Home

ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରବିବାର ଅମେଠି-ପ୍ରୟାଗରାଜ ସମେତ ୧୨ଜିଲାରେ ୬୧ଆସନରେ ହେବ ଭୋଟିଂ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକବ୍ରାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ଟି ଜିଲାରେ ୬୧ଆସନରେ ମତଦାନ ହେବାକୁ ଯାଉଛି। ପ୍ରୟାଗରାଜ, ଅମେଠୀ,…

ଅପରେଶନ ଏୟାର ଲିପ୍ଟ: ଭାରତୀୟଙ୍କୁ ଆଣିବାକୁ ରୋମାନିୟା, ହଙ୍ଗେରୀ ଯିବାକୁ ପ୍ରସ୍ତୁତ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିବାଦ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଶନିବାର ରୋମାନିୟା ଓ ହଙ୍ଗେରି ଅଭିମୁଖେ ଯାତ୍ରା କରିବ । ହଙ୍ଗେରି ଓ ରୋମାନିୟା ୟୁକ୍ରେନସୀମାକୁ ଲାଗି ରହିଥିବା ବେଳେ ଅଧିକାଂଶ…

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ ଗନରୁ ଗୁଳି ବର୍ଷଣ କରାଯାଇଥିବା ଖବର ଆସିଛି । ୟୁକ୍ରେନରେ ଯୁଦ୍ଧର ତୃତୀୟ ଦିନରେ…

ରୁଷିଆକୁ ଚାରିଆଡୁ ଘେରିବାକୁ ନାଟୋର ଉଦ୍ୟମ

ବ୍ରୁସେଲଶ୍‌,୨୬।୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ…

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ କରିପାରେ ବୋଲି ଦେଶର ଅନ୍ୟତମ ସର୍ବବୃହତ ବ୍ୟବସାୟିକ ଗୋଷ୍ଠୀ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସତର୍କ…

ଅଣୁଅସ୍ତ୍ର ଭୟ ଦେଖାଇଲେ ପୁଟିନ୍‌

ଓ୍ବାର୍ସା,୨୬ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବିଶ୍ୱ ନେତାମାନଙ୍କୁ ଖୋଲାଖୋଲି ଭାବେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ଭୟ ଦେଖାଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ରୋକିବାକୁ କୌଣସି ରାଷ୍ଟ୍ର ଯଦି ସାମରିକ ଶକ୍ତି ବ୍ୟବହାର କରିବାର ଦୁଃସାହସ କରେ ତେବେ…

‘ମମି, ଡାଡି, ଆଇ ଲଭ୍‌ ୟୁ’: ଭାଇରାଲ ହେଉଛି ଯବାନଙ୍କ ଭିଡିଓ

କ୍ୱିଭ୍‌,୨୬ା୨: ଆଶାଆଶଙ୍କା ଭିତରେ ୟୁକ୍ରେନର ବର୍ତ୍ତମାନ ଏବଂ ଭବିଷ୍ୟତ। କେଉଁ ମୁହୂର୍ତ୍ତରେ ରୁଷିଆ କ୍ୱିଭ୍‌କୁ କବ୍‌ଜା କରିନେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସେନା ରୁଷିଆର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି । ତେବେ ଏଭଳି…

ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶରେ ହିଁ ଅଛନ୍ତି ।…

ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ଉଦ୍ୟମ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ସେଠାର ବାୟୁସୀମା ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ ହୋଇଯାଇଛି। ଫଳରେ ୟୁକ୍ରେନ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କୁ ନିରାପଦର ସହ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆର ଦୁଇଟି ବିମାନ ପଠାଯାଇଛି। ଯେଉଁ ଭାରତୀୟମାନେ…

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ ଭାରତର ସମର୍ଥନ ଆଶା କରିଛି। ୟୁକ୍ରେନ୍‌ ଓ ମସ୍କୋର ସାମ୍ପ୍ରତିକ ସ୍ଥିତି ଉପରେ ଭାରତର…

୨୦୩୦ ମଧ୍ୟରେ ୩୦୦ ବିଲିୟନ ଟନ୍‌ ଉତ୍ପାଦନ ଲକ୍ଷ୍ୟ

କୋଣାର୍କ,୨୬ା୨(ଡି.ଏନ୍‌.ଏ.): କୋଣାର୍କ ଇକୋ ରିଟ୍ରିଟ୍‌ ପରିସରରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ବ୍ୟାପୀ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଖଣି ସମ୍ବନ୍ଧୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟଅତିଥି ଭାବେ…

ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ଅନୁଗୋଳ ଅଫିସ,୨୬ା୨: ରାଜ୍ୟ ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୋଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ୧୫ ଦିନ ହେଲା ସେ ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri