ପ୍ରମିଜ୍ ଡେ’: ଆଜି ପ୍ରେମୀଯୁଗଳ କରିବେ ପ୍ରତିଜ୍ଞା
ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍ ଉତ୍ସାହିତ ରହିଥାନ୍ତି। ଖାସ୍ ଏଥିପାଇଁ ତ…
ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ
ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି ଆସନ ଲାଗି ଭୋଟ ଗ୍ରହଣ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି…
ଭିଜିଲାନ୍ସ ଜାଲରେ ରେଞ୍ଜର
ବାଲିଗୁଡ଼ା,୧୦ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମିଳିତ ଚଢ଼ାଉ…
‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ
ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ କରୁଛନ୍ତି। ‘ପୁଷ୍ପା’ ଫିଲ୍ମର ସଂଳାପ, ଗୀତ ଏବଂ ଅଲୁ ଅର୍ଜୁନଙ୍କ ଡ୍ୟାନ୍ସ ଶୈଳୀକୁ ନେଇ…
କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପରିବାରଙ୍କୁ ମିଳିବ ସହାୟତା
ନୂଆଦିଲ୍ଲୀ,୧୦।୨: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। କରୋନାରେ ମୃତ୍ୟୁ ହୋଇଥିବା ୧୨୩ ସାମ୍ବାଦିକ ପରିବାରବର୍ଗଙ୍କ ପାଇଁ କେନ୍ଦ୍ର ସରକାର ୬.୧୫ କୋଟି ଟଙ୍କା ଆର୍ଥିକ ସହାୟତା ମଞ୍ଜୁରୀ ପ୍ରଦାନ…
ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ
ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ୧ ନମ୍ବର ପରିବା ହାଟ ସ୍ଥାନାନ୍ତର ହେବ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲସେଲ ମାର୍କେଟ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ…
ପାକିସ୍ତାନକୁ ଭାରତର କଡ଼ା ଜବାବ: ପ୍ରଥମେ ନିଜ ଘର ସମ୍ଭାଳ
ନୂଆଦିଲ୍ଲୀ,୧୦।୨: ,୧୦।୨: କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ଜବାବ ତଲବ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ କର୍ନାଟକରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କ ଉପରେ ହୋଇଥିବା ନିଷେଧାଦେଶକୁ ନିନ୍ଦା କରିଛନ୍ତି।…
ମୋ’ ଉପରେ ଚଳିବନି ଇଡି, ସିବିଆଇ ଚାପ: ରାହୁଲ
ନୂଆଦିଲ୍ଲୀ,୧୦ା୨: ଉତ୍ତରପ୍ରଦେଶରେ ଚଳିତମାସରେ ସମସ୍ତ ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ର ଏହାର ଫଳାଫଳ ଆସିବ। ବର୍ତ୍ତମାନ ଜୋର୍ଦାର ନିର୍ବାଚନ ପ୍ରଚାର ଚାଲିଛି। ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରୁଛନ୍ତି। ଏପରିକି…
ଘର ଭଡା ଦେଇନାହାନ୍ତି ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୦।୨: ସର୍ବପୁରାତନ ଦଳ କଂଗ୍ରେସକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅନେକ କଂଗ୍ରେସ ନେତା ସରକାରୀ ଭବନ ପାଇଁ ଭଡା ଦେଉନାହାଁନ୍ତି। ଏହି ନେତାଙ୍କ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନାମ ମଧ୍ୟ ରହିଛି। ଦିଲ୍ଲୀ ମୁଖ୍ୟାଳୟ ଏବଂ…
ଅଭିନେତା ଅମୋଲ ପାଲେକର ଅସୁସ୍ଥ
ମୁମ୍ବାଇ,୧୦।୨: ୭୦ ଓ ୮୦ ଦଶକର ସୁପରହିଟ ଅଭିନେତା ଭାବେ ବେଶ୍ ଜଣାଶୁଣା ଅମୋଲ ପାଲେକର ଅସୁସ୍ଥ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ୭୭ବର୍ଷୀୟ ଅମୋଲଙ୍କୁ ଭର୍ତ୍ତି କରାଯାଇଥିବା ବେଳେ…
ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ
ଅଭିନେତା ଅରବାଜ୍ ଖାନ୍ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ବିବାହକୁ ନେଇ ମଲାଇକାଙ୍କ ପୂର୍ବତନ ସ୍ବାମୀ…
‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ
ଅହମଦାବାଦ୍,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି।…
Archives


