Home

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର ୪୦୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୪୭ ଜଣଙ୍କ ମୃତ୍ୟୁ ଘଟିଛି।…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋଦ୍ଧର୍ର୍ା ଜଲାକୁ ବାଦ ଦେଲେ…

ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ ସମ୍ଭାବ୍ୟ ଯୁଦ୍ଧ ତାରିଖ କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କ୍ୱିଭ୍‌,୧୫।୨: ୟୁକ୍ରେନ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ୟୁକ୍ରେନକୁ ଘେଣିବା ପାଇଁ ରୁଷିଆ ଆକ୍ରମଣ ପାଇଁ ୧.୩୦ଲକ୍ଷ ସେନ୍ୟ ଓ ମିସାଇଲ ପ୍ରସ୍ତୁତ କରି ରଖିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ତାଙ୍କର ଏକ ଫେସବୁକ…

ପସନ୍ଦର ଫୁଲ ଦେଲେନି ବୋଲି ମାଳିଙ୍କୁ ଏମିତି ସଜା ଦେଲେ ଉତ୍ତର କୋରିଆ ଶାସକ

ପ୍ୟୋଙ୍ଗୟୋଙ୍ଗ,୧୪।୨: ଉତ୍ତର କୋରିଆର କ୍ରୁର ଶାସକ ଭାବେ ପରିଚିତ କିମ ଜୋଙ୍ଗ ଉନ ପିତା କିମ ଜୋଙ୍ଗ ଇଲ୍‌ଙ୍କ ଜନ୍ମବାର୍ଷିକୀରେ ସ୍ମାରକ ଏବଂ ରାସ୍ତା ସଜାଇବା ପାଇଁ ମନପସନ୍ଦ ଫୁଲ ଦେବାରେ ବିଫଳ ହେତୁ ଅନେକ ମାଳିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି।…

ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ ନକ୍ସାରୁ ବାଦ୍‌ ପଡ଼ିଥିବା ଅନୁଭବ ହୁଏ। ଗାଁ ବିକାଶରେ ପ୍ରକୃତ ବିକାଶ ନ୍ୟାୟରେ ପଞ୍ଚାୟତକୁ…

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅସନ୍ତୁଷ୍ଟ ଅଡୁଆ

ଜଗତ୍‌ସିଂହପୁର ଅଫିସ, ୧୫ା୨:ତିର୍ତ୍ତୋଲ ଜିଲା ପରିଷଦ ୩ ନଂ. ଜୋନର ସ୍ବତନ୍ତ୍ରତା ଅଛି। କାରଣ ଏହି ଜୋନ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରୁ ୨ ଜଣ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା…

୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ

ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିରେ ବିଳାସପୁର-ଝାରସୁଗୁଡ଼ା ଚାରିଥାକିଆ…

ଆଜି ବିଶ୍ୱ ପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୧୫ା୨:ଓଡ଼ିଶାର ନିଜସ୍ବ ଧର୍ମ ତଥା ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଯୋରନ୍ଦାରେ ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେବ। ବ୍ରାହ୍ମ ମୂହୁର୍ତ୍ତରୁ ମନ୍ଦିର ପରିସରରେ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୫ଟାରୁ ସାଢ଼େ ୫ଟା ମଧ୍ୟରେ…

ସ୍ତ୍ରୀଙ୍କ ପାଇଁ ପ୍ରଚାର କରି ଶିକ୍ଷକ ନିଲମ୍ବିତ

ବଲାଙ୍ଗୀର ଅଫିସ, ୧୫ା୨:ସରକାରୀ କର୍ମଚାରୀ ହୋଇ ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଭାଗନେବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ପୁଇଁତଲା ଥାନା ଲୋକାପଡ଼ା ଗ୍ରାମର ସମ୍ପୃକ୍ତ ପ୍ରାଥମିକ ସ୍କୁଲ ସହକାରୀ ଶିକ୍ଷକ ତରଣୀସେନ୍‌ ପଧାନଙ୍କୁ ଚାକିରିରୁ…

ସରପଞ୍ଚ ପ୍ରାର୍ଥୀଙ୍କ ଲଟେରି ଥୋପ

ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ନାଏକ ଲଟେରି ଲୋଭ ଦେଖାଇ ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ଏକ ଲଟେରି କୁପନ ବାଣ୍ଟୁଛନ୍ତି। ସେ ସରପଞ୍ଚ ଭୋଟରେ ଜିତିଲେ ଆସନ୍ତା ମାର୍ଚ୍ଚ ୧୩…

ୱାଇ କାଟାଗୋରୀ ସୁରକ୍ଷା ମାଗିଲେ ତେଜ ପ୍ରତାପ

ପାଟନା,୧୫ ।୨: ଆରଜେଡି ନେତା ତେଜ ପ୍ରତାପ ଯାଦବ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଚର୍ଚ୍ଚାର କାରଣ ହେଉଛି ସେ ୱାଇ କାଟାଗୋରୀ ସୁରକ୍ଷା ମାଗିଛନ୍ତି । ତେଜ ପ୍ରତାପ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠିଲେଖି ନିଜ ଜୀବନ ପ୍ରତି ବିପଦ…

ଜିଲା ପରିଷଦ ପ୍ରାର୍ଥୀ, ଖବରଦାତାଙ୍କୁ ଆକ୍ରମଣ

ପିପିଲି,୧୫।୨(ଡି.ଏନ୍‌.ଏ./ସ୍ବ.ପ୍ର.):ପିପିଲି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ସୋମବାର ନିର୍ବାଚନ ପ୍ରଚାର କରୁଥିବା ସମୟରେ ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ବିପକ୍ଷ ଗୋଷ୍ଠିର କେତେକ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ସେଠାକୁ ଖବର ସଂଗ୍ରହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri