Home

ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨

ଭୁବନେଶ୍ୱର,୨।୪(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହେଉଛି ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌। ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି

କଲମ୍ବୋ,୨ା୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଶୁକ୍ରବାର ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ ସେଠାରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ଇତି ମଧ୍ୟରେ ଓ୍ବେଷ୍ଟର୍ନ ପ୍ରୋଭିନ୍ସରେ ସାମୟିକଭାବେ କର୍ଫ୍ୟୁ ଜାରି କରାଯାଇଛି।…

ଶ୍ରୀଲଙ୍କାରେ ପେଟ୍ରୋଲଠାରୁ ମହଙ୍ଗା ହେଲା କ୍ଷୀର

କଲମ୍ବୋ,୨ ।୪: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି । ସେଠାରେ ଏବେ ହସ୍ପିଟାଲରେ ଔଷଧ ମିଳୁନାହିଁ । ପେଟ୍ରୋଲ ଡିଜେଲର ସମସ୍ୟା ଦେଖାଦେବା ପରେ ଏବେ ପେଟ୍ରୋଲ ପମ୍ପରେ ସେନା ମୁତୟନ କରାଯାଇଛି…

ଏନ୍‌ଏଫ୍‌ଟିରେ ଆତ୍ମା ବିକ୍ରି

ନେଦରଲାଣ୍ଡସ୍‌, ୨ା୪: ମିମ୍‌, ଜୋକ୍‌ ଏବଂ ମନୋରଞ୍ଜନ ଭିଡିଓ ଆଦି ନନ୍‌ ଫନ୍‌ଜିବଲ ଟୋକେନ (ଏନ୍‌ଏଫ୍‌ଟି) ଜରିଆରେ ବିକ୍ରି ହେଉଛି। ନେଦରଲାଣ୍ଡସ୍‌ସ୍ଥିତ ହେଗ୍‌ ଆର୍ଟ ଏକାଡେମୀର ୨୧ ବର୍ଷୀୟ ଛାତ୍ର ଷ୍ଟିଜନ ଭାନ୍‌ ଶ୍ଚେକ୍‌ ନିଜ ଆତ୍ମାକୁ ବିକ୍ରି କରିବା ପାଇଁ…

ସାଟେଲାଇଟ୍‌ ଚିତ୍ରରେ ବିଶାଳକାୟ ସାପର ଭ୍ରମ

ପ୍ୟାରିସ,୨ା୪: ଫ୍ରାନ୍ସର ଲେ ସରପେଣ୍ଟ ଡି’ଓସେନ ଉପକୂଳରେ ଏକ ବିଶାଳକାୟ ସାପର କଙ୍କାଳ ସଦୃଶ ଚିତ୍ର ଗୁଗଲ୍‌ ମ୍ୟାନ୍‌ ସାଟେଲାଇଟ୍‌ରୁ ଦେଖିବାକୁ ମିଳିଛି। ଏହି ଭାଇରାଲ୍‌ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବାବେଳେ ଅନେକେ ଏହାକୁ ବିଲୁପ୍ତ ଟିଟାନୋବୋଆ ପ୍ରଜାତିର…

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ। ଶୁକ୍ରବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଚଣ୍ଡିଗଡ଼କୁ ହସ୍ତାନ୍ତର କରିବା ଲାଗି ଏକ…

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା ସେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବା…

ପଦୋନ୍ନତିରେ ସଂରକ୍ଷଣ ହଟିଲେ କର୍ମଚାରୀ ଅଶାନ୍ତି ସୃଷ୍ଟି ହୋଇପାରେ: କେନ୍ଦ୍ର

ନୂଆଦିଲ୍ଲୀ,୨ା୪ : ସରକାରୀ ଚାକିରିରେ ଥିବା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ସୁବିଧାକୁ ହଟାଗଲେ ଅଶାନ୍ତି ଓ ବିବାଦ ସୃଷ୍ଟି ହୋଇପାରେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସମ୍ବିଧାନ ଅନୁଯାୟୀ ସଂରକ୍ଷଣ ନୀତି…

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଭେଟିଛନ୍ତି। ରୁଷିଆଠାରୁ ଭାରତ ଯାହା କିଣିବାକୁ ଚାହିଁବ…

ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍‌ ଗୃହୀତ

ଓ୍ବାଶିଂଟନ୍‌,୨।୪: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍‌ମେଣ୍ଟ (ଏମ୍‌ଓଆର୍‌ଇ) ଆଇନ ବଳରେ ଦେଶରେ ଗଞ୍ଜେଇ ଉପରେ ଜାରି କଟକଣା ହଟିବ। ବିଲ୍‌କୁ ହାଉସ୍‌…

ଇମ୍ରାନ୍‌ଙ୍କ ପୂର୍ବରୁ ଭଲ ଥିଲା ପାକ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆସନ ଟଳମଳ ସ୍ଥିତିରେ ଥିବାବେଳେ ତାଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନ୍‌ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଇମ୍ରାନଙ୍କ ଶାସନରେ ଦେଶରେ ଉପୁଜିଥିବା ଜଟିଳ ସ୍ଥିତିକୁ ଦୂର କରିବା ପାଇଁ…

ପାକ୍‌ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ ଦେଶକୁ ଦାୟୀ କରିଆସୁଛନ୍ତି। ସେ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବାରୁ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?