Home

ବିବାହ ପରେ ଅଧିକ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ବିବାହ ପରେ ସୋସିଆଲ ମିଡିଆରେ ଏବେ ବହୁତ ରୋମାଣ୍ଟିକ୍‌ ଫଟୋ ଶେୟାର କରୁଛନ୍ତି। ସୁରଜ ନାମ୍ବିଆରଙ୍କ ସହ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମୌନୀ। ଏବେ ସେ ହନିମୁନ୍‌ରେ ଯାଇଛନ୍ତି।…

ଇଭିଏମ୍‌ରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)ରେ ହେବ। ସର୍ବଦଳୀୟ ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ ଗୋଟିଏ ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍‌ ରଖାଯିବ। ଗୋଟିଏ ଇଭିଏମ୍‌ କାଉନ୍‌ସିଲର/କର୍ପୋରେଟରଙ୍କୁ ଭୋଟ୍‌ ପାଇଁ…

ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନରେ ବିଧାୟକ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ଏହି ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କ ପକ୍ଷରୁ ପ୍ରଚାର ଜୋର୍‌ଦାର ହୋଇଛି। ଛତ୍ରପୁର ବିଧାୟକ…

ସର୍ବଦଳୀୟ ବୈଠକ ଶେଷ: ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଗୁରୁବାର ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ…

ନାସିକରେ ବିସର୍ଜନ ହେଲା ସୁର ସାମ୍ରାଜ୍ଞୀଙ୍କ ଅସ୍ଥି

ମୁମ୍ବାଇ,୧୦।୨: ମହାରାଷ୍ଟ୍ର ନାସିକ ଜିଲାର ଗୋଦାବରୀ ନଦୀକୂଳ ସ୍ଥିତ ରାମକୁଣ୍ଡରେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ବିସର୍ଜନ କରାଯାଇଛି। ଗୁରୁବାର ସକାଳେ ପରିବାରର ସମସ୍ତ ସଦସ୍ୟ ଲତାଙ୍କ ଅସ୍ଥି ବିସର୍ଜନ ପାଇଁ ନାସିକରେ ପହଞ୍ଚିଥିଲେ। ଏହି…

ଜାଣନ୍ତି ଗୋଟିଏ ଆଖିରେ କାହିଁକି ପଟି ବାନ୍ଧନ୍ତି ଜଳଦସ୍ୟୁ

ସମସ୍ତେ ପ୍ରାୟ ଜଳଦସ୍ୟୁ ବା ସମୁଦ୍ର ଲୁଟେରାଙ୍କ ସହିତ ଜଡ଼ିତ କାହାଣୀ ଶୁଣିଥିବେ। ନଚେତ୍‌ ସେମାନଙ୍କୁ ଫିଲ୍ମ କିମ୍ବା କାର୍ଟୁନରେ ଦେଖିଥିବେ। ଏହି ଡକାୟତମାନଙ୍କ ପୋଷାକ ପରିଚ୍ଛଦ ଭିନ୍ନ ଅଟେ। ମୁଣ୍ଡରେ ଏକ ବଡ଼ ଟୋପି, ଅଜବ ପୋଷାକ ଏବଂ ଆଖିରେ…

ଲଖିମପୁର ହିଂସା: ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଛି। ଗୁରୁବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ ଏହି…

ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ, ହାଇକୋର୍ଟ…

ଚେନ୍ନାଇ, ୧୦।୨ : ମନ୍ଦିର ପରିସରରେ ପ୍ରବେଶ ପାଇଁ ପାରମ୍ପରିକ ଡ୍ରେସ କୋଡକୁ ନିର୍ଦ୍ଦେଶ ଦେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରୁଥିବାବେଳେ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଧର୍ମ ନାମରେ ବିଭାଜନ ନେଇ ଦୁଃଖ…

ପଦ୍ମ ଧରିଲେ ଦ’ ଗ୍ରେଟ୍‌ ଖଲି

ନୂଆଦିଲ୍ଲୀ,୧୦।୨: ପଦ୍ମ ଧରିଲେ ଖ୍ୟାତନାମା ରେସଲର ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ତାରକା ଦିଲ୍ଲୀପ ସିଂହ ରାଣା ଓରଫ ଦ ଗ୍ରେଟ୍‌ ଖଲି। ଭାଜପା ମୁଖ୍ୟାଳୟକୁ ଆସି ଗୁରୁବାର ସେ ଦଳରେ ସାମିଲ ହୋଇଛନ୍ତି। ୪୯ ବର୍ଷୀୟ ଖଲି ପୂର୍ବତନ ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନ୍‌,…

ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେନି ପୋଲିସ

ଇସଲାମାବାଦ,୧୦ା୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଚାଇନାର ଶର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ବାରଣ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପୋଲିସ ବିଭାଗର କୌଣସି କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଏ ସମ୍ପର୍କରେ ପୋଲିସ…

୧୫ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହୋରାଙ୍କ ପାଇଁ ସ୍ଥାନୀୟ ବିଧାୟକ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି । ରାମଗଡ଼, ହୁମ୍ମା , ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତ ସ୍ବତଃପ୍ରବୃତ୍ତ ଭାବେ ଲୋକମାନେ ବିଧାୟକ ବେହେରାଙ୍କୁ…

କୋଟିରେ ପାଉଣା, ହେଲେ ଟଙ୍କାଟିଏ ବି ନେଇ ନ ଥିଲେ

ବମ୍ବେ: କିଙ୍ଗ ଖାନ୍‌ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଭାଗ୍ୟ ବୋଲି ମନେ କରନ୍ତି ନବାଗତା। ସେପରି କିଛି ଘଟିଥିଲା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କ କ୍ଷେତ୍ରରେ। ଆଜି ସମସ୍ତ ନିର୍ମାତାଙ୍କ ପ୍ରଥମ ପସନ୍ଦ ସେ। ତାଙ୍କ ପାଉଣା ବି କାହିଁରେ କେତେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri