ଦିଲ୍ଲୀରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ: ବିଳମ୍ବିତ ରାତି ଯାଏ ଖୋଲିବ ରେଷ୍ଟୁରାଣ୍ଟ-ଦୋକାନ
ନୂଆଦିଲ୍ଲୀ,୨୫।୨: କରୋନାର ତୃତୀୟ ଲହର ମଧ୍ୟରେ ସାରାଦେଶରେ ଏବେ ସଂକ୍ରମଣ ମାମଲା ପୂର୍ବାପେକ୍ଷା ବହୁତ କମିବାରେ ଲାଗିଛି। ଲଗାତର ନୂଆ କରୋନା ମାମଲା ଓ ଆକ୍ଟିଭ ମାମଲା ହ୍ରାସ ପାଇବାରୁ ରାଜ୍ୟରେ ଲାଗୁ ହୋଇଥିବା କୋଭିଡ ପ୍ରତିବନ୍ଧକକୁ କୋହଳ କରାଯାଇଛି। ଇତିମଧ୍ୟରେ…
ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଲେଫ୍ଟନାଣ୍ଟ ଗଭର୍ନର ବାରାଣାସୀରୁ ନିଜ ସହର ଗାଜିପୁରକୁ ଯାଉଥିଲେ। ତାଙ୍କ କାର ରାଜଘାଟ…
ୟୁକ୍ରେନକୁ ସାହାଯ୍ୟର ହାତ ବଢ଼ାଇଲେ ସାଇବର ହ୍ୟାକର
ମସ୍କୋ,୨୫।୨: ୟୁକ୍ରେନ ଉପରେ ବାରମ୍ବାର ସାଇବର ଆକ୍ରମଣ ହେଉଥିବା ବେଳେ ଏଥିପାଇଁ ସେ ରୁଷିଆକୁ ଦାୟୀ କରିଛି। ବର୍ତ୍ତମାନ ସାଇବର ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ରୁଷିଆ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛି। ଏଥିରେ ଅନେକ ରୁଷିଆର ସରକାରୀ ୱେବସାଇଟକୁ ଟାର୍ଗେଟ…
ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ୍
ମୁମ୍ବାଇ: ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। କେତେବେଳେ ବିବାହକୁ ନେଇ ତ କେତେବେଳେ ଡ୍ରେସ୍କୁ ନେଇ। ଏବେ ପୁଣି ଥରେ ବୋଲ୍ଡ ନଜରରେ ଲୋକଙ୍କ ସାମ୍ନାକୁ ଆସି ଟ୍ରୋଲ ହୋଇଛନ୍ତି। ରାକ୍ଷୀଙ୍କ ଏପରି ଲୁକ୍…
ୟୁକ୍ରେନ-ରୁଷିଆ ଯୁଦ୍ଧରେ ଭାରତର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା
ଓ୍ବାଶିଂଟନ୍,୨୫।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ଯୁଦ୍ଧକୁ ନେଇ ଭାରତ କାହା ସପକ୍ଷରେ ରହିଛି ସେନେଇ ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି। କାରଣ…
ସୁରକ୍ଷାକର୍ମୀଙ୍କୁ ସଫଳତା
ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ବଡ଼ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ସୂଚନା ଅନୁଯାୟୀ, ଶୋପିଆନ ଜିଲାର ଆମିସିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା…
ଶାହାଙ୍କ ସହ କଥା ହେଲେ ନବୀନ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ…
ରାଜଧାନୀ କ୍ୱିଭ୍ରେ ପଶିଲା ରୁଷିଆ ସେନା
କ୍ୱିଭ୍,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ତେବେ ଶୁକ୍ରବାର ଅପରାହ୍ନରେ ରୁଷିଆ ସେନା କ୍ୱିଭ୍ରେ ପଶିଛି। ରୁଷିଆ ସେନା ଆଜି ୬…
ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି
ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦୃଢ଼ ଭାବେ ନିନ୍ଦା କରିଛି।…
ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍ସ୍କି
କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ ରୁଷିଆ ସୈନ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ ରୁଷିଆ ସୈନ୍ୟ ବର୍ତ୍ତମାନ ସୁମି…
ୟୁକ୍ରେନ୍ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ
କ୍ୱିଭ୍,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ…
ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ
କ୍ୱିଭ୍,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ…
Archives


