ଆଇଏମ୍ଏଫ୍ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ
ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍ଏଫ୍)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍ଡିଏମ୍ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ ଇସ୍ତଫା ଦେବା ପରେ ଏହି ପଦରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଗୀତା…
ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍
ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଏହା ପୁଣି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଟିକା ଏହା ବିରୋଧରେ ପ୍ରଭାବୀ ନ ହୋଇପାରେ ବୋଲି…
ସ୍ବାଭାବିକ ହୋଇପାରୁନି ଗୃହ
ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ। ନଚେତ୍ ଗୃହ…
ଭିତର ରତ୍ନଭଣ୍ଡାର ନକଲି ଚାବିକୁ ନେଇ ଦ୍ୱନ୍ଦ୍ୱ
ପୁରୀ ଅଫିସ,୩ା୧୨:ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ଓ ପରେ ପୁଣି ରେକର୍ଡ ରୁମ୍ରୁ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ନକଲି ଚାବି ମିଳିଯିବା ଘଟଣା ନେଇ ସେସମୟରେ ଚର୍ଚ୍ଚା…
ସତର୍କ ହେଲା ଆମେରିକା: ଦେଖାଇବାକୁ ହେବ ୨୪ ଘଣ୍ଟା ଭିତରେ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ
ୱାଶିଂଟନ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ଅଧିକାଂଶ ଦେଶରେ ଦେଖାଯାଇଥିବା ବେଳେ ସମସ୍ତ ଦେଶ ଏବେ ଏହାକୁ ନେଇ ନୂଆ ଗାଇଡ ଲାଇନ ଜାରି କରି ସାରିଲେଣି । ଆମେରିକା ଭଳି ଶକ୍ତିଶାଳୀ ଦେଶ ବି ଏଥିରୁ ବାଦ୍…
ସଂକ୍ରମିତ ଦେଶରୁ ଓଡ଼ିଶା ଆସିଛନ୍ତି ୩୮୦
ଭୁବନେଶ୍ୱର, ୩ା୧୨(ବ୍ୟୁରୋ):ସାରା ବିଶ୍ୱକୁ ଏବେ କରୋନାର ନୂଆ ଭୂତାଣୁ ‘ଓମିକ୍ରନ’ ଭୟ ଲାଗି ରହିଥିବାବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଲାଣି। କାରଣ ଓମିକ୍ରନ ସଂକ୍ରମିତ ଦେଶରୁ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୩୮୦ଜଣ ଫେରିଛନ୍ତି। ଏ ନେଇ ଗୁରୁବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.…
ଯେଉଁଠି ପହଞ୍ଚିବାକୁ ଡେଲ୍ଟା-ବିଟାକୁ ଲାଗୁଥିଲା ୧୦୦ଦିନ, ଓମିକ୍ରନ୍ ପହଞ୍ଚିବ ୧୦ ଦିନରେ
ନୂଆଦିଲ୍ଲୀ,୩ ।୧୨: ଓମିକ୍ରନ୍ ଏବେ ୨୯ଟି ଦେଶରେ ପହଞ୍ଚି ସାରିଲାଣି । ଏବେ ପର୍ଯ୍ୟନ୍ତ ୩୭୩ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଆଫ୍ରିକାର ୧୮୩ ଜଣ ବୋଲି ଜଣାପଡିଛି । ଅନ୍ୟ ଭାରିଏଣ୍ଟଠାରୁ ଏହା…
ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ…
ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ। ମୂଳା: ମୂଳା ଶରୀରକୁ ଜଙ୍କ୍ଫୁଡ୍…
ଦୃଢ଼ ମନୋବଳ ଆଗରେ ହାର୍ମାନେ ଦିବ୍ୟାଙ୍ଗତା
ଦିବ୍ୟାଙ୍ଗତା ସମସ୍ୟା ଯୋଗୁ ଜଣଙ୍କର ସଫଳତା ପ୍ରାପ୍ତିରେ କୌଣସି ବାଧା ସୃଷ୍ଟି ହୋଇ ନ ଥାଏ। ମନୋବଳ ଦୃଢ଼ ଥିଲେ ଜୀବନ ଯୁଦ୍ଧରେ ବି ବିଜୟ ମିିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି ମାନବ ସମାଜର…
ଓମିକ୍ରନ୍ ସଙ୍କଟ: ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୩ହଜାର ଯାତ୍ରୀଙ୍କ ମଧ୍ୟରୁ ୬ ପଜିଟିଭ
ନୂଆଦିଲ୍ଲୀ,୩ ।୧୨: ସାରା ବିଶ୍ୱରେ ଏବେ ଚିନ୍ତା ଓମିକ୍ରନ ଭାରିଏଣ୍ଟକୁ ନେଇ । ଏହି ଭାରିଏଣ୍ଟ ଏବେ ପାଖାପାଖି ୩୦ଟି ଦେଶରେ ପହଞ୍ଚି ଯାଇଥିବା ବେଳେ ଏହା ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଗଲାଣି ।…
ଜଣେ ଓମିକ୍ରନ୍ ସଂକ୍ରମିତ ୧୮-୨୦ ଜଣଙ୍କୁ କରିପାରିବେ ପଜିଟିଭ
ନୂଆଦିଲ୍ଲୀ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଭାରତରେ ପହଞ୍ଚି ସାରିଲାଣି । କର୍ନାଟକରେ ଓମିକ୍ରନ୍ ସଂକ୍ରମିତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ଏବେ ସାରା ଦେଶରେ ଓମିକ୍ରନ୍କୁ ନେଇ ଚିନ୍ତା ବଢି ଯାଇଛି ।…
ଓମିକ୍ରନ ସଂକ୍ରମଣ: ବ୍ରିଟେନ ପ୍ରଧାନମନ୍ତ୍ରୀ ନେଲେ ବୁଷ୍ଟର ଡୋଜ, ଶେୟାର କଲେ ଭିଡିଓ
ଲଣ୍ଡନ,୩ ।୧୨: ସାରା ବିଶ୍ୱରେ ଏବେ କରୋନା ଭାଇରସର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ନେଇଛନ୍ତି । ଏହି ସୂଚନା ସେ ନିଜେ ତାଙ୍କ ଟୁଇଟର…
Archives


