Home

ମୁଖ୍ୟମନ୍ତ୍ରୀ ନର୍ବାଚିତ ହେବା ପରେ ଧାମିଙ୍କ ପ୍ରଥମ ପ୍ରତିକ୍ରିୟା

ଡେରାଡୁନ,୨୧।୩: ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ସରକାର ଗଠନ କରିଛି। ପୁଷ୍କର ସିଂହ ଧାମି ପୁଣି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭା ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଧାମିଙ୍କୁ ଶୁଭେଚ୍ଛାର ସୁଅ…

୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୧।୩ :ପଞ୍ଜାବର ନବଗଠିତ କ୍ୟାବିନେଟର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ସଙ୍ଗିନ ଅପରାଧ ମାମଲା ରହିଥିବା ସେମାନେ…

ବିଭାଗ ବଣ୍ଟନ କଲେ ମାନ: ଜାଣନ୍ତୁ କାହା ପାଖରେ କ’ଣ

ଚଣ୍ଡିଗଡ଼,୨୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଦଭାର ଗ୍ରହଣ କରିବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। କ୍ୟାବିନେଟ ଗଠନ ହେବାର କିଛି ସମୟ ପରେ ହିଁ ମୁଖ୍ୟମନ୍ତ୍ରୀ ମାନ କ୍ୟାବିନେଟ ବୈଠକ କରି ସରକାରୀ ବିଭାଗରେ ୨୫ହଜାର ଖାଲି ପଦବୀ ନିଯୁକ୍ତି…

ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାଁରେ ଲାଗିଲା ମୋହର

ପଣଜି,୨୧।୩: ଦେଶର ୫ଟି ବିଧାନସଭା ନିର୍ବାଚନ ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଗୋଆ ଓ ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସୋମବାର ଏସବୁର ଅନ୍ତ ଘଟିଛି। ପ୍ରମୋଦ ସାଓ୍ବନ୍ତ ପୁଣି…

ସିଡିଏସ୍‌ ବିପିନ ରାଓ୍ବତଙ୍କୁ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୧।୩: ଦେଶର ପ୍ରଥମ ସିଡିଏସ୍‌ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନରେ ଚଳିତ ବର୍ଷର ପଦ୍ମ ପୁରସ୍କାର ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍ବର୍ଗତ ବିପିନ…

ବୁଲ୍‌ଡୋଜରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ଅଗ୍ରୋ,୨୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତରେ ବିଜୟ ହେବା ପରେ ଭାଜପା ପୁଣି ଥରେ କ୍ଷମତାକୁ ଫେରିଛି। ଇତିମଧ୍ୟରେ ଭାଜପାରେ ବର୍ତ୍ତମାନ ବୁଲ୍‌ଡୋଜର ଚର୍ଚ୍ଚାରେ ରହିଛି। କାରଣ ଉତ୍ତରପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାହୁବଳୀଙ୍କ…

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ଇତିମଧ୍ୟରେ କଂଗ୍ରେସରେ ବିରୋଧୀ ପଦବୀ ସଙ୍କଟ ଦେଖାଦେଇଛି। ବିରୋଧୀ ପଦବୀ…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ଡେରାଡୁନ,୨୧।୩: ବିଧାନସଭା ନିର୍ବାଚନର ଫଳାଫଳ ପରେ ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଲାଗିରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା…

ସାଉଥ୍‌ କୋରିଆରେ ୩ ଦିନରେ ୧୧ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ସିଓଲ୍‌,୨୧।୩: ସାରା ବିଶ୍ୱର ଅନେକ ଦେଶରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ସାରା ବିଶ୍ୱରେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ କରୋନାଜନିତ ୨୯୧୭ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ…

ଖେଳାଳିଙ୍କୁ ଜାଣିବା ପାଇଁ କୋଚ ରିକି ପଣ୍ଟିଂଙ୍କ ନୂଆ ଫର୍ମୁଲା

ମୁମ୍ବାଇ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ମାର୍ଚ୍ଚ ୨୬ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଚ୍‌ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଦଳ ଗତ ସିଜିନରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏଥର ମଧ୍ୟ ଦଳ…

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ବୀରେନ ସିଂ

ଇମ୍ଫାଲ,୨୧।୩: ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ଏନ ବୀରେନ ସିଂ । ତାଙ୍କୁ ରାଜ୍ୟପାଳ ଏଲ ଗଣେଶନ ଶପଥ ପାଠ କରାଇଥିଲେ। ଏହି ଅବସରରେ ଭାଜପା ସଭାପତି ଜେପି ନଡାଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା…

ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଲେ ପ୍ରଦୀପ

ନୋଏଡା, ୨୧।୩: ନିକଟରେ ପ୍ରଦୀପ ମେହେରା ନାମକ ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ପ୍ରଦୀପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?