Home

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ ବିବାଦ ମଧ୍ୟରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) କାର୍ଯ୍ୟକାରୀ ହେବ। ସମାନ…

ତୃଣମୂଳସ୍ତରରେ ନ୍ୟାୟିକ ସୁବିଧା ଉପଲବ୍ଧ କରାଇବା ଅପରିହାର୍ଯ୍ୟ…

ଚେନ୍ନାଇ,୧୪ା୨: ସମାଜର ତୃଣମୂଳସ୍ତରରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଇବା ଅପରିହାର୍ଯ୍ୟ। ଏହା ଦ୍ୱାରା ସାଧାରଣ ବ୍ୟକ୍ତି ଉପକୃତ ହେବା ସହିତ ନ୍ୟାୟପାଳିକାର ଲକ୍ଷ୍ୟ ପୂରଣ ହୋଇପାରିଥାଏ। ମାଡ୍ରାସ୍‌ ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ବିଚାରପତି…

ସ୍ବାମୀ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୪ା୨: ରୋଜଗାର କରୁ ନ ଥିବା ବେକାର ସ୍ବାମୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇ ପାରିବ ନାହିଁ। ସେ ନିଜେ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ ବୋଲି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ…

ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍‌ ବିଲ୍‌ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି…

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ,୧୪ା୨: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ…

ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ…

ଆଗ୍ରା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ୍‌ ଡେ’କୁ ରାସ୍ତା ମଝିରେ ଫାଶୀ ଦିଆଯାଇଛି। ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ୍‌ ଡେ’ର କୁଶ ପୁତ୍ତଳିକାକୁ ଏଭଳି ଦଣ୍ଡ ଦେଇଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେତେକ…

ଯୋଡ଼ାରେ ରାଜନୈତିକ ହିଂସା, ୩ ଆହତ

କେନ୍ଦୁଝର,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ାରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦକୁ ନେଇ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ବର୍ତ୍ତମାନର ବିଧାୟକ…

‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’

ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ଜିୱାଲ ଜୋରସୋରରେ ପ୍ରଚାର କରୁଛନ୍ତି। ସୋମବାର ଅମୃତସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେଜ୍‌ଜିୱାଲ…

ଜେଲ୍‌ରେ ୭୫ ପ୍ରତିଶତ ବିଚାରାଧୀନ କଏଦୀ,ଫଇସଲାକୁ ଅପେକ୍ଷା…

ନୂଆଦିଲ୍ଲୀ,୧୪ା୨: ଦେଶର ବିଭିନ୍ନ ଜେଲ୍‌ରେ ୭୫ ପ୍ରତିଶତ କଏଦୀ ରହିଛନ୍ତି। ସେମାନେ ଦୀର୍ଘଦିନ ଧରି କୋର୍ଟର ଫଇସଲାକୁ ଅପକ୍ଷୋ କରିଛନ୍ତି। ୨୦୨୦ରେ ଦେଶର ଜେଲଗୁଡିକରେ କଏଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଜେଲରେ ଥିବା ପ୍ରାୟ ୫ ଲକ୍ଷ କଏଦୀଙ୍କ…

ଏପିଲେପ୍‌ସି ବୃତ୍ତାନ୍ତ

ଅପସ୍ମାର ବା ଏପିଲେପ୍‌ସି ଏକପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀ ରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ୍‌ ବାତ ମାରିଥାଏ। ରୋଗୀଠାରେ ମାଂସପେଶୀଗୁଡ଼ିକରେ ଘନଘନ ଆକସ୍ମିକ ସଂକୋଚନ ହେବା ସଙ୍ଗେ ସଙ୍ଗେ ସେ…

ଭାଜପା ବୈଠକରେ ସାମିଲ ହେଲେ କଂଗ୍ରେସ ଏମ୍‌ପି

ଚଣ୍ଡିଗଡ,୧୪।୨:ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଗୋଷ୍ଠୀକନ୍ଦଳ ଥମିବାର ନାଁ ନେଉନାହିଁ। ପଟିଆଲାରୁ କଂଗ୍ରେସ ଏମ୍‌ପି ଥିବା ପରନୀତ କୌର ଏବେ ଭାଜପା ବୈଠକରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଭାଜପା ପାଇଁ ପ୍ରଚାର ମଧ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ…

ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର ଆଶା ବଢ଼ି ଚାଲିଛି। ବର୍ତ୍ତମାନ ଦେଶରେ କେବଳ ୧୦୦ ଟି ଜିଲାରେ କରୋନା ପଜିଟିଭିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri