Home

ଦୁର୍ନୀତି ଯୋଗୁ ପୋଲିସ ଛବି ଖରାପ

ନୂଆଦିଲ୍ଲୀ,୨ା୪: ଦୁର୍ନୀତି, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷତାର ଅଭାବ ଓ ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁ ପୋଲିସର ଛବି ଖରାପ ହୋଇଯାଇଛି। ତେଣୁ ଅସୁବିଧାରେ ପଡ଼ିଥିବା ଲୋକେ ଜରୁରୀ ସମୟରେ ପୋଲିସ ନିକଟକୁ ଯିବା ପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି ଶୁକ୍ରବାର…

ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବାବେଳେ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏବେ…

ରଣବୀରଙ୍କୁ ଚିହ୍ନି ହେଉନି

ବମ୍ବେ: ନୂଆ ଲୁକ୍‌ରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ମେ’ ୧୩ ରେ ରିଲିଜ ହେବାକୁ ଯାଉଛି ତାଙ୍କ ଫିଲ୍ମ ‘ଜୟେଶ ଭାଇ ଜୋରଦାର୍‌’। ଶୁକ୍ରବାର ରଣବୀରଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ୟଶରାଜ ଫିଲ୍ମ୍ସ ପକ୍ଷରୁ ଏହାକୁ ଶେୟାର କରାଯାଇଛି।…

୧୩୭ରନ୍‌ରେ ଅଟକିଲା ପଞ୍ଜାବ

ମୁମ୍ବାଇ,୧।୪: ପଞ୍ଜାବ କିଙ୍ଗସକୁ ୧୩୭ ରନ୍‌ରେ ଅଟକାଇଛି କୋଲକାତା ନାଇଟ୍‌ ରାଇଡର୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‌ର ୮ମ ମୁକାବିଲାରେ ପୁଣିଥରେ କୋଲକାତା ଲାଗି ଚମକିଛନ୍ତି ଉମେଶ ଯାଦବ। ଉମେଶଙ୍କ ୪ ଉଇକେଟ ସଫଳତା ବଳରେ ପଞ୍ଜାବ ୧୮.୫…

ରାଜ୍ୟ ସଭାରେ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଛୁଇଁଲା

ନୂଆଦିଲ୍ଲୀ,୧।୪: ଆସାମ, ତ୍ରିପୁରା ଏବଂ ନାଗାଲାଣ୍ଡରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଭାଜପା ଗୋଟିଏ ଲେଖାଏ ଆସନ ଜିତିଛି। ଏହା ଫଳରେ ରାଜ୍ୟ ସଭାରେ ପ୍ରଥମ ଥର ପାଇଁ ଭାଜପା ସଦସ୍ୟଙ୍କ ସଂଖ୍ୟା ୧୦୦ ଛୁଇଁଛି। ୧୯୯୦ରେ ଉଚ୍ଚ ସଦନରେ…

ଲାର୍ଭୋଭଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୧।୪: ଭାରତ ଗସ୍ତରେ ଆସିଥିବା ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଉଭୟ ନେତା ପ୍ରାୟ ୪୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ବେଳେ ଲାଭ୍ରୋଭ ରୁଷିଆ ଓ…

ଟସ୍‌ ଜିତି ଶ୍ରେୟସଙ୍କ ବୋଲିଂ ନିଷ୍ପତ୍ତି: ୧୨୦ରେ ଗଲାଣି ପଞ୍ଜାବର ୮ ଉଇକେଟ୍‌

ମୁମ୍ବାଇ,୧।୪: ଆଇପିଏଲ୍‌ ୨୦୨୨ର ୮ମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଶୁକ୍ରବାର ଖେଳାଯାଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ ଜିତିଛନ୍ତି। ଏଥିସହ ସବୁ ଅଧିନାୟକଙ୍କ ଭଳି…

ଭାରତ-ରୁଷିଆ ଭାଗିଦାରୀ ଉପରେ କୌଣସି ଚାପର ପ୍ରଭାବ ପଡ଼ିବ ନାହିଁ: ଲାଭ୍ରୋଭ୍‌

ନୂଆଦିଲ୍ଲୀ, ୧।୪: ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଆସୁଛନ୍ତି। ଏପରିକି ଦେଶ ଉପରେ ଚାପ ବଢ଼ାଇବା ଲାଗି ବିଭିନ୍ନ କଟକଣା ଲଗାଉଛନ୍ତି। ଏଭଳି ସମୟରେ ଭାରତ ଗସ୍ତରେ ଆସିଛନ୍ତି ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ…

ବିଲେଇ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା

ପ୍ରୟାଗରାଜ,୧।୪: ପ୍ରାୟ ୭ ଦିନ ହେଲା ହଜିଯାଇଛି ପୋଷା ବିଲେଇ। ଏହାକୁ ଖୋଜି ଆଣିଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ମହମ୍ମଦ ତାହିରଙ୍କ ଘରେଥିବା ପୋଷା…

ମ୍ୟାଚ୍‌ ଜିତିବାର ଥିଲେ ଟସ୍‌ ଜିତ

ନୂଆଦିଲ୍ଲୀ,୧।୪: ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଟୁର୍ନାମେଣ୍ଟ ଆରମ୍ଭ ହେବା ଦିନରୁ ଟସ୍‌ ଜିତିବା ହିଁ ବିଜୟର ଫର୍ମୁଲା ପାଲଟିଛି। କାରଣ ଏଯାବତ ହୋଇଥିବା ଲିଗ୍‌ରେ ମୋଟ ୭ ମୁକାବିଲା ଖେଳାଯାଇଥିବା ବେଳେ ସେଥିରୁ ୬ ମ୍ୟାଚ୍‌…

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି, ଯାହା ପ୍ରଶଂସାର କାରଣ ପାଲଟେ। ଉତ୍ତରପ୍ରଦେଶର ଏଟା ଜିଲାରେ ଜଣେ ବୃଦ୍ଧା ମହିଳା ଏଭଳି…

‘ମାତ୍ର ୩ ଟଙ୍କା ପାଇଁ ହୋଇଥିଲେ କ୍ରିକେଟର୍‌’

କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକଙ୍କ କଥା ଆସେ, ଅଜିତ ୱାଡେକରଙ୍କ ନାମ ନିଶ୍ଚିତ ଭାବେ ଆସେ। ବିଦେଶୀ ମାଟିରେ ଭାରତର ପ୍ରଥମ ଟେଷ୍ଟ ସିରିଜ ଜିତିଥିବା କ୍ୟାପଟେନ ୱାଡେକର ୧୯୪୧ ମସିହା, ଏପ୍ରିଲ ୧ରେ ଜନ୍ମ ହୋଇଥିଲେ। ସେ ମୁମ୍ବାଇରେ ଜନ୍ମଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?