇପିଏଲ୍ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି। ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି। ୧୫ଟି ଦେଶରୁ ମୋଟ ୫୯୦ ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି। ୧୦ଟି ଦଳ ନିଲାମ ପୂର୍ବରୁ…
୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍…
ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା ବ୍ୟତୀତ…
ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିବ ରୁଷିଆ-ୟୁକ୍ରେନ୍ ଯୁଦ୍ଧ…
ଓ୍ବାଶିଂଟନ, ୧୦।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆମେରିକାର ଜେନେରାଲ କହିଛନ୍ତି। ଆମେରିକାର ଲେଫ୍ଟନାଣ୍ଟ ଜେନେରାଲ ଏରିକ କୁରିଲା ଚେତାବନୀ ଦେଇଛନ୍ତି ଯେ ଯଦି ରୁଷିଆ ୟୁକ୍ରେନ…
ସୁନ୍ଦରଗଡ଼ରୁ ୧୨ ମୁଣ୍ଡ ନେଲା କରୋନା; ଆଖି ବୁଜିଲେ ୨୧
ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୨ଜଣ ଥିବା ବେଳେ ବାଲେଶ୍ୱରରୁ ଜଣେ, ଭଦ୍ରକରୁ ୨, ଭୁବନେଶ୍ୱରରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ଜଣେ, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଏନେଇ ଗୁରୁବାର…
ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୮୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୬୨ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୬୧୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୩୩୪ ପିଲା ଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ…
ସକ୍ରିୟ ମାମଲା ୮ ଲକ୍ଷ ତଳେ…
ନୂଆଦିଲ୍ଲୀ, ୧୦।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି…
ଇଡେନ୍ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର, କହିଲେ ଏମିତି
ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ ରଖି ଅନେକଙ୍କୁ ଚମକାଇଛନ୍ତି। ତେବେ ୨୦୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ଆଇସିସି ଟି-୨୦…
ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…
ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍ କରିଛି। ଏହି ବୁଡ଼ାଜାହାଜର ଡିଜାଇନ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ…
ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ
ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍ ଗଠିତ । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରୀ ପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ସସ୍ମିତା…
Archives


