ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍ରେ ରହିବେ ଲାଲୁ
ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ରାଞ୍ଚି ସ୍ଥିତ…
ନର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ପ୍ରଶ୍ନଚିହ୍ନ…
ଓ୍ବାଶିଂଟନ/ମସ୍କୋ, ୧୫।୨ : ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ନର୍ଡ ଷ୍ଟ୍ରିମ-୨ ନିର୍ମାଣ କ୍ଷେତ୍ରରେ ସଙ୍କଟ ଉପୁଜିବାର ଆଶଙ୍କା ରହିଛି। ଏହାକୁ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ କହି…
ଆସନ୍ତାକାଲି ରାଜ୍ୟରେ ଖୋଲିବ ଅଙ୍ଗନଓ୍ବାଡି-ପ୍ରାଥମିକ ସ୍କୁଲ
କୋଲକାତା,୧୫।୨: ଦେଶରେ କରୋନା ମାମଲା ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ଏବେ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ମଧ୍ୟ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୬ରୁ ରାଜ୍ୟରେ ପୁଣିଥରେ…
ଧରାପଡ଼ିଲେ କୋଟିପତି ପୋଲିସବାବୁ: ଚଢୁଥିଲେ ବିଏମ୍ଡବ୍ଲୁ; ଚାକିରିରେ ଥାଇ ୩ ବ୍ୟବସାୟ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ପୋଲିସ ବାବୁ। ମଙ୍ଗଳବାର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଫିଟିବାରେ ଲାଗିଛି ସମ୍ପତ୍ତି ତାଲିକା। ଘରୁ ନଗଦ ଟଙ୍କା ସହ ଜବତ ହୋଇଛି ଅନେକ ଦାମୀ କାର୍, ବାଇକ୍। ସରକାରୀ ଚାକିରିରେ…
ଜର୍ମାନୀ ସହ ଆଲୋଚନା ପରେ ପଛକୁ ହଟିଲେ ରୁଷିଆ ସୈନ୍ୟ…
ମସ୍କୋ, ୧୫।୨ : ଜର୍ମାନୀ ସହିତ ଆଲୋଚନା ପରେ ୟୁକ୍ରେନ୍କୁ ଘେରି ରହିଥିବା ରୁଷିଆ ସୈନ୍ୟ ପଛକୁ ହଟିବା ଆରମ୍ଭ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଏଏଫ୍ପି ପକ୍ଷରୁ କୁହାଯାଇଛି ଯେ, ରୁଷିଆ ସୈନ୍ୟ ଏବେ ସୀମାରୁ ହଟିବା ଆରମ୍ଭ କରିଛନ୍ତି। ପଶ୍ଚିମ…
ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ
ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ ପରିପ୍ରକାଶ କରିଥାନ୍ତି। କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…
ୟୁକ୍ରେନ୍କୁ ୧୦ ପଟୁ ଘେରିଲେ ରୁଷିଆ ସୈନ୍ୟ…
ମସ୍କୋ/କାଇଭ୍, ୧୫।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ରୁଷିଆ ୟୁକ୍ରେନ ସୀମାରେ ପ୍ରାୟ ଲକ୍ଷେ ୩୦ ହଜାର ଲକ୍ଷ ସୈନ୍ୟ ମୁତୟନ କରିଛି। ସୈନ୍ୟମାନେ ପୂର୍ବ ଏବଂ ଦକ୍ଷିଣ ସୀମାରେ ୟୁକ୍ରେନକୁ ୧୦ ପଟୁ ଘେରି…
ଦାଉଦ୍ଙ୍କ ଭଉଣୀଙ୍କ ଘରେ ଇଡ଼ି ଚଢ଼ାଉ, ରାଜନୈତିକ ଲିଙ୍କର ଖିଅ ଖୋଜା ଜାରି..
ମୁମ୍ବାଇ, ୧୫।୨ : ଅଣ୍ଡରୱାଲର୍ଡ କାର୍ଯ୍ୟକଳାପ, ବେଆଇନ ସମ୍ପତ୍ତି କ୍ରୟ ବିକ୍ରୟ ତଥା ହାୱାଲା କାରବାର ସହ ଜଡିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ ଅନ୍ତର୍ଗତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁମ୍ବାଇର ୯ ଟି ଏବଂ ଠାଣେର ଗୋଟିଏ ସ୍ଥାନରେ…
କଂଗ୍ରେସକୁ ବଡ଼ ଝଟ୍କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର
ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ ଇସ୍ତଫା…
ନିର୍ବାଚନ ସମୟରେ ଗୋଖାଦ୍ୟ ଦୁର୍ନୀତି ଫଇସଲା: ୭୫ ଦୋଷୀ, ୬ ଫେରାର୍ …
ପାଟନା, ୧୫।୨ : ବିଧାନସଭା ନିର୍ବାଚନ ସମୟରେ ପୁଣି ବିହାରରେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ରାଜନୈତିକ ସ୍ଥିତି ସରଗରମ ହୋଇଉଠିଛି। ୫ ରାଜ୍ୟର ବିଧାନସଭାରୁ ଫାଇଦା ନେବା ପାଇଁ କେନ୍ଦ୍ର ସରକାର ଏଭଳି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ୨୬ ବର୍ଷ…
ଅଏଲି ସ୍କିନ୍ କେୟାର
ଅଏଲି ସ୍କିନ୍ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ… ସାଧାରଣତଃ ତୈଳୀୟ ତ୍ୱଚାରେ ବ୍ରଣ, ଦାଗ ଆଦି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ସହଜରେ…
ନ କହିଲେ ଭଲ
ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍ ନୁହେଁ। କାରଣ ଏହି କାନକୁହା କଥା ବି ବେଳେବେଳେ ବୁମେରାଂ ହୋଇପାରେ। ସୁଖୀ ଓ…
Archives


